Browsing Tag

bramhapur news

ଛତ୍ରପୁର ଠାକୁରାଣୀଯାତ୍ରା ଦେଖିବା ପାଇଁ ସାଂସଦ ଅପରାଜିତା ଷଡଙ୍ଗୀ ଆଜି ସନ୍ଧ୍ୟାରେ ଯୋଗଦେଉଛନ୍ତି !

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ସମାହିତ ହୋଇଆସୁଥିବା ଐତିହାସିକ ଠାକୁରାଣୀ ଯାତ୍ରାରେ ଦେବୀଙ୍କ ଏହି ଯାତ୍ରାଲୀଳା ଦର୍ଶନ କରିବା ପାଇଁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମହୋଦୟା ଶୁକ୍ରବାର ସନ୍ଧ୍ୟାରେ ଯୋଗଦେଉଥିବା ବିଷୟରେ ଯାତ୍ରାକମିଟିର ମୁଖପାତ୍ର…
Read More...

‘ତାମ୍ପରା’ ହ୍ରଦ କୂଳରେ ବ୍ରେକଫାଷ୍ଟ ସହ ସ୍ୱାଦିଷ୍ଟ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ ହୋଇ ନେତ୍ତୃବର୍ଗ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଦିଶକ୍ତି କ୍ଷେତ୍ର ବିଶ୍ୱ ବନ୍ଦନୀୟା ମା' ତାରାତାରିଣୀ ପୀଠର ନବକଳେବର ହୋଇଥିବା ସୁବିସ୍ତୃତ ପ୍ରାସାଦ ଓ ଭବ୍ୟ ମନ୍ଦିରର ପ୍ରତିଷ୍ଠା ମହୋତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଭକ୍ତ ଓ ପର୍ଯ୍ୟଟକଙ୍କ ବିଭିନ୍ନ ସୁବିଧାର…
Read More...

ସିଦ୍ଧି ସମୃଦ୍ଧି ମୃତ୍ୟୁ ପୂର୍ବରୁ କିଡିନି ଦାନକରି ବଞ୍ଚାଇଲେ ଦୁଇଜଣଙ୍କ ଜୀବନ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସପ୍ତାହେ ପୂର୍ବେ ଡିଏଭି ସ୍କୁଲର ଜଣେ ଦଶମ ଶ୍ରେଣୀ ଛାତ୍ର ଆଶୁତୋଷଙ୍କ ମୃତ୍ୟୁ ପରେ ପରିବାର ଲୋକେ ମୃତ ପୁଅର ଦୁଇଟି ଆଖିକୁ ଦାନ କରି ଅନ୍ୟ ଜଣେ ଦୃଷ୍ଟିହୀନଙ୍କୁ ଆଲୋକ ଦେବାରେ ସଫଳ ହୋଇଥିଲେ । ସେହିପରି ବ୍ରହ୍ମପୁର ମହାନଗର ଗଜପତିନଗର ନିକଟସ୍ଥ ବାସୁଦେବ…
Read More...

ତାରାତାରିଣୀ ପୀଠରେ ଦେବୀଙ୍କ ଦର୍ଶନ କରି ଭକ୍ତିରେ ଆତ୍ମ-ବିଭୋର ହେଲେ ନବୀନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ସହର ନିକଟରେ ଅବସ୍ଥାପିତ ଋଷିକୂଲ୍ୟା ତୀରେ ସ୍ତନପୀଠେ ପୂଜିତା ଆରାଧ୍ୟ ଦେବୀ ମା' ତାରାତାରିଣୀଙ୍କ ନବକଳେବର ମନ୍ଦିର ପ୍ରତିଷ୍ଠା ମହୋତ୍ସବରେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଯୋଗଦେଇ ଦେବୀ ବିଶ୍ୱବନ୍ଦନୀୟା…
Read More...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ନେଇ ଉଚ୍ଚସ୍ତରୀୟ ଟିମ୍‌ଙ୍କ ଅନୁସନ୍ଧାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୫ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ, ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଆଗମନ ସ୍ଥଳ ପରିଦର୍ଶନ କରି ଅନୁସନ୍ଧାନ କରିଛନ୍ତି ।…
Read More...

ତାରାତାରିଣୀଙ୍କ ପୀଠରେ ନବୀନ ଅବତରଣ କରିବେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶାର ପ୍ରତିଷ୍ଠିତ ଶକ୍ତିପୀଠ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ସହର ନିକଟରେ ଅବସ୍ଥାପିତ ଋଷିକୂଲ୍ୟା ତୀରେ ସ୍ତନପୀଠେ ପୂଜିତା ଆରାଧ୍ୟ ଦେବୀ ମା' ତାରାତାରିଣୀଙ୍କ ମନ୍ଦିରର ପୁନଃ-ପ୍ରତିଷ୍ଠା ଉତ୍ସବ ଅବସରରେ ଆଜି ନିର୍ଦ୍ଧାରୀତ ସମୟ ସକାଳ…
Read More...

ମନ୍ଦିର ପୁନଃ ପ୍ରତିଷ୍ଠା ଅବସରରେ ଅନୁଷ୍ଠିତ ଯଜ୍ଞ ଧର୍ମାନୁଷ୍ଠାନରେ ମୁଖ୍ୟକର୍ତ୍ତା ଭାବେ ଗଞ୍ଜାମ ଜିଲ୍ଲାପାଳଙ୍କ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତ ବର୍ଷର ଅନ୍ୟତମ ତନ୍ତ୍ର ସାଧନାର ସ୍ଥଳ ଓଡିଶାର ପ୍ରତିଷ୍ଠିତ ଶକ୍ତିପୀଠ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ସହର ନିକଟରେ ଅବସ୍ଥାପିତ ଋଷିକୂଲ୍ୟା ତୀରେ ସ୍ତନପୀଠେ ପୂଜିତା ଆରାଧ୍ୟ ଦେବୀ ମା' ତାରାତାରିଣୀଙ୍କ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ…
Read More...

ବଚ୍‌ପନ୍‌ ସ୍କୁଲର ୧୩ତମ ବାର୍ଷିକ ଉତ୍ସବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ବଚ୍‌ପନ୍‌ ପ୍ଲେ-ସ୍କୁଲ ଏବଂ ବିଦ୍ୟା-ଇ-ଟେକ୍ନୋ ଶିକ୍ଷାନୁଷ୍ଠାନର ୧୩ତମ ବାର୍ଷିକ ଉତ୍ସବ ଶୁକ୍ରବାର ଦିନ ପାଳିତ ହୋଇଯାଇଛି । ଉତ୍ସବ ସମାରୋହରେ ଗ୍ଲୋବାଲ ଆଇକନ ଓଡିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀ, ଓଲିଉଡ ତାରକା…
Read More...

ନ୍ୟାୟ ନ ପାଇବାରୁ ଗଞ୍ଜାମ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ

ଯୁବକ ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଛତ୍ରପୁର କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ସନ୍ଧ୍ୟାରେ ନିଜ ଦେହରେ କିରୋସିନି ଅବା ପେଟ୍ରୋଲ ଢ଼ାଳି ଜଣେ ଯୁବକ ଆତ୍ମାହୁତି…
Read More...

ମା’ ତାରାତାରିଣୀଙ୍କ ମନ୍ଦିର ପୁନଃ-ପ୍ରତିଷ୍ଠା ମହୋତ୍ସବରେ ଯୋଗଦେବେ ନବୀନ !

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶାର ପ୍ରତିଷ୍ଠିତ ଶକ୍ତିପୀଠ ଯାହାକି ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ସହର ନିକଟରେ ଅବସ୍ଥାପିତ ସ୍ତନପୀଠେ ପୂଜିତା ଆରାଧ୍ୟ ଦେବୀ ବିଶ୍ୱବନ୍ଦନୀୟା ମା' ତାରାତାରିଣୀଙ୍କ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ମନ୍ଦିର, ପ୍ରାସାଦ ପ୍ରତିଷ୍ଠା…
Read More...