pakka

ଅବକାରୀ ବିଭାଗ ଦ୍ୱାରା ୧୦୦ ବୋତଲ କଫ୍‌ ସିରଫ ଜବତ ସହ ଜଣେ ଗିରଫ

bbehera

ନୂଆପଡା : ନଆପଡା ଜିଲ୍ଳା ଖଡିଆଳ ବ୍ଲକ ଅନ୍ତର୍ଗତ ବରଗାଁ ଛକଠାରେ ଜଣେ ଯୁବକଙ୍କ ଠାରୁ କଫ୍‌ ସିରଫ ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଯୁବକଙ୍କ ଠାରୁ ୧୦୦ ବୋତଲ କପ୍‌ ସିରଫ ଜବତ କରିବା ସହ ଯୁବକଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଅଭିଯୁକ୍ତ ଜଣକ ରୁନା ପଣ୍ଡା(୨୫) ବୋଲି ଜଣାପଡିଛି । ଅବକାରୀ ବିଭାଗ ଏହା ଉପରେ ଏକ ମାମଲା ରୁଜୁ କରିଛି ।

Leave A Reply

Your email address will not be published.

15 + five =