Browsing Tag

deogaon news

ସହାୟତାର ହାତ ବଢାଇଲା ସ୍ମାଇଲ୍‌ ଫର୍‌ ଅଲ୍‌ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ଅର୍ନ୍ତଗତ ମୁରସିଙ୍ଗ ପଚାଂୟତର ବହଲି ଗାଁର ଗୁଞ୍ଜ ମାଝୀ ପରିବାର କହିଲେ ସେ ଓ ତାଙ୍କ ସ୍ତ୍ରୀ । ସେ କିଛି କାମ କଲେ ମୁଠାଏ ଖାଇବାକୁ ମିଳେ । କିନ୍ତୁ ବର୍ତ୍ତମାନ ବୁଢା ବୟସରେ ତାଙ୍କ ପାଇଁ କାମ କରିବା ବହୁ କଷ୍ଟସାଧ୍ୟ । ଭଲଭାବେ ମୁଠେ ଖାଇବା…
Read More...

ଗ୍ରାମାଞ୍ଚଳରେ ମାତିଲେଣି ଚୋର ଡକାୟତ ଦଳ : ଗୋଟିଏ ରାତିରେ ୩ ଦୋକାନରୁ ତାଲା ଭାଙ୍ଗି ସାମଗ୍ରୀ ଓ ଟଙ୍କା ଚୋରୀ

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ରାତିରେ ଦେଓଗାଁ ଥାନାଞ୍ଚଳର ବିଭିନ୍ନ ସ୍ଥାନର ୩ଟି ଦୋକାନରୁ ଚୋରୀ ହୋଇଥିବା ଜଣାପଡ଼ିଛି । ଦେଓଗାଁ ଥାନାରୁ ମାତ୍ର ୫୦ଫୁଟ ଦୂରତାରେ ଥିବା ବସଷ୍ଟାଣ୍ଡର ଏକ ପାନ ଦୋକାନରୁ ତାଲା କାଟି ଦୋକାନ ଭିତରେ ଥିବା ପାନ ମସଲା, ଥଣ୍ଡା ପାନୀୟ ଜଳ ସାମଗ୍ରୀ ଓ…
Read More...

ଚାଷୀଙ୍କ ବିଭିନ୍ନ ଦାବୀକୁ ନେଇ ଏଆଇକେକେଏମ୍‌ଏସ୍‌.ର ଦେଓଗାଁ ବ୍ଲକରେ ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅଲ୍‌ ଇଣ୍ଡିଆ କୃଷକ କ୍ଷେତ ମଜଦୁର ସଂଗଠନ ଦେଓଗାଁ ବ୍ଲକ ଶାଖ ତରଫରୁ ଚାଷୀଙ୍କ ବିଭିନ୍ନ ଦାବୀକୁ ନେଇ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଚଳିତ ବର୍ଷ ଧାନ ଚାଷରେ ଚକଡା ରୋଗ ଯୋଗୁଁ ବ୍ଲକର ଅଧିକାଂଶ ଅଂଚଳରେ ବ୍ୟାପକ ମାତ୍ରାରେ…
Read More...

ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କ ପ୍ରଶାସନିକ କାର୍ଯ୍ୟରେ ହସ୍ତକ୍ଷେପକୁ ବିରୋଧ କରି ମୁଖ୍ୟ ଗେଟ୍‌ରେ ତାଲା ଦେଲା ବ୍ଲକ…

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ୧୦ଟା ସମୟରେ ଦେଓଗାଁ ବ୍ଲକ କଂଗ୍ରେସ କମିଟିର କର୍ମକର୍ତ୍ତାମାନେ ଏକତ୍ରିତ ହୋଇ ଦେଓଗାଁ ବ୍ଳକ ଅଧ୍ୟକ୍ଷାଙ୍କ ସ୍ଵାମୀଙ୍କ ହସ୍ତକ୍ଷେପକୁ ବିରୋଧ କରି ବ୍ଲକ ଗେଟ୍‌ରେ ତାଲା ଦେଇ ଧାରଣାରେ ବସିଥିବା ଜଣାପଡ଼ିଛି । କଂଗ୍ରେସ କର୍ମୀମାନେ ଏକ ଦାବୀପତ୍ର…
Read More...

ପାନୀୟ ଜଳ ଯୋଗାଣରେ ନିମ୍ନମାନର କାମକୁ ନେଇ ବିଡ଼ିଓଙ୍କୁ ଅଭିଯୋଗ : କାମର ମାନ ତଦନ୍ତ କରି ଶୀଘ୍ର ଜଳ ଯୋଗାଣ କରିବାକୁ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଗୌଡ଼ଗୋଠ ଗାଁରେ ଆଦିବାସୀ ଓ ଦଳିତପଡ଼ାକୁ ଗତ ଏପ୍ରିଲ ମାସରୁ ପାନୀୟ ଜଳ ଯୋଗାଣ ବ୍ୟବ‌ସ୍ଥା କରାଯାଇଥିଲା । ହେଲେ କାମ ନିମ୍ନମାନର ହୋଇଥିବାରୁ ଜଳ ଯୋଗାଣର ମାତ୍ର ୧୫ ଦିନ ମଧ୍ୟରେ ପାଣି ଯୋଗାଣ ବନ୍ଦ ହୋଇଯାଇଥିବା ନେଇ ସୋମବାର ଦିନ…
Read More...

କରୋନା କାଳରେ ୭ ମାସ ଧରି ସ୍କୁଲ ବନ୍ଦ ଯୋଗୁଁ ସ୍କୁଲ ପରିସର ହେଲାଣି ଜଙ୍ଗଲ ଭଳି : ବିଦ୍ୟାର୍ଥୀଙ୍କୁ ପଥଭ୍ରଷ୍ଟ କଲାଣି…

ଦେଓଗାଁ, (ମନୀଷ କୁମାର ସାହୁ) : କରୋନା ଯୋଗୁଁ ଗତ ମାର୍ଚ୍ଚ ମାସ ଠାରୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ କଲେଜ ବନ୍ଦ ରହିଛି । ଶିକ୍ଷାରେ ଅବନତି ଘଟିବା ଅଶଙ୍କାରେ ଅନ୍‌ଲାଇନ୍‌ରେ ଶିକ୍ଷାଦାନ ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ସରକାର । ଏହା ମଧ୍ୟ ଆଜି ପର୍ୟ୍ୟନ୍ତ ବଳବତ୍ତର ରହିଛି ।…
Read More...

ବନ୍ଧପଡା ସାପ୍ତାହିକ ବଜାରରେ ବିଜୁ ଜନତା ଦଳର ଜନସଚେତନତା ଅଭିଯାନ କାର୍ଯ୍ୟକ୍ରମରେ ମାକ୍ସ ଓ ସାନିଟାଇଜର ବଣ୍ଟନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଶନିବାର ଦିନ ଦୁଇଟି ସ୍ଥାନରେ କୋଭିଡ -୧୯କୁ ନେଇ ଜନସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବନ୍ଧପଡା ସାପ୍ତାହିକ ବଜାରରେ ବ୍ଲକ ସଭାପତି ସୁଶୀଲ ଚାନ୍ଦଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ସଚେତନତା…
Read More...

ଦେଓଗାଁ ହାତୀ ମୃତ୍ୟୁ ଘଟଣାକୁ ୨ସପ୍ତାହ : ରହସ୍ୟ ଘେରରେ ରତାଖଣ୍ଡି ଓ ଉପରଝର ହାତୀ ମୃତ୍ୟୁ : ୧୦ ବର୍ଷରେ ମଲେଣି ୯…

ଦେଓଗାଁ, (ମନୀଷ କୁମାର ସାହୁ) : ମଠଖାଇ ସଂରକ୍ଷିତ ଜଙ୍ଗଲରେ ହୋଇଥିବା ହାତୀ ମୃତ୍ୟୁକୁ ୨ ସପ୍ତାହ ବିତିଛି, ହେଲେ ହାତୀ ମୃତ୍ୟୁକୁ ନେଇ ଅନେକେ ବାଦ ବିବାଦ ଦେଖାଦେଇଛି । ଗୋଟିଏ ରେଞ୍ଜରେ ଦୁଇ ବର୍ଷ ଭିତରେ ଦୁଇଟି ହାତୀ ମୃତ୍ୟୁବରଣ କରିଥିବାରୁ ସହଜେ ଗ୍ରହଣ କରି ପାରୁନାହାନ୍ତି ସ୍ଥାନୀୟ…
Read More...

ମାତିଛନ୍ତି ଅନଲାଇନ୍ ଲୁଟେରା, ଜିଓ ଟାୱାର ବସାଇବା ନାଁରେ ଲୁଟୁଛନ୍ତି : ମୋଟା ଅଙ୍କର ଲୋଭରେ ପଡ଼ୁଛନ୍ତି ଲୋକେ

ଦେଓଗାଁ, (ମନୀଷ କୁମାର ସାହୁ) : ବର୍ତ୍ତମାନ ସୋସିଆଲ ମିଡିଆରେ ଓ ଫୋନକଲ୍‌ରେ ଅନେକ ଲୋଭନୀୟ ଲଟେରୀ, ସ୍କିମ ଭାଇରାଲ ହେଉଥିବା ବେଳେ ଅନେକ ଲୋକ ଅଧିକ ଟଙ୍କା ପାଇବା ଆଶାରେ ଜମି ବାଡି, ସୁନାଗହଣା ମଧ୍ୟ ବିକ୍ରି କରି ହରଡଘଣାରେ ପଡୁଛନ୍ତି। ଏଇ କିଛି ଦିନ ମଧ୍ୟରେ ଦେଓଗାଁ ବ୍ଲକ୍ ଅଞ୍ଚଳର…
Read More...

ବନ୍ଧପଡ଼ାରେ ‘ଓଡ଼ିଶା ମୋ ପରିବାର’ର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ : ସଂଗ୍ରହ ହେଲା ୫୪ ୟୁନିଟ…

ଦେଓଗାଁ, (ମନୀଷ କୁମାର ସାହୁ) : ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ବଲାଙ୍ଗିର ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଥିବା ସପ୍ତାହ ବ୍ୟାପୀ ରକ୍ତଦାନ ଜୀଵନ ବିନ୍ଦୁ କାର୍ଯ୍ୟକ୍ରମ ଦେଓଗାଁ ବ୍ଲକ ବନ୍ଧପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ବୁଧୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ମୋ…
Read More...