pakka

ଆସନ୍ତା ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ହରିଶଙ୍କରରେ ଦେବ ଦର୍ଶନ

bbehera

ପାଟଣାଗଡ଼, (କେପିଏନ୍‌ଏସ୍‌) : ଆସନ୍ତା ୧୪ରୁ ୧୭ ତାରିଖ ପର୍ୟ୍ୟନ୍ତ ବନ୍ଦ ରହିବ ହରିଶଙ୍କରରେ ଦେବ ଦର୍ଶନ । ଏ ନେଇ ପାଟଣାଗଡ ଉପଜିଲ୍ଲାପାଳ ତଥା ପାଟଣାଗଡ଼ ଦେବୋତ୍ତର ବିଭାଗର କାର୍ୟ୍ୟନିର୍ବାହୀ ଅଧିକାରୀ ଏକ ଆଦେଶନାମା ଜାରି କରିଛନ୍ତି । ଜିଲ୍ଲାରେ ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ‘ମକର ସଂକ୍ରାନ୍ତି’ ଅବସରରେ ଜନ ଗହଳି ନ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଆଦେଶନାମାରେ ଦର୍ଶାଯାଇଛି ।

Leave A Reply

Your email address will not be published.

eleven − five =