Browsing Tag

khaprakhol news

ଅମାନବୀୟ ଘଟଣା : ୪ ମାସ ହେଲା ଗୋଟାଏ ପରିବାରକୁ ନିଆଁ ପାଣି ବାସନ୍ଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ତେଲେନପାଲି ପଂଚାୟତର ଜମୁନାପାଲି ଗାଁରେ ଏକ ଅମାନବୀୟ ଘଟଣା ଜଣାପଡ଼ିଛି । ଗୋଟାଏ ପରିବାରକୁ ଗତ ୪ ମାସ ହେଲା ନିଆଁ ପାଣି ବାସନ୍ଦ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ପୀଡିତ ପରିବାର ଜିଲ୍ଲାପାଳ ଓ ଏସପିଙ୍କ…
Read More...

ଭାନପୁର ପଂଚାୟତରେ ନିମ୍ନମାନର ଚାଉଳ ଯୋଗାଣ ଅଭିଯୋଗ

ଖପ୍ରାଖୋଲ, (ଜ୍ୟୋତି ରଂଜନ ପଣ୍ଡା) : ଖପ୍ରାଖୋଲ ବ୍ଲକ ଭାନପୁର ପଂଚାୟତରେ ନିମ୍ନମାନର ଚାଉଳ ଯୋଗାଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗତ ରବିବାର ଯୋଗାଣ ବିଭାଗ ତରଫରୁ ଗରିବ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ସେପ୍ଟେମ୍ବର ଓ ଅକ୍ଟୋବର ମାସର ମାଗଣା ଚାଉଳ ଯୋଗାଇବା ପାଇଁ ୬୯୦…
Read More...

ହରିଶଙ୍କର ଛକ ନିକଟରେ ପୋଲିସ ଦ୍ୱାରା ଚଢାଉ : ୫ ଶିଶୁ ସହ ୧୧ ଦାଦନ ଶ୍ରମିକ ଉଦ୍ଧାର

ଖପ୍ରାଖୋଲ, (ଜ୍ୟୋତି ରଂଜନ ପଣ୍ଡା) : ଖପ୍ରାଖୋଲ ଧଣ୍ଡାମୁଣ୍ଡା ରାସ୍ତା ହରିଶଙ୍କର ଛକଠାରେ ଖପ୍ରାଖୋଲ ପୋଲିସ ଚଢାଉ କରି ହାଇଦ୍ରାବାଦ୍‌କୁ ଚାଲାଣ ହେଉଥିବା ୫ ଶିଶୁ ସହ ୩ ଜଣ ମହିଳା ଓ ୩ ଜଣ ପୁରୁଷ ମୋଟ୍‌ ୧୧ ଜଣଙ୍କୁ ପୋଲିସ ଉଦ୍ଧାର କରିଛି । ସୂଚନା ଅନୁସାରେ ଉଦ୍ଧାର ସମସ୍ତ ଶମ୍ରିକ…
Read More...

ଧଣ୍ଡାମୁଣ୍ଡା ଛକ ଦୁର୍ଘଟଣାରେ ଆହତ ମହିଳାଙ୍କ ମୃତ୍ୟୁ ଘଟଣା : ଗାଡି ମାଳିକ ଘର ସାମ୍ନାରେ ଶବ ରଖି ଆନ୍ଦୋଳନ

ଖପ୍ରାଖୋଲ, (ଜ୍ୟୋତିରଂଜନ ପଣ୍ଡା) : ଖପ୍ରାଖୋଲ ପାଟଣାଗଡ ରାସ୍ତା ଧଣ୍ଡାମୁଣ୍ଡା ଛକ ନିକଟରେ ଗୁରୁବାର ଟାଟା ସୋମୋ ଓ ମୋଟରସାଇକେଲ ମୁହାଁମୁହିଁ ଦୁର୍ଘଟଣାରେ ତିନି ଜଣ ମୋଟରସାଇକଲ ଆରୋହୀ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଗୁରୁବାର ରାତିରେ ହଂସା ଛୁରା(୬୦)ଙ୍କ ମୃତ୍ୟୁ ହୋଇଥିଲା ।…
Read More...

ହରିଶଙ୍କର କ୍ଷେତ୍ରର ବିକାଶ ପାଇଁ ସଂସଦରେ ଦାବୀ ଉପସ୍ଥାପନ କଲେ ସାଂସଦ

ଖପ୍ରାଖୋଲ, (ଜ୍ୟୋତିରଂଜନ ପଣ୍ଡା) : ବଲାଙ୍ଗିର ଜିଲ୍ଲାର ପ୍ରାକୃତିକ ସୈନ୍ଦର୍ଯ୍ୟଭରା ଖପ୍ରାଖୋଲ ବ୍ଲକର ଗନ୍ଧମାର୍ଦ୍ଦନ ପାହାଡକୁ ଲାଗିଥିବା ହରିଶଙ୍କର କ୍ଷେତ୍ର । ଐତିହାସିକ , ପୌରାଣିକ ତଥା କିମ୍ବଦନ୍ତୀରେ ଉଲ୍ଲେଖ ଥିବା ଏହି କ୍ଷେତ୍ରର ବିକାଶ ଆଜି ଯାଏଁ ଆଶାନୁରୂପକ ହୋଇ ପାରିନାହିଁ ।…
Read More...

ଜିଲ୍ଲା ସାମାଜିକ ସମୀକ୍ଷକଙ୍କ ଖପ୍ରାଖୋଲ ବ୍ଲକ ଅଂଚଳ ଗସ୍ତ : ବୁଲି ଦେଖିଲେ ବିଭିନ୍ନ ପ୍ରକଳ୍ପ, ପଚାରି ବୁଝିଲେ ସମସ୍ୟା

ଖପ୍ରାଖୋଲ, (ଜ୍ୟୋତି ରଂଜନ ପଣ୍ଡା) : ବଲାଙ୍ଗିର ଜିଲ୍ଲା ସାମାଜିକ ସମୀକ୍ଷକ ବର୍ଷା ହରପାଲ ଖପ୍ରାଖୋଲ ବ୍ଲକ ଗସ୍ତ କରି ସାମାଜିକ ସମୀକ୍ଷା ଚାଲିଥିବା ଘୁନସର ପଂଚାୟତର ବିଭିନ୍ନ ଗାଁ ବୁଲିବା ସହ ବିଭିନ୍ନ ପ୍ରକଳ୍ପ ଦେଖିଛନ୍ତି । ଚଳିତ ଥର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ…
Read More...