ବଲାଙ୍ଗିର ସିଆର୍ପିଏଫ୍ ମୁଖ୍ୟାଳୟରେ ରଥାରୁଢ଼ ହେଲେ ତିନି ଠାକୁର
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରର ୧୮୯ ବାଟାଲିଆନ୍ ସିଆର୍ପିଏଫ୍ ମୁଖ୍ୟାଳୟରେ ରଥାରୁଢ଼ ହେଲେ ତିନି ଠାକୁର । କମାଣ୍ଡେଂଟ୍ ପି.କେ. ସାହୁଙ୍କ ସହ ଅନ୍ୟ ଭକ୍ତମାନେ ତିନି ଠାକୁରଙ୍କୁ ପହଣ୍ଡି କରି ରଥାରୁଢ଼ କରାଇଛନ୍ତି । ଭକ୍ତର ଭିଡ଼ ଭିତରକୁ ଧସେଇ ଆସିବେ ଜଗତର ନାଥ!-->…
Read More...
Read More...