pakka

ବ୍ଲକ୍ ଲେଭେଲ୍ ଯୋଗ ଅଲମ୍ପିଆଡରେ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟର ଛାତ୍ରମାନଙ୍କ କୃତିତ୍ୱ ଅର୍ଜନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାର ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ବ୍ଲକ୍ ଲେଭେଲ୍ ଯୋଗ ଅଲମ୍ପିଆଡ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏଥିରେ ୬୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଖେଳ ଶିକ୍ଷକ ସୌରଭ ପ୍ରଧାନଙ୍କ ତତ୍ତ୍ଵାବଧନରେ ଅଣ୍ଡର ୧୬ରେ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟର ସାଗର ସେଠ୍ ପ୍ରଥମ ସ୍ଥାନ ଓ ଓମ୍‌ ପ୍ରକାଶ ହୋତା ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଅଣ୍ଡର ୧୪ରେ ବିଷ୍ଣୁ ଦତ୍ତ ସ୍ୱାଇଁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

jay balangir
Leave A Reply

Your email address will not be published.

one + 14 =