କଂଗ୍ରେସର ଜନଜାଗରଣ ଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଗତକାଲି ଏକ ଜନଜାଗରଣ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟକଳାପକୁ ବିରୋଧ କରି ଦେଓଗାଁ ବସଷ୍ଟାଣ୍ଡରୁ ଆରମ୍ଭ କରି ଦେଓଗାଁ ବସ୍ତି ପରିକ୍ରମା କରି ଏକ ବାଇକ ରେଲିରେ ଜରାସିଂହାରେ ପହଞ୍ଚିବା ପରେ ଏହି ପଦଯାତ୍ରା ଶେଷ ହୋଇଥିଲା ।

Leave A Reply

Your email address will not be published.

16 − 7 =

error: Content is protected !!