ପୋଖରୀ ପାହାଚରେ ହଠାତ୍ ଟଳିପଡ଼ିଲେ ଯୁବକ : ଡାକ୍ତରଖାନାରେ ମୃତ ଘୋଷଣା
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ କାନୁଟ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ସକାଳୁ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ହଠାତ୍ ଟଳିପଡ଼ି ଜଣେ ୩୯ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ କାନୁଟ ଗ୍ରାମର ପ୍ରିୟରଞ୍ଜନ ବଗର୍ତ୍ତୀ । ପରିବାର!-->…
Read More...
Read More...