pakka

ମୋଦିଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଦି ଡ୍ରୁକ୍ ଗ୍ୟାଲପୋ’

bbehera

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଦି ଡ୍ରୁକ୍ ଗ୍ୟାଲପୋ’ରେ ସମ୍ମାନିତ କରାଯାଇଛି । ଭୁଟାନର ରାଜା ଜିଗ୍‌ମେ ଖେସର୍‌ ନାମଗ୍ୟେଲ ୱାଙ୍ଗଚୁକ୍‌ ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଏଭଳି ସମ୍ମାନ ପାଇବାରେ ମୋଦି ହେଉଛନ୍ତି ପ୍ରଥମ ବିଦେଶୀ ରାଷ୍ଟ୍ରନେତା । ଭାରତ-ଭୂଟାନ ସମ୍ପର୍କରେ ଉନ୍ନତି ଏବଂ ଭୁଟାନ ଓ ସେଠାକାର ଦେଶବାସୀଙ୍କ ପାଇଁ ଉଲ୍ଲେଖନୀୟ ସେବା କରିଥିବାରୁ ମୋଦିଙ୍କୁ ଏହି ସମ୍ମାନ ମିଳିଛି ।

Leave A Reply

Your email address will not be published.

3 × 1 =