ଚାଷୀର ଭାତହାଣ୍ଡିକୁ ଗିଳି ଦେଉଛି ଚକଡ଼ା : ମିଳୁନି ସରକାରୀ ଔଷଧ, ବାଧ୍ୟ ହୋଇ ବଜାରରୁ ଚଢା ଦରରେ ଔଷଧ କିଣୁଛନ୍ତି ଚାଷୀ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅଞ୍ଚଳରେ ଧାନ ଫସଳରେ ଏବେ ଚକଡ଼ା ମାଡ଼ିଛି । ଚାଷୀର ଭାତହାଣ୍ଡିକୁ ଚକଡା଼ ଗିଳି ଦେଉଛି । ଆଖି ପିଛୁଲାକେ ଗୋଟିଏ ବିଲରୁ ଅନ୍ୟ ବିଲକୁ ଡେ଼ଉଛି । ପ୍ରତିକାର ପାଇଁ ଚାଷୀଙ୍କୁ ଔଷଧ ବା ପରାର୍ମଶ ମିଳୁନାହିଁ । କରୋନା ଆଳରେ କର୍ମଚାରୀମାନେ!-->…
Read More...
Read More...