Browsing Tag

bramhapur news

ଗୋପାଳପୁର ବନ୍ଦର ଦ୍ୱାରା ଉଦ୍ଦିଷ୍ଟ ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ କେନ୍ଦ୍ର ଟାକିରିଆ ବ୍ରହ୍ମପୁରଠାରେ ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମ୍ପ୍ରଦାୟର ଉନ୍ନତ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ ସୁନିଶ୍ଚିତ କରିବା ପାଇଁ ଗୋପାଳପୁର ବନ୍ଦର ଲିମିଟେଡ୍ (ଜିପିଏଲ୍) ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ୱ ବୋଧ (ସିଏସ୍ଆର୍) ୱିଙ୍ଗ୍ ଅଧୀନରେ ଏକ ନୂତନ ନିର୍ମିତ ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ
Read More...

ରାଜ୍ୟର କୃଷି ଓ ବୈଷୟିକ ବିଜ୍ଞାନ ମହାବିଦ୍ୟାଳୟ ଓ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟରେ ନିୟୋଜିତ ଡକ୍ଟରେଟ, ଅଧ୍ୟାପକମାନଙ୍କ…

ଓୟୁଏଟି ଶିକ୍ଷକ ସଂଘ ଆନ୍ଦୋଳନକୁ ମାସେ ଟପିଲା ଏବେ ସୁଦ୍ଧା ୧୮ ଦଫାଦାବୀ ପୂରଣ ନିମନ୍ତେ ପ୍ରଶାସନ କୌଣସି ପଦକ୍ଷେପ ନେଇନଥିବା ହେତୁ ସାଧାରଣରେ ଗଭୀର ଉଦବେଗ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟର କୃଷି ଓ ବୈଷୟିକ ବିଜ୍ଞାନ ମହାବିଦ୍ୟାଳୟ ଓ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟରେ
Read More...

ଗଞ୍ଜାମ ଜିଲ୍ଲାରେ ଏଡସର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ଲାଗି ପ୍ରୟାସ : ସଚେତନତା ହିଁ ଏକମାତ୍ର ମାଧ୍ୟମ –…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଶ୍ୱ ଏଡସ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ଉପଲକ୍ଷେ ଆୟୋଜିତ ସଚେତନତା ସଭାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମୁଖ୍ୟଅତିଥି ରୂପେ ଯୋଗଦାନ କରି
Read More...

ହିନ୍ଦ ମଜଦୂର ସଭାର ରାଜ୍ୟ କମିଟି ପୁନର୍ଗଠିତ

ପ୍ରଭାତ ତ୍ରିପାଠୀ କାର୍ଯ୍ୟକାରୀ ସଭାପତି ଓ ରବି ରଥ ଉପସଭାପତି ଭାବେ ମନୋନିତ ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଦେଶର ଅଗ୍ରଣୀ ଶ୍ରମିକ ସଂଗଠନ ହିନ୍ଦ ମଜଦୂର ସଭା (ଏଚ.ଏମ.ଏସ.)ର ଓଡିଶା ରାଜ୍ୟ ସଂଗଠନକୁ ଆହୁରି ସୁଦୃଢ କରିବା ନିମନ୍ତେ ପୁର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ
Read More...

ୱାନ୍ ନେସନ୍ ୱାନ୍ କାର୍ଡ ବ୍ୟବସ୍ଥା ପ୍ରଚଳନ କେବେ ?

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୱାନ୍ ନେସନ୍ ୱାନ୍ କାର୍ଡ ବ୍ୟବସ୍ଥା ପ୍ରଚଳନ କେବେ ? କେନ୍ଦ୍ର ସରକାରଙ୍କ ପକ୍ଷରୁ ନିକଟରେ ୱାନ୍ ନେସନ୍ ୱାନ୍ କାର୍ଡ ବ୍ୟବସ୍ଥା ପ୍ରଚଳନ କରାଯାଇଛି । ଏହି ବ୍ୟବସ୍ଥା ଦ୍ବାରା ଦେଶର ଯେକୌଣସି ସ୍ଥାନରୁ ରାସନ୍ କାର୍ଡ ହିତାଧିକାରୀ ରାସନ୍ ନେଇ
Read More...

କେନ୍ଦରା ବଜାଇ ଘରଘର ବୁଲି ପରିବାର ପ୍ରତିପୋଷଣ କରୁଥିବା ଜି.ଏରେୟାଙ୍କୁ ସମ୍ମାନୀତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଉପକଣ୍ଠ କୁକୁଡ଼ାଖଣ୍ଡି ଗ୍ରାମର ଜି. ଏରେୟା ପୁରୁଣାକାଳିଆ ବାଦ୍ୟଯନ୍ତ୍ର କେନ୍ଦରା ବଜାଇ ଘର ଘର ବୁଲି ଗୀତ ପରିବେଷଣ କରି ପରିବାର ପ୍ରତିପୋଷଣ କରନ୍ତି । ନିତ୍ୟଂ କଳା ଗବେଷଣା କେନ୍ଦ୍ର ହିଞ୍ଜିଳିକାଟୁର ଷ୍ଟୁଡିଓରେ
Read More...

ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀରେ ଓକିଲଙ୍କ ଆନ୍ଦୋଳନ ୩ୟ ପାଳିରେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରଠାରେ ହାଇକୋର୍ଟର ଏକ ସ୍ୱତନ୍ତ୍ର ବେଞ୍ଚ ପ୍ରତିଷ୍ଠା ଦାବୀରେ ଓକିଲମାନଙ୍କ ଆନ୍ଦୋଳନ ପନ୍ଥା ସତ୍ୟାଗ୍ରହ ଜାରୀ ରହିଛି । ଆଜକୁ ତୃତୀୟ ପାଳି ଅର୍ଥାତ ପ୍ରତିମାସର ୩୦ ତାରିଖ ଦିନଟି ସତ୍ୟାଗ୍ରହ ଭାବେ ଓକିଲମାନେ ନିରବ ଆନ୍ଦୋଳନ
Read More...

‘ସୁଧାର’ ସମ୍ପାଦକ ପରୀକ୍ଷିତ ଦାସଙ୍କ ବିୟୋଗରେ ଏଏସ୍‌ଏମ୍‌ଏନ୍‌ଆଇର ଶୋକ

ବ୍ରହ୍ମପୁର, (କେପିଏନଏସ୍‌) : ରାଉରକେଲାରୁ ପ୍ରକାଶ ପାଉଥିବା ଦୈନିକ ସମ୍ବାଦପତ୍ର 'ସୁଧାର'ର ସମ୍ପାଦକ ପରୀକ୍ଷିତ ଚନ୍ଦ୍ର ଦାସଙ୍କ ପରଲୋକ ହୋଇଯାଇଛି । ଦାସଙ୍କ ବିୟୋଗରେ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ସଭାପତି ରବି ରଥ ଗଭୀର ଶୋକ ପ୍ରକାଶ କରିବା ସହ ସଂଗଠନ ଜଣେ
Read More...

ଭିଜିଲାନ୍ସ ଜାଲରେ ପଡିଲେ ପୋଲିସ କନେଷ୍ଟବଲ ସୁଦର୍ଶନ ପ୍ରଧାନ : ତିନୋଟି ସ୍ଥାନର ସମ୍ପତ୍ତି ବିବରଣୀରେ ତିନୋଟି କୋଠାର…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୁଣି ଥରେ ଖାକିରେ ଦାଗ ଲାଗିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ କାର୍ଯ୍ୟରତ କନେଷ୍ଟବଳ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି । ଭିଜିଲାନ୍ସ ଟିମ୍‌ ସୁଦର୍ଶନଙ୍କ ବ୍ରହ୍ମପୁର
Read More...

ନବବର୍ଷ-୨୦୨୨କୁ ସ୍ୱାଗତ ସ୍ୱରୂପ ଦୈନିକ ଆଶା ମୁଦ୍ରଣ ପ୍ରକାଶନ ପୁନଃ ଆତ୍ମପ୍ରକାଶ କରିବ

ଏ ବର୍ଷର ଦ୍ୱିତୀୟ ବନ୍ଧୁମିଳନ ସମାରୋହରେ ଉଦ୍ୟକ୍ତାଙ୍କ ମତପ୍ରକାଶ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରରୁ ପ୍ରକାଶ ପାଉଥିବା ଓଡ଼ିଶାର ସର୍ବପୂରାତନ ପ୍ରତିଷ୍ଠିତ ଦୈନିକ ଖବରକାଗଜ 'ଦୈନିକ ଆଶା' ଚଳିତ ନବବର୍ଷ-୨୦୨୨ ଅବସରରେ ନବବର୍ଷର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା
Read More...