ବନ ବିଭାଗ ଦ୍ୱାରା ଏକ କରତକଳରେ ୧୫୨ ଖଣ୍ଡ ସିଏଫଟି ନନ ଶାଳକାଠ ପଟା ସହ ମୂଲ୍ୟବାନ କାଷ୍ଠ ସାମଗ୍ରୀ ଜବତ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ରୁକ୍ମଣୀ ଗାଁର ଏକ ଘର ଭିତରେ ବେଆଇନ ଭାବେ ଗଢ଼ି ଉଠିଥିବା ଏକ କରତକଳରେ ୧୫୨ଟି ନନଶାଳକାଠ ପଟା ସହ ଘରେ ବ୍ୟବହୃତ ହେଉଥିବା ମୂଲ୍ୟବାନ ନୂତନ କାଷ୍ଠ ସାମଗ୍ରୀକୁ ବନ ବିଭାଗ ପକ୍ଷରୁ ଜବତ କରାଯାଇଛି । ଚୋରା କାଠ ଚାଲଣ ହେଉଥିବା!-->…
Read More...
Read More...