Browsing Tag

bramhapur news

ଗଞ୍ଜାମ ଜିଲ୍ଲାରେ ପ୍ଲାଷ୍ଟିକର ଶୂନ୍ୟତା ପରିମଳ ସଚେତନତା ଅଭିଯାନ ଆରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ସାମୁହିକ ସ୍ୱଚ୍ଛତା ଦିବସ ପାଳନ କରାଯାଇ ପ୍ଲାଷ୍ଟିକର ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରିବା ନେଇ ଏକ ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ କରାଯାଇଛି । ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ମାସ ତମାମ ପାଳନ କରାଯାଇ
Read More...

ରୋଟାରୀ ପକ୍ଷରୁ ରକ୍ତ ଶର୍କରା ପରୀକ୍ଷା ସେବା ଶିବିର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରତି ବର୍ଷ ୨୯ ସେପ୍ଟେମ୍ବର ଦିନ ବିଶ୍ୱହୃଦୟ ଦିବସ ପାଳନ କରାଯାଏ । ଚଳିତବର୍ଷ ଏହି ଦିନରେ ଭାରତରୁ ମଧୁମେହ ବା ଡାଏବେଟିସ ରୋଗର ବିନାଶ ପାଇଁ ଆଗୁଆ ପଦକ୍ଷେପ ସ୍ୱରୂପ ସମଗ୍ର ଦେଶର ଗୋଟିଏ ଦିନରେ ୧୦ ଲକ୍ଷ ଲୋକଙ୍କ ବିନ୍ଦୁଏ ରକ୍ତ ନମୁନାରେ
Read More...

ଭାରତୀୟ ରେଳବାଇ ପିଏସ୍‌ କମିଟିର ବ୍ରହ୍ମପୁର ଓ ଛତ୍ରପୁର ରେଳଷ୍ଟେସନ ପରିଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ରେଳବାଇର ସର୍ବ ଭାରତୀୟ ସ୍ତରୀୟ ପାସେଞ୍ଜର ଏମିନେଟସ କମିଟି (ପିଏସି) ସହ ଖୋର୍ଦ୍ଧା ରୋଡ଼ ରେଳବାଇ ଡିଭିଜିନାଲର ୭ଜଣିଆ ଟିମ୍ ଦକ୍ଷିଣ ଓଡ଼ିଶାର ବୃହତ୍ତମ ସହର ବ୍ରହ୍ମପୁର ଏବଂ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥ ରେଳଷ୍ଟେସନ
Read More...

ଖଲିକୋଟ ଠାରେ ଦିବ୍ୟାଙ୍ଗମାନଙ୍କ ପାଇଁ ଏକ ମେଗା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପ୍ରାଚୀନ ଗଡ଼ଜାତରାଜ୍ୟ ଅଞ୍ଚଳ ଭାବେ ଖ୍ୟାତ ଖଲିକୋଟ ସହରର କନକ ମଞ୍ଜରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥାପନା ମଧ୍ୟରେ ଏକ ମେଗା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି ।
Read More...

ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀଙ୍କ ବଦଳି ଆଦେଶକୁ ପ୍ରତ୍ୟାହାର କରିବା ନିମନ୍ତେ ଦାବୀପତ୍ର ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମହିଳା ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ (ଏମ.ପି.ଏଚ.ଡବ୍ଲୁ -ଫିମେଏଲ) ପ୍ରିୟଦର୍ଶିନୀ ପାଢୀଙ୍କ ବଦଳି ଆଦେଶକୁ ପ୍ରତ୍ୟାହାର କରିବା ଦାବୀ ନେଇ ଗତକାଲି ରଙ୍ଗିପୁର ଏବଂ ହଳଦିଆପଦର ଗ୍ରାମପଞ୍ଚାୟତ ଅଧିନସ୍ଥ ଗ୍ରାମଗୁଡିକରେ କାର୍ଯ୍ୟରତ ଥିବା ଆଶାକର୍ମୀ
Read More...

ମୁଖ୍ୟମନ୍ତ୍ରୀଙ୍କ ଲୋକକଳା ଟ୍ରଫି-୨୦୨୧ ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀଙ୍କ ଲୋକକଳା ଟ୍ରଫି-୨୦୨୧ ଉଦଘାଟିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାସ୍ତରୀୟ ଲୋକକଳା ପ୍ରତିଯୋଗିତାରେ ମୂଲ୍ୟାୟନ ହୋଇ ଚୟନ ହୋଇଥିବା ଶ୍ରେଷ୍ଠଦଳ ରାଜ୍ୟସ୍ତରୀୟ ଲୋକମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନୀତ ହେବାର ମହତପୂର୍ଣ୍ଣ
Read More...

ଛତ୍ରପୁର ରୋଟାରୀ କ୍ଲବ ସଭାନେତ୍ରୀ ଏସ. ରେଖା ମହାନ୍ତିଙ୍କୁ ସେଭେନ-ଷ୍ଟାର ପ୍ରେସିଡେଣ୍ଟ ସମ୍ମାନରେ ସମ୍ମାନୀତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରୋଟାରୀ ଆନ୍ତର୍ଜାତିକ ସଂଗଠନର ସମଗ୍ର ଓଡିଶା ସମେତ ପଡୋଶୀ ପଶ୍ଚିମବଙ୍ଗ, ବିହାର ଓ ଛତିଶଗଡ଼ର ସୀମାନ୍ତ ଅଞ୍ଚଳର ୧୧୪ଟି ରୋଟାରୀ କ୍ଲବ ଶାଖାକୁ ନେଇ ରୋଟାରୀ ଜିଲ୍ଲା- ୩୨୬୨ ଭାବେ ଗଠିତ । ରୋଟାରୀ ଜିଲ୍ଲା ଗଭର୍ଣ୍ଣରଙ୍କ ଅଧ୍ୟକ୍ଷତାରେ ଗତ ରବିବାର
Read More...

୬୧ତମ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାରୁ ଦୁଇ ଜଣଙ୍କ ସ୍ୱର୍ଣ୍ଣପଦକ ହାସଲ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୬୧ତମ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାରୁ ଦୁଇ ଜଣ ସ୍ୱର୍ଣ୍ଣପଦକ ଏବଂ ରୋପ୍ୟ ପଦକ ହାସଲ କରି କୃତିତ୍ତ୍ୱର ସହ ଗୌରବ ଅର୍ଜନ କରିଛନ୍ତି । ଓଡ଼ିଶା ସୁଇମିଂ ସଂଘ ପକ୍ଷରୁ ଆୟୋଜିତ ଭୁବନେଶ୍ୱର ସ୍ଥ କଳିଙ୍ଗ ଷ୍ଟାଡିୟମ ଠାରେ ବିଜୁ
Read More...

ଗଞ୍ଜାମ ଜିଲ୍ଲାରେ କେହିବି ଜମିହୀନ କିମ୍ବା ବାସହୀନ ପରିବାର ରହିବେ ନାହିଁ : ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ସରକାରଙ୍କ ନିଷ୍ପତ୍ତି ପ୍ରକାରେ ରାଜ୍ୟରେ କୌଣସି ପରିବାର ଜମିହୀନ ରହିବେ ନାହିଁ । ଏହି ଯୋଜନା କାର୍ଯ୍ୟକାରୀ କରିବା ଦିଗରେ ମୁଖ୍ୟମନ୍ତ୍ରୀ ସଦା ସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି । ଏଥିପ୍ରତି ଗୁରୁତ୍ୱ ଦେବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ
Read More...

୨ ଅକ୍ଟୋବର ମହାତ୍ମା ଗାନ୍ଧୀଙ୍କ ବ୍ରହ୍ମପୁର ଆଗମନର ଶତବାର୍ଷିକୀ ସ୍ମୃତି ଉଦ୍ଦେଶ୍ୟରେ “ଗାନ୍ଧୀ ସୌରଭ’…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ବ୍ରହ୍ମପୁର ଆଗମନର ଶତବାର୍ଷିକୀ ପାଳନ କମିଟି ପକ୍ଷରୁ ଗତ ମାର୍ଚ୍ଚ ୩୦ ତାରିଖରେ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ କାର୍ଯ୍ୟକ୍ରମ ସଫଳତାର ସହ ସମାପନ ହୋଇଯାଇଛି । କମିଟିର ନିଷ୍ପତ୍ତି ପ୍ରକାରେ ମହାତ୍ମା ଗାନ୍ଧୀଙ୍କ
Read More...