ଛତିଶଗଡ଼ ଯୁବକଙ୍କ କଂସାରିଗଣ୍ଡ ଜଳରେ ବୁଡ଼ି ମୃତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକ୍ ଗଙ୍ଗାପୁର ଗ୍ରାମକୁ ଏକ ଭୋଜି ଖାଇବାକୁ ଆସି ଋଷିକୂଲ୍ୟା କଂସାରୀଗଣ୍ଡରେ ବୁଡି ଯାଇଛନ୍ତି ଜଣେ ଛତିଶଗଡ଼ ଯୁବକ । ଯୁବକଙ୍କ ପରିବାରଙ୍କୁ ଖବର ଦିଆଯାଇଛି । ପରିବାରରେ ଏବଂ ଉକ୍ତ ଗ୍ରାମରେ ଶୋକ ସାଗରରେ ବୋହିଯାଇଥିବା ଏକ ହୃଦୟବିଦାରକ ଏବଂ ଅଦ୍ଭାବନୀୟ ଘଟଣା ଚାରିଆଡେ ଆଲୋଡନ ସୃଷ୍ଟି କରିଛି ।

Leave A Reply

Your email address will not be published.

20 + 12 =

error: Content is protected !!