Yearly Archives

2026

ପାଟଣାଗଡ଼ରେ କଥିତ ନାବାଳିକା ବିବାହ ଘଟଣାକୁ ନେଇ ବଢ଼ିଲା ଚର୍ଚ୍ଚା, ତଦନ୍ତ ଦାବି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରେ ଏକ କଥିତ ନାବାଳିକା ବିବାହ ଘଟଣାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ଏହି ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନେବାକୁ ଦାବି କରି ରାଖିଉଡାର ଗ୍ରାମର ଗୀତାଞ୍ଜଳି ନାଗ
Read More...

କେରାଣ୍ଡିତୋଳାରେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର – ମା’ ପାର୍ବତୀ ଦେବୀଙ୍କ ନିର୍ବନ୍ଧ ଓ ବିବାହ କଲ୍ୟାଣଉତ୍ସବ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣ ପୁର ଗ୍ରାମରେ ଶତାଧିକ ବର୍ଷ କାଳରୁ ବିଜେଥିବା ମହାପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର, ମା' ପାର୍ବତୀଙ୍କ ବିବାହ ଉତ୍ସବ ପାଇଁ ନିର୍ବନ୍ଧ ଓ ବିବାହ ଉତ୍ସବ ଗତ ୧୭ (ମଧ୍ୟାହ୍ନ) ଓ ୨୮ (ରାତ୍ରି ) ଦୁଇ
Read More...

ନୂତନ ପ୍ରଧାନାଚାର୍ଯ୍ୟ ଭାବେ ଟି. ସୁରେଶ କୁମାର ଆଚାରୀଙ୍କ ଦାୟିତ୍ଵ ଗ୍ରହଣ ଓ ସମ୍ବର୍ଦ୍ଧନା ଜ୍ଞାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ୍ ଶ୍ରୀରାମନଗରଠାରେ ଅବସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ନୂତନ ପ୍ରଧାନାଚାର୍ଯ୍ୟ ଭାବେ ଟି. ସୁରେଶ କୁମାର ଆଚାରୀ ଗତକାଲି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ଏକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି
Read More...

ଏକ୍ସିଟ୍ରିମ୍ ପ୍ରୋ- ଇଣ୍ଡିଆ-୨୦୨୬ରେ ଗଞ୍ଜାମ ପୁଅଙ୍କ ବିଜେତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଏକ୍ସିଟ୍ରିମ୍ ପ୍ରୋ- ଇଣ୍ଡିଆ-୨୦୨୬ରେ ପୁରସ୍କୃତ ହୋଇ ବେଙ୍ଗଲୁରରୁ ଫେରି ଆସିଥିବା ଶିବ କୁମାର ନାୟକଙ୍କୁ ଶୁକ୍ରବାର ଅପରାହ୍ନରେ ଛତ୍ରପୁର ଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । କରପଡା ଗ୍ରାମବାସୀ ତଥା ମା' ରାମଚଣ୍ଡୀ ମନ୍ଦିର
Read More...

ଟିଟିଲାଗଡର ୨୬ ତମ ଶୀତଳଷଷ୍ଠୀ ଯାତ୍ରା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡର ୨୬ ତମ ଶୀତଳଷଷ୍ଠୀ ଯାତ୍ରା ଆବାହକ ଶୁଭ୍ରାଂଶୁ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ୧୭.୦୬.୨୦୨୬ ତାରିଖରେ ପ୍ରଭୁ ଧବଳେଶ୍ୱରଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଶିବ ପାର୍ବତୀଙ୍କୁ ନିଜର ବାସଭବନକୁ ପାଛୋଟି ଆଣିଥିଲେ । ଚଳିତ
Read More...

ସିଟି ସ୍ତରୀୟ ଖେଲୋ ଇଣ୍ଡିଆ ମହିଳା ଅସ୍ମିତା ସାଇକେଲିଂ ଲିଗ୍ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱ ବାଇସାଇକେଲ ଦିବସ ପାଳନ ପରିପ୍ରେକ୍ଷୀରେ ଖେଲୋ ଇଣ୍ଡିଆ ଅନ୍ତର୍ଗତ ସିଟି ସ୍ତରୀୟ ମହିଳା ଅସ୍ମିତା ସାଇକେଲିଂ ଲିଗ୍ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ସଂଗଠନର ମହିଳା ସଦସ୍ୟଙ୍କ ସହ ସ୍କୁଲ ଓ କଲେଜର ଯୁବତୀମାନେ ଅଂଶଗ୍ରହଣ କରିଥିଲେ ।
Read More...

ରାହୁଲ ଗାନ୍ଧୀଙ୍କ ଜନ୍ମ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଜାତୀୟ କଂଗ୍ରେସର ମହାସଚିବ ରାହୁଲ ଗାନ୍ଧୀଙ୍କ ଜନ୍ମଦିବସ ଧଳ ରାଉରକେଲା ଜିଲ୍ଲା ଆଦିବାସୀ କଂଗ୍ରେସ କମିଟି ଦ୍ୱାରା ପାଳନ କରାଯାଇଛି । କମିଟିର ସଭାପତି ଅମିତ କୁମାର ବାରାଙ୍କ ନେତୃତ୍ୱରେ କର୍ମକର୍ତ୍ତାଗଣ ଜଗଦା ସ୍ଥିତ ମାନବ ସେବା ପ୍ରତିଷ୍ଠାନର
Read More...

ଦାଦନ ନିର୍ଯ୍ୟାତିତ ଗଡ ତେଲେଙ୍ଗାନାରେ ପହଞ୍ଚିଲା ମୁରିବାହାଲ ବ୍ଲକ ବିକାଶ ମଞ୍ଚ

ମଞ୍ଚର କଡ଼ା ତାଗିଦ ପରେ ହତ୍ୟାର ଶିକାର ଦାଦନ ଶ୍ରମିକଙ୍କ ପରିବାରଙ୍କୁ ମିଳିଲା ଏଫଆଇଆର୍ କପି ଓ ମୃତ୍ୟୁ ପ୍ରମାଣପତ୍ର ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ସଦା ସର୍ବଦା ସମଗ୍ର ଅଞ୍ଚଳର ଲୋକଙ୍କ ସାମାଜିକ ଓ ସେବା ମୂଳକ କାମ କରିଆସୁଥିବା ମୁରିବାହାଲ ବ୍ଲକର ଅଗ୍ରଣୀ ସଂଗଠନ
Read More...

ଟିଟିଲାଗଡ଼ ଉତ୍କଳ ବଣିକ ସଂଘର ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଟିଟିଲାଗଡ଼ ଧର୍ମଶାଳାରେ ଗତ ୧୭ ତାରିଖ ଦିନ ଟିଟିଲାଗଡ଼ ଉତ୍କଳ ବଣିକ ସଂଘର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଟିଟିଲାଗଡ଼ ପୌର ପରିଷଦ
Read More...

ଘରୋଇ ଠିକା ସଂସ୍ଥାର ଭାରିଜାନ ଚଳାଚଳ ପାଇଁ ରାସ୍ତା ଅବସ୍ଥା ଶୋଚନୀୟ ମାମଲା

ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ କ୍ରମେ ଅଞ୍ଚଳ ପରିଦର୍ଶନ କଲେ ସ୍ୱୟଂ ବିଧାୟକ ଶ୍ରୀ ତନ୍ତୀ ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳ ସେକ୍ଟର-୧୫ ଦେଇ ଲୁଆକେରା ଗ୍ରାମକୁ ଯାଇଥିବା ରାସ୍ତାକଡରେ ରାଉରକେଲା ଇସ୍ପାତ
Read More...