Yearly Archives

2024

ପୋଲିସକୁ ଦେଖି ୟୁଟର୍ନ ନେବା ହେଲା କାଳ

ଭୁବନେଶ୍ୱର : ପୋଲିସକୁ ଦେଖି ୟୁଟର୍ନ ନେବା ହେଲା କାଳ । ରଙ୍ଗ୍‌ ରୁଟ୍‌ରେ ଯିବାବେଳେ ଚାପିଦେଲା ଟ୍ରକ । ଭୁବନେଶ୍ୱରର ପଟିଆ ରାସ୍ତାରେ ଘଟିଛି ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏପର୍ଯ୍ୟନ୍ତ ବାଇକ ଆରୋହୀଙ୍କ ପରିଚୟ…
Read More...

ମୋଦିଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଦି ଡ୍ରୁକ୍ ଗ୍ୟାଲପୋ’

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଦି ଡ୍ରୁକ୍ ଗ୍ୟାଲପୋ'ରେ ସମ୍ମାନିତ କରାଯାଇଛି । ଭୁଟାନର ରାଜା ଜିଗ୍‌ମେ ଖେସର୍‌ ନାମଗ୍ୟେଲ ୱାଙ୍ଗଚୁକ୍‌ ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଏଭଳି ସମ୍ମାନ ପାଇବାରେ…
Read More...

ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ

ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି ପୋଲିସ ଶୁକ୍ରବାର ମଧ୍ୟରାତ୍ରିରେ ଚଢ଼ାଉ କରି ଏକ ଗୋରୁ ବୋଝେଇ ପିକ୍‌ଅପ୍ ଭ୍ୟାନ୍ ଜବତ କରିଥିବା ସୂଚନା ମିଳିଛି । ପିକ୍‌ଅପ୍ ଭ୍ୟାନ୍‌ରୁ ୧୧ଟି ଗୋରୁ ଉଦ୍ଧାର ହୋଇଛନ୍ତି । ଘଟଣାସ୍ଥଳରୁ ଗୋରୁ ବେପାରୀ ଓ ଡ୍ରାଇଭର ଫେରାର୍ ହୋଇଯାଇଛନ୍ତି । ସୂଚନା…
Read More...

ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ସରିଲା

ପୁରୀ : ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ସରିଲା । ନାଟମଣ୍ଡପ ଫାଟ ମରାମତି ସହ ଷ୍ଟେନଲେସ୍ ଷ୍ଟିଲ୍ ଭାରା ଦେବା କାମ ଶେଷ ହୋଇଛି । ଏନେଇ ଏଏସ୍ଆଇ ପୁରୀ ସର୍କଲ ଅଧିକାରୀ ସୂଚନା ଦେଇଛନ୍ତି । ଏଥିସହ ଆଗକୁ ସୁଯୋଗ ମିଳିଲେ ରତ୍ନ ଭଣ୍ଡାର ମରାମତିକୁ ଗୁରୁତ୍ୱ ଦିଆଯିବ ବୋଲି ସେ ସ୍ପଷ୍ଟ…
Read More...

ବାଇକ ଧକ୍କାରେ ବୃଦ୍ଧ ମୃତ : ବାଇକ ଚାଳକ ଗୁରୁତର

ବିନିକା : ବିନିକା-ରାମପୁର ମୁଖ୍ୟ ରାସ୍ତା ସିଂହିଜୁବା ଠାରେ ଏକ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି । ମୃତକ ଜଣକ ହେଲେ ସିଂଘିଯୁବା ଗ୍ରାମର ଜବଦୁ ସାହୁ । ବିନିକା ଥାନା ସିଂଘିଯୁବା ଗ୍ରାମର ଜବଦୁ ନିକଟ ଗ୍ରାମରୁ ଗଙ୍ଗା ଭୋଜି ଖାଇ ନିଜ ଗ୍ରାମକୁ ଫେରୁଥିଲେ ।…
Read More...

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା କାର୍

ବାଲିପାଟଣା : ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଚଣାହଟ୍ଟା ରାଜରାସ୍ତାରେ କୃଷ୍ଣପୁର ବ୍ରିଜ ସନ୍ନିକଟରେ ଏକ ଚଳନ୍ତା କାର ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣାରେ ବିଦ୍ୟୁତ ଖୁଣ୍ଟ ଏବଂ କାର ଭାଙ୍ଗିରୁଜି ଚୂରମାର ହୋଇଯାଇଥିବା ଦେଖିବାକୁ…
Read More...

ବିଶ୍ୱ ପାଣିପାଗ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲୁଏମ୍‌ଓ) ୧୯୫୦ ମସିହାରେ ବିଶ୍ୱ ପାଣିପାଗ ବିଜ୍ଞାନ ଦିବସ ପ୍ରତିଷ୍ଠା କରିଥିଲା । ପାଣିପାଗ ଏବଂ ଜଳବାୟୁ ପରିବର୍ତ୍ତନର ପୂର୍ବାନୁମାନ କରିବାରେ ସାହାର୍ଯ୍ୟ କରିବା ପାଇଁ ୨୩ ମାର୍ଚ୍ଚ ୨୯୫୦ରେ ଏହି ଦିନ ପ୍ରଥମେ ଘୋଷଣା…
Read More...

କାଳୀ ବାବାଙ୍କ କଳା କାର୍‌ନାମା : ଜେଲ ଗଲେ ଠକ ତାନ୍ତ୍ରିକ ମିତ୍ରଭାନୁ ଭୁଏ

ପାଟଣାଗଡ଼, (ଅଶୋକ କୁମାର ବାଗ) : କାଳୀ ବାବାଙ୍କ କଳା କାର୍‌ନାମା । ପୋଲିସ ହାତରେ ବନ୍ଧା ହେଲେ, ଜେଲ୍‌ ଗଲେ ଠକ ତାନ୍ତ୍ରିକ ମିତ୍ରଭାନୁ ଭୁଏ । ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ସୁନାମୁଦୀର ଆତ୍ମାଘୋଷିତ କାଳୀ ବାବା ମିତ୍ରଭାନୁ ଭୁଏଙ୍କ ଠକ କାର୍‌ନାମା ଜଣାପଡ଼ିବା ପରେ ଜେଲ ପଠାଇଛି…
Read More...

ଗାଧୋଇବା ପାଇଁ ଯାଇଥିବା ବେଳେ ପାଣିରେ ବୁଡି ଯୁବକ ମୃତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍‌ ଭରସୂଜା ଗ୍ରାମ ପଂଚାୟତ ପିପିଲିପାଲୀ ଗ୍ରାମ ନିକଟସ୍ଥ କୁଲାରୀ ଯୋରର ବିସର ଘାଟରେ ଗ୍ରାମର ସୁଶାନ୍ତ ପୋଢ ବୟସ (୨୫) ଗାଧୋଇବା ପାଇଁ ଯାଇଥିବା ବେଳେ ପାଣିରେ ବୁଡି ମୃତ୍ୟୁ ହୋଇଥିବା ମୃତ ସୁଶାନ୍ତ ପୋଢଙ୍କ ବାପା ରୂପା…
Read More...

ସମ୍ୱିତ୍ ନାହାକଙ୍କ ୪ର୍ଥ ଜନ୍ମ ବାର୍ଷିକ ଅବସରରେ ରକ୍ତଦାନ ଶିବିର ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରରେ ଶିଶୁ ସମ୍ବିତ୍‌ର ଜନ୍ମଦିନ ଅବସରରେ ଗୁରୁବାର ଏକ ରକ୍ତଦାନ ଶିବିରର ଆୟୋଜନ ହୋଇଯାଇଛି । ନାହାକ ପରିବାର ତରଫରୁ ସୁଶାନ୍ତ ନାହାକ ଓ ସୁମିତ୍ରା ନାହାକଙ୍କ ପୁତ୍ର ସମ୍ବିତ୍…
Read More...