Browsing Tag

bramhapur news

ଲକ୍ଷ୍ମୀନାରାୟଣ ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ ଦେଶବେହେରା ସାହିରେ ବିଜେ ପୁରାତନ ଲକ୍ଷ୍ମୀନାରାୟଣ ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ମନ୍ଦିର ମୁଖ୍ୟ ମହନ୍ତ ଅନିରୁଦ୍ଧ ରାମାନୁଜ ଦାଶ ମହାରାଜ ଜନ୍ମାଷ୍ଟମୀର ତାପ୍ତର୍ଯ୍ୟ ଏବଂ ଶ୍ରୀକୃଷ୍ଣଙ୍କ ଲୀଳା
Read More...

ଗଞ୍ଜାମ ଜିଲ୍ଲା ଭାରୋତ୍ତୋଳନ ସଂଘ ପକ୍ଷରୁ ମନୁ ଦାସଙ୍କ ବିୟୋଗରେ ଶୋକସଭା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଗୋଷାଣୀ ନୂଆଗାଁସ୍ଥିତ ଚାଚା ନେହେରୁ ବ୍ୟାୟାମ କେନ୍ଦ୍ର ଠାରେ ଗଞ୍ଜାମ ଜିଲା ଭାରୋତ୍ତୋଳନ ସଂଘର ଉପସଭାପତି, ପୂର୍ବତନ କାଉନସିଲର, ସମାଜସେବୀ ମନୋରଞ୍ଜନ ଦାଶଙ୍କ ବିୟୋଗରେ ଏକ ଶୋକସଭା ସଂଗଠନର କାର୍ଯ୍ୟକାରୀ ସଭାପତି ସଚ୍ଚିଦାନନ୍ଦ ଦାଶଙ୍କ ଅଧ୍ୟକ୍ଷତାରେ
Read More...

ଛତ୍ରପୁରରେ ସୈନିକ ସ୍କୁଲ ପ୍ରତିଷ୍ଠା ନେଇ ଅନୁରୋଧ

ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ବିଜେପି ଲିଗାଲ ସେଲ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ଼ି) : ଗଞ୍ଜାମଜିଲ୍ଲା ସଦରମହକୁମା ଛତ୍ରପୁର ଠାରେ ସୈନିକ ସ୍କୁଲ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଭାଜପା ଲିଗାଲ ସେଲ ପକ୍ଷରୁ ଅନୁରୋଧ
Read More...

ବ୍ରହ୍ମାକୁମାରୀ ସଂସ୍ଥାନ ପକ୍ଷରୁ ଜନ୍ମାଷ୍ଟମୀ ପର୍ବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ ଆନୁକୂଲ୍ୟରେ ପବିତ୍ର ଜନ୍ମାଷ୍ଟମୀ ପର୍ବ କୋଭିଡ଼ କଟକଣା ଅନୁପାଳନ ପୂର୍ବକ ମହାସମାରୋହରେ ପାଳିତ ହୋଇଯାଇଛି । ଆଶ୍ରମ ସମ୍ବନ୍ଧିତ କୁନିଭାଇ ଭଉଣୀ ମାନେ
Read More...

ବିଜୁବାବୁଙ୍କ ସ୍ୱପ୍ନ ସାକାର ହେବ : ଫାଇଭ-ଟି କାର୍ଯ୍ୟକ୍ରମର ରୂପାନ୍ତରିତ ରାଜ୍ୟର ୧୦୭୦ ସ୍କୁଲ ନଭେମ୍ବର ୧୪ରେ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରେ ଶନିବାର ଚତୁର୍ଥ ପର୍ଯ୍ୟାୟରେ ୫ଟି କାର୍ଯ୍ୟକ୍ରମରେ ଆଉ ୧୦ଟି ରୂପାନ୍ତରୀତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଲୋକାର୍ପିତ ହୋଇଥିବା ୧୦ଟି ମଧ୍ୟରେ ପଞ୍ଚାୟତ ମଡେଲ ହାଇସ୍କୁଲ, ହିଞ୍ଜିଳି ସହରାଞ୍ଚଳର
Read More...

ଛତ୍ରପୁର ଏନ୍‌ଏସି ପକ୍ଷରୁ ବ୍ୟାଙ୍କ ଋଣ ସମନ୍ୱୟ ମେଳା : ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉଠା ଦୋକାନୀଙ୍କୁ ବ୍ୟାଙ୍କ ଋଣ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଏବେ ମହିଳାମାନେ ଘରର ରୋଷେଇ ଘରରେ ସିମିତ ନୁହଁନ୍ତି, ନିଜ ଘରର କାମ ସହ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ନିଜେ ସ୍ୱାବଲମ୍ବୀ ହେବା ଅବା ଆତ୍ମନିର୍ଭରଶୀଳ ହୋଇ ଭଲ ଦି ପଇସା ରୋଜଗାର କରିପାରୁଛନ୍ତି । ପ୍ରତି ସହରାଞ୍ଚଳରେ ଗଠନ ହୋଇଛି ମହିଳା ସ୍ୱୟଂ
Read More...

ଟାଟା ଇସ୍ପାତ କାରଖାନା ନାମରେ ବିସ୍ଥାପିତଙ୍କ ଆନ୍ଦୋଳନକୁ ଏଚ୍‌ଏମ୍‌ଏସ୍‌ର ସମର୍ଥନ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଗତ ୨୫ ବର୍ଷ ତଳେ ଟାଟା କମ୍ପାନୀ ସାଧାରଣ ଜନତାଙ୍କ ଆନ୍ଦୋଳନ ସତ୍ତେ୍ୱ ଗୋପାଳପୁର ପ୍ରକଳ୍ପ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ସରକାର ଏବଂ ସାଧାରଣ ଲୋକଙ୍କ ଠାରୁ ଶାଗମାଛ ଦରରେ ୩୫୦୦ ଏକର ଜମି ଅଧିଗ୍ରହଣ କରିଛି । ଜମି ହରାଇଥିବା ବିସ୍ଥାପିତଙ୍କୁ କମ୍ପାନୀ
Read More...

ଶିଶୁ ସୁରକ୍ଷା ଓ ଶିଶୁ ଯୌନ ନିର୍ଯାତନା ନିରାକରଣ କର୍ମଶାଳା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ମାନେ ସମାଜର ତୃଣମୂଳ ସ୍ତରରେ ଉତ୍ତମ ସମ୍ପର୍କ ରକ୍ଷା କରିବାରେ ସକ୍ଷମ ଥିବା ସହ ଜନସାଧରଣଙ୍କ ବିଶ୍ୱାସଭାଜନ ହୋଇଥିବା ହେତୁ ଶିଶୁ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ । ଏଣୁ ସେମାନେ
Read More...

ମାଟ୍ରିକ ପରୀକ୍ଷାରେ ସୋରଡା ବିଧାୟକଙ୍କ ସଫଳତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡ଼ କଟକ ଦ୍ୱାରା ପରିଚାଳିତ ମାଟ୍ରିକ ଅଫଲାଇନ୍‌ ପରୀକ୍ଷା ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି । ଏହି ପରୀକ୍ଷାରେ ଗଞ୍ଜାମ ଜିଲ୍ଲାର ସୋରଡ଼ା ବିଧାୟକ ଭାବେ ହେଟ୍ରିକ ଗୌରବ ଆଣିଥିବା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ
Read More...

ଭାରତର ଅନ୍ୟତମ ପର୍ଯ୍ୟଟନ ସ୍ଥଳ ତାମ୍ପରା ହ୍ରଦ ଓ ପ୍ରସିଦ୍ଧ ଶକ୍ତିପୀଠ ତାରାତାରିଣୀ ମନ୍ଦିର ଉନ୍ନୟନ ପାଇଁ ରାଜ୍ୟ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୫-ଟି ଉପକ୍ରମରେ ରୂପାନ୍ତର ଯୋଜନା ହୋଇଛି । ପ୍ରଥମ ପାହାଚରେ ଗଞ୍ଜାମର ବିଭିନ୍ନ ବିଦ୍ୟାଳୟ, ତା' ସାଂଗକୁ ଜିଲ୍ଲାର ଦର୍ଶନୀୟ ସ୍ଥାନ, ପର୍ଯ୍ୟଟନ ସ୍ଥଳ, ମନ୍ଦିର ସହ ବିଭିନ୍ନ ଯୋଜନା ସମୟ, ସ୍ୱଚ୍ଛତା, ଟେକ୍ନୋଲୋଜି, ଟିମ୍ ଓ୍ବାର୍କ ଏବଂ ରୂପାନ୍ତରଣ
Read More...