jayashree

ବାରପୁଡୁଗିଆ କ୍ଲଷ୍ଟର ୨୦୨୬ ସୁରଭି କାର୍ଯ୍ୟକ୍ରମ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ହର୍ଡ଼ାଟାଲ ଠାରେ ବାରପୁଡୁଗିଆ କ୍ଲଷ୍ଟର ୨୦୨୬ ସୁରଭି କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ସିଆର୍‌ସିସି ବିନାଜୟକ ପଟେଲଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଏବିଓ ସାର ସମ୍ମାନିତ ଅତିଥି ସରପଞ୍ଚ ଜନ୍ମଜୟ ମେହେର ଏସ୍‌ଏମ୍‌ସି ସଭାପତି ପ୍ରମୋଦ ପଟେଲ ପ୍ରଧାନ ଶିକ୍ଷୟିତ୍ରୀ ହିମାଦ୍ରୀ ବେହେରା ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତା ସଂସ୍କୃତି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ପୁରସ୍କୃତ ହୋଇଥିଲେ । ଶିକ୍ଷୟିତ୍ରୀ ଭାରତୀ ପଟ୍ଟନାୟକ ମଞ୍ଚ ପରିଚାଳନା କରି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.