ସୁପ୍ରଭା ଦେବୀଙ୍କ ପରଲୋକ
ପଦ୍ମପୁର, (ନିରୋଜ କୁମାର ପାଣୀ) : ରବିବାର ଦିନ ସକାଳ ୮ଟାରେ ପଦ୍ମପୁର ଅବସରପ୍ରାପ୍ତ ଜିଲ୍ଲା ଜଜ୍ ହରିହର ଶତପଥୀଙ୍କ ସହଧର୍ମିଣୀ ଶ୍ରୀମତୀ ସୁପ୍ରଭା ଶତପଥୀ ପଦ୍ମପୁର ସ୍ଥିତ ବାସଭବନରେ ଇହଧାମ ତ୍ୟାଗ କଲେ । ସେ ଜଣେ ଧର୍ମପରାୟଣା, ସହାନୁଭୂତି ସମ୍ପନ୍ନା, ପରୋପକାରୀ ଓ ସ୍ନେହୀ ମହିଳା ଥିଲେ!-->…
Read More...
Read More...