Browsing Tag

balabgir news

ଜିଲ୍ଲା ତାଇକଣ୍ଡୋ ସଂଘ ତରଫରୁ ପ୍ରଥମ ତାଇକଣ୍ଡୋ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରିଜର୍ଭ ପୋଲିସ ଇଣ୍ଡୋର ହଲ୍‌ରେ ବଲାଙ୍ଗିର ଜିଲ୍ଲା ତାଇକଣ୍ଡୋ ସଂଘ ତରଫରୁ ପ୍ରଥମ ଜିଲ୍ଲାସ୍ତରୀୟ ପୁମସେଇ ଓ ଖିରୋଗୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ସମ୍ବାଦ ଏଜିଏମ୍‌ ଅରିବିନ୍ଦ ଦାସ ଅତିଥି ରୂପେ ଯୋଗ ଦେଇ ଫିତା କାଟି
Read More...

ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ସାଇକ୍ଲୋଥନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଇଁତଲା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କେରମେଲି ତରଫରୁ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ସାଇକ୍ଲୋଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ ମିଶ୍ରଙ୍କ ସଭାପତିତ୍ୱ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ
Read More...

ଫଟକରା ଗ୍ରାମରୁ ଚାରି ଫୁଟ୍‌ ଲମ୍ବର ଗୁଖୁରା ନାଗ ସାପ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଫଟକରା ଗ୍ରାମର ହିମାଂଶୁ ପୁଟେଲଙ୍କ ଘରୁ ଏକ ଚାରି ଫୁଟ୍‌ ଲମ୍ବର ଗୁଖୁରା ନାଗ ସାପ ଉଦ୍ଧାର ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ହିମାଂଶୁ ନିଜ ଘରେ ଏକ ସାପ ଦେଖିବାକୁ ପାଇଥିବା ବେଳେ ସଙ୍ଗେ ସଙ୍ଗେ ସାପ ଧରାଳୀ ଦେବରାଜକୁ ଖବର
Read More...

ଆସନ୍ତା କାଲି ପୂର୍ବାହ୍ନ ୮ଟାରୁ ୧୧ଟା ଯାଏଁ ବିଦ୍ୟୁତ ସରବରାହ ବନ୍ଦ ରହିବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା କାଲି ୨ ତାରିଖ ଦିନ ପୂର୍ବାହ୍ନ ୮ଟାରୁ ୧୧ଟା ଯାଏଁ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ବଲାଙ୍ଗିର ସହର ବିଦ୍ୟୁତ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ତେବେ ଲାଲଟିକ୍ରା ସ୍ଥିତ ୧୩୨/୩୩ କେଭି. ଜିଏସଏସ୍‌ ବାର୍ଷିକ ମରାମତି ନିମନ୍ତେ ବଲାଙ୍ଗିର ସହର ସହ
Read More...

ଆସନ୍ତା କାଲି ବଲାଙ୍ଗିର ଜିଲ୍ଲାରେ କରୋନା ପରୀକ୍ଷା କେନ୍ଦ୍ର ଗୁଡ଼ିକର ତାଲିକା ଜାରି କଲା ଜିଲ୍ଲା ପ୍ରଶାସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା କାଲି ବଲାଙ୍ଗିର ଜିଲ୍ଲାରେ କରୋନା ପରୀକ୍ଷା କେନ୍ଦ୍ର ଗୁଡ଼ିକର ତାଲିକା ଜାରି କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାର ପ୍ରତ୍ୟେକ ବ୍ଲକ ତଥା ମ୍ୟୁନିସିପାଲିଟି ଓ ଏନ୍‌ଏସି ଅଂଚଳରେ ମୋବାଇଲ୍‌ ଟେଷ୍ଟିଂ ଭେନ୍‌ ପହଂଚି କରୋନା ଟେଷ୍ଟ କରାଯିବ ବୋଲି ଜିଲ୍ଲା
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୩ ପଜେଟିଭ୍‌ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୩ ଜଣ କରୋନା ପଜେଟିଭ୍‌ ଚିହ୍ନଟ ହୋଇଛନ୍ତି ବୋଲି ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୧ରୁ ଜଣେ, ଟିଟିଲାଗଡ ବ୍ଲକ୍‌ ଦିଗ୍‌ସିରା ଗ୍ରା.ପ.ରୁ ଜଣେ ଓ ମୁରି ବାହାଲ ବ୍ଲକ୍‌ ଟୁପାଉଡାର ଗ୍ରା.ପ.ରୁ
Read More...