କରୋନା କଟକଣା ନିୟମ ମଧ୍ୟରେ ପାଳିତ ହେଲା ଗଜଲକ୍ଷ୍ମୀ ପୂଜା
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତର କଛାରପାଲିରେ ଥିବା ପ୍ରଗତି ଯୁବକ ସଂଘ ଆନୁକୂଲ୍ୟରେ ହେଉଥିବା ଗଜଲକ୍ଷ୍ମୀ ପୂଜା ନିରାଡ଼ମ୍ବରରେ କୋଭିଡ କଟକଣା ଭିତରେ ପାଳିତ ହୋଇଯାଇଛି। ପଣ୍ଡିତ ବାଳକୃଷ୍ଣ କର ପୂଜା କାର୍ୟ୍ୟ ସମ୍ପାଦନା କରିଥିବା ବେଳେ ଜଗଦୀଶ ସାହୁ କର୍ତ୍ତା ଦାୟିତ୍ୱ!-->…
Read More...
Read More...