୨୩ତମ ଜାତୀୟ ସବ୍ ଜୁନିୟର ଉଷୁ ପ୍ରତିଯୋଗିତାରେ ଓଡିଶା ଦଳରେ ବଲାଙ୍ଗିରରୁ ସୁହାନୀ ଗୁରହାଣ୍ଡି ମନୋନୀତ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚଳିତ ମାସ ୨୬ରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଜାମ୍ମୁଠାରେ ହେବାକୁ ଥିବା ୨୩ତମ ଜାତୀୟ ଉଷୁ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ସର୍ବମୋଟ ୪୬ ଜଣ ବାଳକ, ବାଳିକା ଆସନ୍ତା ୨୪ ତାରିଖଖୁ ଟାଟା ନଗର ଠାରୁ ଯାତ୍ରା ଆରମ୍ଭ କରିବେ ।!-->…
Read More...
Read More...