Browsing Tag

khaprakhol news

ଅମାନବୀୟ ଘଟଣା : ୪ ମାସ ହେଲା ଗୋଟାଏ ପରିବାରକୁ ନିଆଁ ପାଣି ବାସନ୍ଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ତେଲେନପାଲି ପଂଚାୟତର ଜମୁନାପାଲି ଗାଁରେ ଏକ ଅମାନବୀୟ ଘଟଣା ଜଣାପଡ଼ିଛି । ଗୋଟାଏ ପରିବାରକୁ ଗତ ୪ ମାସ ହେଲା ନିଆଁ ପାଣି ବାସନ୍ଦ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ପୀଡିତ ପରିବାର ଜିଲ୍ଲାପାଳ ଓ ଏସପିଙ୍କ
Read More...

ଭାନପୁର ପଂଚାୟତରେ ନିମ୍ନମାନର ଚାଉଳ ଯୋଗାଣ ଅଭିଯୋଗ

ଖପ୍ରାଖୋଲ, (ଜ୍ୟୋତି ରଂଜନ ପଣ୍ଡା) : ଖପ୍ରାଖୋଲ ବ୍ଲକ ଭାନପୁର ପଂଚାୟତରେ ନିମ୍ନମାନର ଚାଉଳ ଯୋଗାଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗତ ରବିବାର ଯୋଗାଣ ବିଭାଗ ତରଫରୁ ଗରିବ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ସେପ୍ଟେମ୍ବର ଓ ଅକ୍ଟୋବର ମାସର ମାଗଣା ଚାଉଳ ଯୋଗାଇବା ପାଇଁ ୬୯୦
Read More...

ହରିଶଙ୍କର ଛକ ନିକଟରେ ପୋଲିସ ଦ୍ୱାରା ଚଢାଉ : ୫ ଶିଶୁ ସହ ୧୧ ଦାଦନ ଶ୍ରମିକ ଉଦ୍ଧାର

ଖପ୍ରାଖୋଲ, (ଜ୍ୟୋତି ରଂଜନ ପଣ୍ଡା) : ଖପ୍ରାଖୋଲ ଧଣ୍ଡାମୁଣ୍ଡା ରାସ୍ତା ହରିଶଙ୍କର ଛକଠାରେ ଖପ୍ରାଖୋଲ ପୋଲିସ ଚଢାଉ କରି ହାଇଦ୍ରାବାଦ୍‌କୁ ଚାଲାଣ ହେଉଥିବା ୫ ଶିଶୁ ସହ ୩ ଜଣ ମହିଳା ଓ ୩ ଜଣ ପୁରୁଷ ମୋଟ୍‌ ୧୧ ଜଣଙ୍କୁ ପୋଲିସ ଉଦ୍ଧାର କରିଛି । ସୂଚନା ଅନୁସାରେ ଉଦ୍ଧାର ସମସ୍ତ ଶମ୍ରିକ
Read More...

ଧଣ୍ଡାମୁଣ୍ଡା ଛକ ଦୁର୍ଘଟଣାରେ ଆହତ ମହିଳାଙ୍କ ମୃତ୍ୟୁ ଘଟଣା : ଗାଡି ମାଳିକ ଘର ସାମ୍ନାରେ ଶବ ରଖି ଆନ୍ଦୋଳନ

ଖପ୍ରାଖୋଲ, (ଜ୍ୟୋତିରଂଜନ ପଣ୍ଡା) : ଖପ୍ରାଖୋଲ ପାଟଣାଗଡ ରାସ୍ତା ଧଣ୍ଡାମୁଣ୍ଡା ଛକ ନିକଟରେ ଗୁରୁବାର ଟାଟା ସୋମୋ ଓ ମୋଟରସାଇକେଲ ମୁହାଁମୁହିଁ ଦୁର୍ଘଟଣାରେ ତିନି ଜଣ ମୋଟରସାଇକଲ ଆରୋହୀ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଗୁରୁବାର ରାତିରେ ହଂସା ଛୁରା(୬୦)ଙ୍କ ମୃତ୍ୟୁ ହୋଇଥିଲା ।
Read More...

ହରିଶଙ୍କର କ୍ଷେତ୍ରର ବିକାଶ ପାଇଁ ସଂସଦରେ ଦାବୀ ଉପସ୍ଥାପନ କଲେ ସାଂସଦ

ଖପ୍ରାଖୋଲ, (ଜ୍ୟୋତିରଂଜନ ପଣ୍ଡା) : ବଲାଙ୍ଗିର ଜିଲ୍ଲାର ପ୍ରାକୃତିକ ସୈନ୍ଦର୍ଯ୍ୟଭରା ଖପ୍ରାଖୋଲ ବ୍ଲକର ଗନ୍ଧମାର୍ଦ୍ଦନ ପାହାଡକୁ ଲାଗିଥିବା ହରିଶଙ୍କର କ୍ଷେତ୍ର । ଐତିହାସିକ , ପୌରାଣିକ ତଥା କିମ୍ବଦନ୍ତୀରେ ଉଲ୍ଲେଖ ଥିବା ଏହି କ୍ଷେତ୍ରର ବିକାଶ ଆଜି ଯାଏଁ ଆଶାନୁରୂପକ ହୋଇ ପାରିନାହିଁ ।
Read More...

ଜିଲ୍ଲା ସାମାଜିକ ସମୀକ୍ଷକଙ୍କ ଖପ୍ରାଖୋଲ ବ୍ଲକ ଅଂଚଳ ଗସ୍ତ : ବୁଲି ଦେଖିଲେ ବିଭିନ୍ନ ପ୍ରକଳ୍ପ, ପଚାରି ବୁଝିଲେ ସମସ୍ୟା

ଖପ୍ରାଖୋଲ, (ଜ୍ୟୋତି ରଂଜନ ପଣ୍ଡା) : ବଲାଙ୍ଗିର ଜିଲ୍ଲା ସାମାଜିକ ସମୀକ୍ଷକ ବର୍ଷା ହରପାଲ ଖପ୍ରାଖୋଲ ବ୍ଲକ ଗସ୍ତ କରି ସାମାଜିକ ସମୀକ୍ଷା ଚାଲିଥିବା ଘୁନସର ପଂଚାୟତର ବିଭିନ୍ନ ଗାଁ ବୁଲିବା ସହ ବିଭିନ୍ନ ପ୍ରକଳ୍ପ ଦେଖିଛନ୍ତି । ଚଳିତ ଥର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ
Read More...

ଖପ୍ରାଖୋଲ ଷ୍ଟେଟ ବ୍ୟାଙ୍କ ଶାଖା ଶନିବାର ଯାଏଁ ସଟ୍‌ଡାଉନ୍‌

ଖପ୍ରାଖୋଲ, (ଜ୍ୟୋତିରଂଜନ ପଣ୍ଡା) : ଖପ୍ରାଖୋଲ ବ୍ଲକ ସଦର ମହକୁମାଠାରେ ଥିବା ଷ୍ଟେଟ ବ୍ୟାଙ୍କ ଅପ୍‌ ଇଣ୍ଡିଆ ଶାଖାରେ ଜଣେ କର୍ମଚାରୀ କରୋନା ସଂକ୍ରମିତ ଜଣାପଡିବା ପରେ ବ୍ୟାଙ୍କ ପରିଚାଳକ ଶନିବାର ଯାଏଁ ବ୍ୟାଙ୍କକୁ ବନ୍ଦ ପାଇଁ ନୋଟିସ୍‌ ଦେଇଛନ୍ତି । ସେହିପରି ବ୍ୟାଙ୍କ ସହ ନିକଟରେ
Read More...

ସେଲାପଥରର ସମ୍ପାଦକ କରୁଣାକର ଭୋଇଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଚାଷୀ ନେତା, କୋଶଲି କବି, ଭାଷା ଗବେଷକ, ସଂଗଠକ, ଲଢୁଆ ସମାଜସେବୀ, ସାହିତ୍ୟ ପତ୍ରିକା ସେଲାପଥରର ସମ୍ପାଦକ ୰କରୁଣାକର ଭୋଇଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ତାଙ୍କ ଜନ୍ମସ୍ଥାନ ଖପ୍ରାଖୋଲ ବ୍ଲକ ମହୁରୁଣ୍ଡି ଠାରେ ଚାଷୀ ନେତା କ୍ଷମାନିଧି ଭୋଇଙ୍କ ଅଧ୍ୟକ୍ଷତାରେ
Read More...

ବ୍ରାହ୍ମଣୀ ଗାଁରେ ବିଦ୍ୟୁତ ସଂଯୋଗ ପାଇଁ ଟଙ୍କା ଆଦାୟ ଅଭିଯୋଗ

ଖପ୍ରାଖୋଲ, (ଜ୍ୟୋତିରଂଜନ ପଣ୍ଡା) : ସରକାର ସମସ୍ତଙ୍କ ଘରକୁ ବିଦ୍ୟୁତ ସଂଯୋଗ ପାଇଁ ଘୋଷଣା କରିଥିବା ବେଳେ ଦୀନଦୟାଲ ଉପାଧ୍ୟାୟ ଗ୍ରାମ୍ୟ ଜ୍ୟୋତି ଯୋଜନାରେ ମାଗଣା ବିଦ୍ୟୁତ ସଂଯୋଗ କରାଯାଉଛି । ଏହି ଯୋଜନା ପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଉଥିବା ବେଳେ ସବୁ ଗାଁକୁ ଏପରିକି ସବୁ
Read More...