Yearly Archives

2024

ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଘର ହିଁ ବିଦ୍ୟାଳୟ ପ୍ରକଳ୍ପ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ପରିସରରେ ଶିଶୁ ବାଟିକାର ଏକ ଅଧ୍ୟାୟ ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ପ୍ରଥମ ସୋପାନ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସମିତିର ସଭାପତି ଉପେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…
Read More...

ସମର୍ଥକଙ୍କ ସହ ବିଜେଡିରେ ଯୋଗଦେଲେ ଦଳିତ ନେତା ଦ୍ରୋଣ କୁମ୍ଭାର ଓ ବେବି କୁମ୍ଭାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଜଣାଶୁଣା ଚେହେରା ତଥା ଦଳିତ ନେତା ଦ୍ରୋଣ କୁମ୍ଭାରଙ୍କ ବିଜେଡିକୁ ଘରବାହୁଡା ହୋଇଛି । ଦ୍ରୋଣ କୁମ୍ଭାର ଓ ତାଙ୍କ ପତ୍ନୀ ବେବି କୁମ୍ଭାର ତାଙ୍କର ୨୦୦ ସମର୍ଥକଙ୍କ ସହ ବିଜେଡି ଦଳରେ ଯୋଗଦେଇଛନ୍ତି । ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ବିକାଶ…
Read More...

ନୂତନ ଚୟନ ରାଜ୍ୟ ଟାଇକୋଣ୍ଡା ସଂଘର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ଟାଇକୋଣ୍ଡା ସଂଘ ତରଫରୁ ପୁରୀ ସଂସ୍କୃତି ଭବନ ପରିସରରେ ବାର୍ଷିକ ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜାତୀୟ ଟାଇକୋଣ୍ଡା ମହାସଂଘ ଯୁଗ୍ମ ସମ୍ପାଦକ ଅଜୟ କୁମାର ଦଲାଲ ଯୋଗଦେଇ ଓଡିଶାରେ…
Read More...

ଆମ ପୋଲିସ ସମିତି ପକ୍ଷରୁ କେରାଣ୍ଡିତୋଳା ନାରାୟଣପୁର ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ଚମାଖଣ୍ଡି ପୋଲିସ ଥାନା ପକ୍ଷରୁ କେରାଣ୍ଡିତୋଳା ନାରାୟଣପୁର ଗ୍ରାମରେ 'ଆମ ପୋଲିସ ସମିତି' ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପ୍ରବେଶନାରୀ ଆଇପିଏସ୍ ଅଧିକାରୀ ଏ.ବି. ଶିଳ୍ପା ମୁଖ୍ୟ ଅତିଥି…
Read More...

ରମ୍ଭାଠାରେ ଭାଗୀରଥି ବେହେରାଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ସମ୍ମିଳନୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରମ୍ଭା ଗୁପ୍ତେଶ୍ୱର ମନ୍ଦିର ନିକଟରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ଉପ-ସଭାପତି ଭାଗିରଥି ବେହେରାଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ…
Read More...

ଅବାଧ ଓ ନିରପେକ୍ଷ ନିର୍ବାଚନ କରାଯିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ତତ୍ପରତା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ୧୩ଟି ବିଧାନସଭା ଆସନ ଏବଂ ଦୁଇଟି ଲୋକସଭା ଆସନ ଯଥା ବ୍ରହ୍ମପୁର ଓ ଆସ୍କା ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସାଧାରଣ ନିର୍ବାଚନ-୨୦୨୪ ପାଇଁ ତାରିଖ…
Read More...

ବାଲାଙ୍ଗିର ସହର ଖର୍ସେଲ୍‌ପଡା ରାସ୍ତାରେ ଭଡ଼ାଘରେ ଚାଲିଥିଲା ସେକ୍ସ ରାକେଟ୍‌ ମାଡିବସିଲା ପୋଲିସ୍‌

ବାଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ଆକ୍ସନ ମୋଡ଼କୁ ଆସିଛି ବାଲାଙ୍ଗିର ଟାଉନ ଥାନା ପୋଲିସ । ସହର ଭିତରେ ଚାଲିଥିବା ସେକ୍ସ ରାକେଟ୍‌ କାବୁ କରି ଚର୍ଚ୍ଚାକୁ ଆସିଛି । ସହରର ୨୧ ନମ୍ବର ୱାର୍ଡ଼ ଶାନ୍ତିପଡ଼ା ଛକରୁ ଖର୍ସେଲ୍‌ପଡାକୁ ଯିବା ରାସ୍ତାରେ ଏକ ଭଡ଼ାଘରେ ଦୀର୍ଘ ମାସ ଧରି ଏହି ସେକ୍ସ…
Read More...

ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରରୁ ଦୁଇ ନକଲି ଇଡି ଅଫିସର୍ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦୁଇ ଭାଇ ନକଲି ଅଫିସର ପରିଚୟ ଦେଇ ଜେଲ୍ ଯାଇଛନ୍ତି । ସେମାନେ ହେଲେ ତାରିଣୀସେନ ମହାପାତ୍ର (୩୦ବର୍ଷ) ଓ ବ୍ରହ୍ମାଶଙ୍କର ମହାପାତ୍ର (୨୭ବର୍ଷ) ପିତା : ପ୍ରଫୁଲ୍ଲ କୁମାର ମହାପାତ୍ର ଦୋଳମଣ୍ଡପ ସାହି, ଥାନା : ଢେଙ୍କାନାଳ ଟାଉନ ବୋଲି ଜଣାଯାଇଛି ।…
Read More...

ଆର୍ମି ଓ ଗୁଗୁଲ ଢ଼ାବାରେ ଚଢ଼ାଉ : ବିପୁଳ ପରିମାଣର ବିଦେଶୀ ମଦ ଜବତ, ଦୁଇ ଗିରଫ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ୨୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବ ସ୍ଥିତ ଢ଼ାବା ଗୁଡିକରେ ଦେଶୀ ଓ ବିଦେଶୀ ମଦର ଅବାଧ କାରବାର ହେଉଥିବା ଅଭିଯୋଗ ହୋଇ ଆସୁଥିଲା । ଅଭିଯୋଗକୁ ଭିତ୍ତି କରି ଲୋଇସିଂହା ପୋଲିସ ରୁଗୁଡ଼ିଖାଲ ଓ ରାମପୁର ସ୍ଥିତ ଦୁଇଗୋଟି ଢ଼ାବାରେ ଚଢ଼ାଉ କରି ବିପୁଳ ପରିମାଣର…
Read More...

ସନ୍ଥ ଶିରୋମଣି ଗୁରୁ ରବିଦାସଙ୍କ ୬୪୭ ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ

ଭବାନୀପାଟଣା ସଦର, (ନିକୁଞ୍ଜ ଚଲାନ) : ଶାନ୍ତି, ପ୍ରେମ, କରୁଣା ଓ ସମସ୍ତ ମାନବ ସମାଜର କଲ୍ୟାଣ ନିମନ୍ତେ ସନ୍ଦେଶ ପ୍ରଦାନ କରିଥିବା ସନ୍ଥ ଶିରୋମଣି ଗୁରୁ ରବିଦାସଙ୍କ ୬୪୭ ତମ ଜନ୍ମଦିନ ମହାସମାରୋହରେ ଭବାନୀପାଟଣା ଟାଉନ ହଲ୍‌ଠାରେ ପାଳିତ ହୋଇଯାଇଛି । ଆୟୋଜକ ଗୁରୁ ରବିଦାସ ଚମାର ସମାଜ ସେବା…
Read More...