Browsing Tag

bramhapur news

ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଥିବା ଅବସରପ୍ରାପ୍ତ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜିତ ସେଠୀ ଓ ଇଣ୍ଡିଆ ବୁକ ଅଫ-ରେକର୍ଡରେ ସ୍ଥାନ ପାଇଥିବା ସମ୍ମାନୀତ ଅବସରପ୍ରାପ୍ତ ସୈନିକ ଭୂପେଶ କୁମାର ପଲେଇଙ୍କୁ ଛତ୍ରପୁର ଠାରେ ଆନୁଷ୍ଠାନିକ ଭାବେ ସମ୍ୱର୍ଦ୍ଧନା ଦିଆଯାଇଛି । ପ୍ରକାଶ ଥାଉକି
Read More...

ପ୍ରବଳ ବର୍ଷାରେ ଭୁଶୁଡିଲା କୋଠା : ଲାଇବ୍ରେରୀରେ ଥିବା ବହିଗୁଡିକ ନଷ୍ଟ

ବ୍ରହ୍ମପୁର : ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ବ୍ରହ୍ମପୁର ସହରରେ ଏକ କୋଠା ଭୁଶୁଡି ଯାଇଥିବା ଖବର ମିଳିଛି । ସୂଚନା ଅନୁସାରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ବ୍ରହ୍ମପୁର ସହରର ଅବସ୍ଥା ବେହାଲ ହୋଇ ପଡିଛି । ସହରରେ ଥିବା ୧୦୯ ବର୍ଷର ପୁରୁଣା ଐତିହାସିକ ଆନ୍ଧ୍ର ମହିଳା ସମାଜ
Read More...

ଛତ୍ରପୁର ପ୍ରେସ କ୍ଲବର ନୂତନ କର୍ମକର୍ତ୍ତା ନିର୍ବାଚନ : ସାମ୍ପ୍ରତିକ ପ୍ରଚଳିତ ଭୋଟରେ ସଭାପତି ଭାବେ ପ୍ରଶାନ୍ତ ମହାରଣା…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ପିଲିବନ୍ଧ ପାର୍କ ନିକଟସ୍ଥ ଏକ ଅସ୍ଥାୟୀ ଘରେ ଛତ୍ରପୁର ପ୍ରେସ କ୍ଲବ ଇତିମଧ୍ୟରେ କାର୍ଯ୍ୟ କରୁଅଛି । ଛତ୍ରପୁର ପ୍ରେସ କ୍ଲବ କାର୍ଯ୍ୟାଳୟରେ ରବିବାର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର
Read More...

‘ୱାର୍ଲ୍ଡ ଭିଜନ’ ଏବଂ ‘ଭାଇ’ ତରଫରୁ ଶିଶୁ ସୁରକ୍ଷା କର୍ମଶାଳା ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ ) : ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ 'ୱାର୍ଲ୍ଡ ଭିଜନ' ଏବଂ 'ଭାଇ' ତରଫରୁ ଏକ ଶିଶୁ ସୁରକ୍ଷା କର୍ମଶାଳା ବ୍ରହ୍ମପୁର ସ୍ଥିତ ଭୁବନେଶ୍ଵରୀ ହୋଟେଲ୍ ଠାରେ ଅନୁଷ୍ଠିତ ହୋଇସାରିଛି । ଉକ୍ତ କର୍ମଶାଳାରେ ଡାକ୍ତର ଶଙ୍କର୍ଷଣ ପାତ୍ର ମୁଖ୍ୟଅତିଥି ରୂପେ
Read More...

ଋଷିକୂଲ୍ୟା, ବଡ଼ନଦୀ, ବାହୁଦା, ବଂଶଧାରା ନାଗାବଳୀରେ ଜଳ ପତ୍ତନ ବୃଦ୍ଧି

ତିନିଦିନ ଧରି ଲଘୁଚାପଜନିତ ଲଗାଣବର୍ଷା ନେଇ ଗୃହପାଳିତ ପଶୁ, ପକ୍ଷୀ ଓ ଲୋକଙ୍କ ଧନଜୀବନ ରକ୍ଷା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନର ସତର୍କତ୍ତା ମୂଳକ ପଦକ୍ଷେପ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଚେତାବନୀ ପ୍ରକାରେ ବଙ୍ଗୋପ ସାଗରରେ ସୃଷ୍ଟି
Read More...

ବ୍ରହ୍ମପୁରରେ ସବୁଦିନିଆ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଡେଭଲପ୍‌ମେଣ୍ଟ ଫୋରମ୍‌ର ଦାବୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରରେ ସବୁଦିନିଆ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଓଡ଼ିଶା ଡେଭଲପ୍‌ମେଣ୍ଟ ଫୋରମ୍ ନେତୃତ୍ୱରେ ହରିଡ଼ାଖଣ୍ଡି ଛକରେ ଆଜି ଜନସଚେନତା ଓ ପଥପ୍ରାନ୍ତ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଗ୍ରୀନ୍‌ ଫିଲ୍‌ଡ ସିଭିଲିଏନ୍‌ ଏଣ୍ଡ
Read More...

ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ଗଞ୍ଜାମ ଜିଲ୍ଲା ପରିଦର୍ଶନ : ଗଞ୍ଜାମ ଜିଲ୍ଲାର ପ୍ରତ୍ନତାତ୍ତ୍ୱିକ, ପର୍ଯ୍ୟଟନ ସ୍ଥଳୀ ଓ…

ନିର୍ଦ୍ଧାରୀତ ସମୟସୀମା ମଧ୍ୟରେ ବିବିଧପ୍ରକଳ୍ପ ଗୁଡିକର ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପ୍ରତ୍ନତାତ୍ତ୍ୱିକ, ପର୍ଯ୍ୟଟନ ସ୍ଥଳ ଓ ଦର୍ଶନୀୟ ସ୍ଥାନ ପରିଦର୍ଶନ କରି ବିକାଶମୂଳକ ପ୍ରକଳ୍ପଗୁଡିକ ଅଗ୍ରଗତିର ସମୀକ୍ଷା କରିଛନ୍ତି
Read More...

ମାଲଗାଡି ଉପରେ ଚଢି ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ଜଣେ ମୃତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବୁଧବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାର ରମ୍ଭା ରେଲୱେ ଷ୍ଟେସନ ଠାରେ ଏକ ମାଲଗାଡି ଉପରେ କେହି ଜଣେ ଅଜଣା ଲୋକ ହଠାତ୍‌ ଚଢିଗଲା । ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ଲୋକଟି ହଠାତ୍‌ ଜଳିଯାଇ ଘଟଣାସ୍ଥଳରେ ହିିଁ ମୃତ୍ୟୁ ବରଣ କରିଥିବା ଜଣାପଡିଛି ।
Read More...

ଚମାଖଣ୍ଡି ଥାନା କୋଟବଗଡ ଗ୍ରାମରେ ୧୦ ମାସର ଶିଶୁ ପୁତ୍ର ଓ ସ୍ତ୍ରୀକୁ ହତ୍ୟା ପରେ ସ୍ଵାମୀର ଆତ୍ମହତ୍ୟା ଅଭିଯୋଗ :…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକ୍ ଅଧିନସ୍ଥ ଚମାଖଣ୍ଡି ଥାନା ଅନ୍ତର୍ଗତ ତଳ ପୁଟବଗଡ଼ ଗ୍ରାମରେ ସ୍ତ୍ରୀ ଓ ପୁଅକୁ ଆରୀ ବ୍ଲେଡ ଅର୍ଥାତ ଏକ୍ସ-ରା ବ୍ଲେଡ଼ରେ କାଟି ସ୍ୱାମୀ ଆତ୍ମହତ୍ୟା କରିଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
Read More...

ବନ୍ଦୀଜୀବନ ବିତାଉଥିବା କଏଦୀମାନଙ୍କୁ ସ୍ୱାବଲମ୍ବନଶୀଳ କରାଇବାରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ଏକ ଅଭିନବ ପ୍ରୟାସ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରଠାରେ ଅବସ୍ଥାପିତ ଉପକାରାଗାରରେ ବନ୍ଦୀଜୀବନ ବିତାଉଥିବା କଏଦୀମାନଙ୍କୁ ସ୍ୱାବଲମ୍ବନଶୀଳ କରାଇବାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ନିକଟରେ ଚର୍ଚ୍ଚାରେ ଆସିଥିବା ଛତ୍ରପୁର
Read More...