ଜରାସିଂହା ପାଟଖଣ୍ଡା ଯାତ୍ରା : ପହଞ୍ଚିଲା ପାଟ ସିନ୍ଦୁର, ଆଜି ଦେଝାରରୁ ବାହାରିବେ ଦେବୀ, କୋଭିଡ କଟକଣାରେ ହେବ ଯାତ୍ରା…
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହାରେ ହେଉଥିବା ବହୁ ପ୍ରତୀକ୍ଷିତ ପାଟଖଣ୍ଡା ଯାତ୍ରା ପାଇଁ ପାଟସିନ୍ଦୁର ରବିବାର ଅପରାହ୍ନରେ ମନ୍ଦିର ଭିତରକୁ ପହଞ୍ଚିଛି । ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ଯାତ୍ରାର ରୀତିନୀତି ଅନୁଷ୍ଠିତ ହେଉଥିବାରୁ ଅନୁମତି ପାଇଥିବା ସେବକମାନେ!-->…
Read More...
Read More...