oom

ବେଆଇନ ବାଲି ଚୋରା ଚାଲାଣ : ୪ ଟ୍ରାକ୍ଟରରୁ ୪୦ ହଜାର ଟଙ୍କା ଜରିମାନା ଆଦାୟ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ସକାଳ ୭ଟା ସମୟରେ ସୋନଗଡ଼ ନଦୀର ଚନ୍ଦ୍ରପୁର ବାଲି ଘାଟରୁ ବେଆଇନ ଭାବେ ଚେରା ଚାଲାଣ ହେଉଥିବା ବିରେନ ଦଲାଇଙ୍କ ନୂତନ ଟ୍ରାକ୍ଟର ନମ୍ବର ବିହୀନ, ବିକାଶ ଦଲାଇଙ୍କ ଟ୍ରାକ୍ଟର ନମ୍ବର ଓଡି ୦୩ ବି ୭୭୮୦, ରାବିନ୍ଦ୍ର ସାଙ୍କ ଟ୍ରାକ୍ଟର ନମ୍ବର ଓଡି ୦୩ଏମ ୦୬୨୧, ଭବାନୀ ଶଙ୍କର ବେହେରାଙ୍କ ଟ୍ରାକ୍ଟର ନମ୍ବର ଓଡି ୦୩ଜି ୯୩୦୮କୁ ଦେଓଗାଁ ତହସିଲଦାର ନାରାୟଣ ସାହୁ ଓ ଜରାସିଂହା ଆରଆଇ ଅଧୀର ନାଏକ ଅଟକ ରଖି କାଗଜ ପତ୍ର ଯାଞ୍ଚ କରିଥିଲେ ହେଲେ ଟ୍ରାକ୍ଟର ଡ୍ରାଇଭରମାନେ ଆଇନଗତ ଭାବେ ବାଳି ଚାଲାଣ କରୁଥିବା କାଗଜ ପତ୍ର ଦେଖାଇ ନ ପାରିବାରୁ ୧୦ହଜାର ଟଙ୍କା ଲେଖାଏଁ ମୋଟ ୪୦ ହଜାର ଟଙ୍କା ଜରିମାନା ଆଦାୟ କରିଥିବା ଜଣାପଡ଼ିଛି ।

jittmm
Leave A Reply

Your email address will not be published.