pakka

ଫଟକରା ଗ୍ରାମରୁ ଚାରି ଫୁଟ୍‌ ଲମ୍ବର ଗୁଖୁରା ନାଗ ସାପ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଫଟକରା ଗ୍ରାମର ହିମାଂଶୁ ପୁଟେଲଙ୍କ ଘରୁ ଏକ ଚାରି ଫୁଟ୍‌ ଲମ୍ବର ଗୁଖୁରା ନାଗ ସାପ ଉଦ୍ଧାର ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ହିମାଂଶୁ ନିଜ ଘରେ ଏକ ସାପ ଦେଖିବାକୁ ପାଇଥିବା ବେଳେ ସଙ୍ଗେ ସଙ୍ଗେ ସାପ ଧରାଳୀ ଦେବରାଜକୁ ଖବର ଦେଇଥିଲେ । ଦେବରାଜ ଖବର ପାଇ ହିମାଂଶୁଙ୍କ ଘରୁ ଚାରି ଫୁଟ୍‌ ଲମ୍ବର ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି ।

Leave A Reply

Your email address will not be published.

seven + 10 =