Browsing Tag

bramhapur news

ଗଞ୍ଜାମ ଜିଲ୍ଲାର ବିକାଶର ମଡେଲକୁ ଅନୁଧ୍ୟାନ ପାଇଁ ଆସିଥିବା ଟିମ୍‌କୁ ସ୍ଵାଗତ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲାର ବିକାଶର ମଡେଲକୁ ଅନୁଧ୍ୟାନ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ କୁମାର ରାଉତରାୟଙ୍କ ନେତ୍ତୃତ୍ୱରେ ଆସିଥିବା
Read More...

ସ୍ୱର୍ଗତ ଏନ୍.ସିମାଞ୍ଚଳ ରେଡ୍ଡୀଙ୍କ ୧୧ତମ ଶ୍ରାଦ୍ଧ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ପୋର୍ଟ ସୁପରଭାଇଜରସ୍ ଏଣ୍ଡ ୱାର୍କସ ୟୁନିୟନ ଆନୁକୂଲ୍ୟରେ ପୂର୍ବତନ ସଭାପତି ତଥା ପୂର୍ବତନ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ସ୍ୱର୍ଗତ ଏନ୍.ସିମାଞ୍ଚଳ ରେଡ୍ଡୀଙ୍କ ୧୧ତମ ଶ୍ରାଦ୍ଧଦିବସ ଗତକାଲି ୟୁନିୟନର ସଭାପତି ପ୍ରଶାନ୍ତ ପାଟ୍ଟଯୋଶୀଙ୍କ
Read More...

ଅଗସ୍ତିନୂଆଗାଁ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଭାରତୀୟ ଜନତା ପାର୍ଟିର କର୍ମୀ ସମ୍ମିଳନୀ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅଗସ୍ତିନୂଆଗାଁ ବାତ୍ୟା ଆଶ୍ରୟସ୍ଥଳୀଠାରେ ଭାରତୀୟ ଜନତା ପାର୍ଟିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପଦ୍ମ ଚରଣ ସାହୁ କଣମଣା ମଣ୍ଡଳ ସଭାପତିଙ୍କ ନେତୃତ୍ୱରେ ଅନୁଷ୍ଠିତ ସଭାରେ ଉପସ୍ଥିତ ପ୍ରଶାନ୍ତ କୁମାର କର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ
Read More...

ଶାଖା ଡାକପାଳ ସାରଥୀ ବେହେରା ଓଡିଶାରେ ସୃଷ୍ଟି କଲେ ନୂଆ ରେକର୍ଡ : ଗୋଟିଏ ଦିନରେ କରପଡା ଗ୍ରାମୀଣ ଶାଖା ଡାକଘରେ ୫୦୩…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବରିଷ୍ଠ ଡାକ ଅଧିକ୍ଷକ ତାରିଣୀ ଚରଣ ପାଢ଼ୀଙ୍କ ଆହ୍ୱାନ କ୍ରମେ, ଛତ୍ରପୁର ସହକାରୀ ଡାକ ଅଧିକ୍ଷକ ଶ୍ରୀମତୀ କିରଣମାଳା ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗଞ୍ଜାମ ଉପଡାକଘର ଅନ୍ତର୍ଗତ କରପଡା ଶାଖା ଡାକଘରର ବ୍ରାଞ୍ଚ ପୋଷ୍ଟ ମାଷ୍ଟର
Read More...

ଭଞ୍ଜନଗର କୋର୍ଟରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

୮୪ ଗୋଟି ମାମଲାର ବିଚାର : ୧କୋଟି ୨ଲକ୍ଷ ୪୯ ହଜାର ୯୭୯ ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର କୋର୍ଟ ପରିସରରେ ରବିବାର ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୮୪ ଗୋଟି
Read More...

ଭଞ୍ଜନଗର ଡହ ଜଳଭଣ୍ଡାରରେ ଏ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପୂର୍ବରୁ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ନଦୀ, ନାଳ ଓ ଜଳ ଭଣ୍ଡାରରେ ଜଳସ୍ତର ହ୍ରାସ ପାଇଥିବା ବେଳେ ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ସେହିପରି ଭଞ୍ଜନଗର ନିକଟ ଡହ ଜଳ ଭଣ୍ଡାରରେ
Read More...

ନିଆରା ଢଙ୍ଗରେ ଖୁଦୁରୁକୁଣୀ ଓଷା ଉଦ୍‌ଯାପିତ

ବ୍ରହ୍ମପୁର, (ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟରେ ବିଭିନ୍ନ ସ୍ଥାନରେ ଖୁଦୁରୁକୁଣୀ ଓଷା ଆନନ୍ଦ ଉଲ୍ଲାସର ସହ ସମାହିତ ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଅଣ୍ଡା ଗ୍ରାମରେ ଅନୁଷ୍ଠିତ ହୋଇଥିବା ଖୁଦୁରୁକୁଣୀ ଓଷା ଏକ ଅନନ୍ୟ ନିଆରା । ଗତକାଲି ଅଣ୍ଡା ଗ୍ରାମରେ ଆନନ୍ଦଉଲ୍ଲାସର ସହ
Read More...

ସଡକ ଦୁର୍ଘଟଣା : ଦୁଇ ଗୁରୁତର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥ ପାଲିଆ-ଛତ୍ରପୁର ଛକଠାରେ ସାଇକେଲ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ସାଇକେଲ ଚାଳକ ତଥା ପାଲିଆ ଛତ୍ରପୁର ଗ୍ରାମର କୃପାସିନ୍ଧୁ ବେହେରା (୭୮) ଓ ବାଇକ ଚାଳକ ତଥା ଗଞ୍ଜାମ ବ୍ଲକ
Read More...

ଛତ୍ରପୁର ରୋଟାରୀ ସଂଗଠନ ପକ୍ଷରୁ ଯୁବ ବ୍ୟକ୍ତିତ୍ୱ ବିକାଶ କର୍ମଶାଳା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାଂପ୍ରତିକ ସାମାଜିକ ବ୍ୟବସ୍ଥାରେ ଆମ ଜିଲ୍ଲାର ଛାତ୍ରଛାତ୍ରୀ ଖୁବ ପରିଶ୍ରମୀ ଓ ସେମାନେ ଭଲପାଠ ପଢୁଛନ୍ତି କିନ୍ତୁ ଉତ୍ତମ ବ୍ୟକ୍ତିତ୍ୱ ବିକାଶ ଏବଂ ଦୁର୍ବଳ ଯୋଗାଯୋଗ ଦକ୍ଷତା ଯୋଗୁଁ ସେମାନେ ଭବିଷ୍ୟତରେ ସୁଯୋଗର ସଦୁପଯୋଗ କରିବାକୁ ଅକ୍ଷମ
Read More...

କୋଦଳା ହତ୍ୟାକାଣ୍ଡରେ ତିନିଜଣ ଅଟକ : ଗଞ୍ଜାମ ପୋଲିସ ମୁଖ୍ୟାଳୟ ଛତ୍ରପୁରରୁ ବରିଷ୍ଠ ପୋଲିସ ପ୍ରଶାସନିକ ଅଧିକାରୀଙ୍କ ସହ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା କୋଦଳା ଥାନା, କୋଦଳା ସହରରେ(ଏନଏସି) ଖଦାଳ ସାହିରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି ଓ ଏଥିରେ ଜଣେ ଗୁରୁତର ହୋଇଛନ୍ତି । କୋଦଳା ସହର ଡାକବଙ୍ଗଳା ନିକଟରେ, ଏଭିଳି ଏକ ଅଦ୍ଭାବନୀୟ ଅଶାନ୍ତ
Read More...