pakka

ରାଜ୍ୟସ୍ତରୀୟ ରାଜୀବଗାନ୍ଧୀ ପ୍ରତିଭା ପୁରସ୍କାରରେ ସମ୍ମାନିତ ହେଲେ ମାଟିର କାଳାକାର ଚନ୍ଦନା

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କ ୩୧ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଓଡିଶା ରାଜୀବଗାନ୍ଧୀ ଛାତ୍ର ଫୋରମ ଓ ରାଜୀବଗାନ୍ଧୀ ଷ୍ଟଡ଼ି ସର୍କଲ ଓଡିଶା ପକ୍ଷରୁ ଜୟଦେବ ଭବନ ଭୁବନେଶ୍ୱରଠାରେ ଆଜି ବଲାଙ୍ଗିର ମାଟିର ଗୌରବ ତଥା ପଶ୍ଚିମ ଓଡିଶା ମାଟିର ସୁନାମ ଧନ୍ୟ କଳାକାର ଚନ୍ଦନା ସିଂଙ୍କୁ ସମ୍ମାନିତ କରାଯାଇଛି । ସମ୍ବଲପୁରୀ ଫ୍ଲୋକ ନୃତ୍ୟରେ ତାଙ୍କୁ ଏ ସମ୍ମାନ ଦିଆଯାଇଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟର ଏମ୍‌ପିଏ ବିଭାଗରେ ପିଜି କରୁଥିବା ବେଳେ ତାଙ୍କ ବିଶ୍ୱବିଦ୍ୟାଳୟ ପକ୍ଷରୁ ସେ ଆବେଦନ କରିଥିଲେ ଓ ଶେଷରେ ତାଙ୍କୁ ଏ ସମ୍ମାନରେ ସମ୍ମାନିତ କରାଯାଇଛି ।

Leave A Reply

Your email address will not be published.

eighteen − fourteen =