Browsing Tag

bramhapur news

ନବୀନ କାର୍ଯ୍ୟାଳୟରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ୭୫ତମ ସ୍ୱାଧୀନତା ଦିବସ ଓ ଅମୃତ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରତିଷ୍ଠାନର ଉପଦେଷ୍ଟା ବୈଜ୍ଞାନିକ ଡ଼. ଡ଼ମ୍ବରୁଧର ସାହୁ ଜାତୀୟ ପତାକା ଉତ୍ତୋଳନ କରି ବିଭିନ୍ନ କ୍ଷେତ୍ରରେ ଭାରତ ବର୍ଷର
Read More...

ଅଙ୍ଗଦାନ କରିଥିବା ସ୍ୱର୍ଗତ ବିପିନ ପ୍ରଧାନଙ୍କ ପତ୍ନୀ ରେଣୁ ପ୍ରଧାନ ସୂରଜ ସମ୍ମାନରେ ସମ୍ମାନିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ ଅଙ୍ଗଦାନ କରିଥିବା ସ୍ୱର୍ଗତ ବିପିନ ପ୍ରଧାନଙ୍କ ପତ୍ନୀ ରେଣୁ ପ୍ରଧାନଙ୍କୁ ‘ସୂରଜ ସମ୍ମାନ’ରେ ସମ୍ମାନିତ କରାଯାଇଛି । ସ୍ୱର୍ଗତ ବିପିନ ପ୍ରଧାନ
Read More...

ଗଞ୍ଜାମ ଜିଲ୍ଲାରେ ଉତ୍ସବମୁଖର ଭାବେ ୭୫ତମ ସ୍ୱାଧୀନତା ଦିବସ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଜିଲ୍ଲା ମହକୁମା ଛତ୍ରପୁରରେ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଅଭିବାଦନ ଗ୍ରହଣ କରିବେ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତ ବର୍ଷର ପ୍ରଥମ ବ୍ରିଟୀଶ ସାମ୍ରାଜ୍ୟଧୀନ ତଥା ରାଜ୍ୟର ବୃହତ୍ତମ ଓ ସର୍ବପୁରାତନ ଜିଲ୍ଲା ହେଡକ୍ୱାଟର ଭାବେ ପରିଚିତ ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର
Read More...

ଐତିହାସିକ ଗଞ୍ଜାମ ସହର ଏବଂ ପର୍ଯ୍ୟଟନ ସହର ରମ୍ଭା ସହରାଞ୍ଚଳ ପାଇଁ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ନିମନ୍ତେ…

ମୁଖ୍ୟମନ୍ତ୍ରୀଙ୍କୁ ଛତ୍ରପୁର ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଐତିହାସିକ ଗଞ୍ଜାମ ସହର ପାଇଁ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଅନୁମୋଦନ ସକାଶେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଅନୁରୋଧ କରାଯାଇଛି । ଏଥିପାଇଁ ଗଞ୍ଜାମ
Read More...

ଭାରତବର୍ଷର ଏକ ଅଗ୍ରଣୀ ଶିଳ୍ପାୟନର କ୍ଷେତ୍ର ଭାବେ ଗଞ୍ଜାମକୁ ସ୍ଥାନ ଦିଆଯିବ – ଅସୀତ ତ୍ରିପାଠୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତବର୍ଷର ଏକ ଅଗ୍ରଣୀ ଶିଳ୍ପାୟନର ଅଭିବୃଦ୍ଧି କ୍ଷେତ୍ର ଭାବେ ଗଞ୍ଜାମକୁ ସ୍ଥାନ ଦିଆଯିବ, ଏନେଇ ରାଜ୍ୟସରକାର ଏକ ଅଭିନବ ପ୍ରୟାସ ଜାରୀ ରଖିଛନ୍ତି । ଏଥିପାଇଁ ଆବଶ୍ୟକ ପରିମାଣରେ ପୁଞ୍ଜି ବିନିଯୋଗ କାରାଯାଇ ଗଞ୍ଜାମ ଜିଲ୍ଲାକୁ ବିକାଶୋନ୍ମୁଖୀ ଓ
Read More...

ଗଞ୍ଜାମ ଶିଳ୍ପାଞ୍ଚଳ ଅଭିବୃଦ୍ଧି ‘ଶିଳ୍ପର ଯତ୍ନ’ ସମ୍ପର୍କିତ ବୈଠକରେ ଅସୀତ ତ୍ରିପାଠୀଙ୍କ ଯୋଗଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା(ଋଷିକୂଲ୍ୟା ) ସମ୍ମିଳନୀ କକ୍ଷଠାରେ ବୁଧବାର ଦିନ ଗଞ୍ଜାମ, ଗଜପତି, ନୟାଗଡ ଏବଂ କନ୍ଧମାଳ ଜିଲ୍ଲାର ଶିଳ୍ପାଞ୍ଚଳ ଅଭିବୃଦ୍ଧି ସକାଶେ ‘ଶିଳ୍ପର ଯତ୍ନ’ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ
Read More...

ଭାରତ ସରକାରଙ୍କ କ୍ଷେତ୍ର ପ୍ରଚାର ସଂସ୍ଥା ପକ୍ଷରୁ ସ୍ୱାଧୀନତାର ଅମୃତ ମହୋତ୍ସବ ଶୀର୍ଷକ ଆଲୋଚନାଚକ୍ର

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ଅଧିନସ୍ଥ କ୍ଷେତ୍ର ପ୍ରଚାର କାର୍ଯ୍ୟାଳୟ ବ୍ରହ୍ମପୁର ତରଫରୁ ସ୍ୱାଧୀନତାର ୭୫ତମ ବାର୍ଷିକୀ ଅବସରରେ "ଆଜାଦୀକା ଅମୃତ ମହୋତ୍ସବ' ପାଳନ ଶୀର୍ଷକ ଏକ ୱେବିନାର ଆଧାରିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଜାତୀୟ
Read More...

ଆଇଆରଇଏଲ କମ୍ପାନୀରେ ସ୍ଥାୟୀ କର୍ମଚାରୀଙ୍କ ମୃତ୍ୟୁ ପରେ ଉତ୍ତରାଧିକାରୀଙ୍କୁ କମ୍ପାନୀରେ ନିଯୁକ୍ତି ଦାବୀର ନ୍ୟାୟ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଇଆରଇଏଲ(ଇଣ୍ଡିଆ) କମ୍ପାନୀରେ ସ୍ଥାୟୀ ଭାବେ କାର୍ଯ୍ୟରତ ଥାଇ ମୃତ ଶ୍ରମିକଙ୍କ ଉତ୍ତରାଧିକାରୀଙ୍କୁ କମ୍ପାନୀରେ ନିଯୁକ୍ତି ପ୍ରଦାନ କରିବାରେ କମ୍ପାନୀ କର୍ତ୍ତୃପକ୍ଷ ଜାଣିଶୁଣି ଅବହେଳା କରୁଛନ୍ତି ବୋଲି ମୃତ ଶ୍ରମିକଙ୍କ ପରିବାର ବର୍ଗ ଅଭିଯୋଗ
Read More...

ଆସନ୍ତା ୯,୧୦,୧୧ ତାରିଖରେ ବିଜେପି ପକ୍ଷରୁ ସବୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ଅନୁଷ୍ଠିତ ହେବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରରେ ବିଜେପିର ଏକ ପ୍ରେସମିଟ୍ ଡକାଇଥିଲେ । ଏହି ବୈଠକରେ ଖୁବ୍ଧ ହୋଇ ବିଜେପି ନେତୃବର୍ଗ ଶାସକଦଳ ଓ ସରକାର ଉପରେ ବର୍ଷିଥିଲେ । ବିଜେଡି ନେତା ଓ କର୍ମୀମାନଙ୍କ ଦ୍ୱାରା ଦଳିତ ମାନଙ୍କ ଉପରେ ବାରମ୍ବାର ଆକ୍ରମଣ,
Read More...

ଗୁଜୁରାଟୀ ଝିଅଙ୍କ ଗଞ୍ଜାମ ଶ୍ରମିକ ପୁଅ ସହ ପ୍ରେମ : ପ୍ରେମ ପରେ ଧୋକାବାଜି, ପ୍ରେମିକା ଗଞ୍ଜାମ ଏସପିଙ୍କ ଦ୍ୱାରସ୍ଥ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଲଭ ସେକ୍ସ ଓ ଧୋକ୍କାର କରୁଣ ପରିସ୍ଥିତି । ନ୍ୟାୟ ପାଇବା ପାଇଁ ସୁରଟରୁ ଟ୍ରେନ ଯୋଗେ ଓଡିଶା ଆସି ରେଳବାଇ ପୋଲିସର ସହଯୋଗ ନେଇ ଗଞ୍ଜାମ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି, ସୁରଟର ତରୁଣୀ ମମତା ବେନ୍ । କଥାଟା ବାସ୍ତବିକ ଯେତିକି ନିଆରା ସେତିକି ସୁରଟର
Read More...