Yearly Archives

2024

ହୋଲିରେ ମସ୍‌ଗୁଲ୍‌ ରାଜନେତା କନକ ବର୍ଦ୍ଧନ ସିଂହଦେଓ : କର୍ମୀ, ସମର୍ଥକ ଓ ସାଧାରଣ ଲୋକଙ୍କ ସହ ଖେଳିଲେ ହୋଲି

ପାଟଣାଗଡ଼, (ଅଶୋକ କୁମାର ବାଗ) : କିଛିଦିନ ପରେ ନିର୍ବାଚନ । ନେତା ଏବେ କର୍ମୀଙ୍କ ସହଯୋଗ କାମନାରେ ଲାଗିଛନ୍ତି । ହୋଲି ଅବସରରେ ନେତାମାନେ କର୍ମୀଙ୍କୁ ନେଇ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରି କର୍ମୀଙ୍କ ଉତ୍ସାହ ବୃଦ୍ଧି କରୁଛନ୍ତି । ତେବେ ପାଟଣାଗଡରୁ ଭାରତୀୟ ଜନତା ପାର୍ଟିରୁ ଲୋକସଭା…
Read More...

ହୋଲିରେ ଅଘଟଣ : ଡଙ୍ଗରପଡ଼ା ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଝିଅ ମୃତ, ମା’ ଗୁରୁତର, ବାପା ଦାଦନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲାରେ ସମସ୍ତେ ହୋଲିରେ ମସ୍‌ଗୁଲ ଥିବା ବେଳେ ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଡଙ୍ଗରପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ବିଷାକ୍ତ କଲେର୍‌ ସାପ କାମୁଡି ଦେବାରୁ ଜଣେ ୪ବର୍ଷର ଛୋଟ ଝିଅର ମୃତ୍ୟୁ ଘଟିଥିବା ବେଳେ…
Read More...

ହୋଲି ଖେଳୁଥିବା ବେଳେ ପୁଅକୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ନେଇ ମହିଳା ବଲାଙ୍ଗିର ଟାଉନ୍‌ ଥାନାର ଦ୍ୱାରସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ହୋଲି ଖେଳୁଥିବା ବେଳେ ପୁଅକୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ନେଇ ବଲାଙ୍ଗିର ଟାଉନ୍‌ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ ମହିଳା । ସଂପୃକ୍ତ ମହିଳା ଜଣକ ହେଉଛନ୍ତି ବଲାଙ୍ଗିର ରୁଗୁଡ଼ିପଡ଼ା ଅଧୀନସ୍ଥ ନାଲଖଣ୍ଡିପଡ଼ା ନିବାସୀ ଗାୟତ୍ରୀ ଚନ୍ଦନ । ସେ…
Read More...

ଖୁସିର ପର୍ବ ହୋଲି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ହୋଲି ହେଉଛି ଏକ ମହତ୍ୱପୂର୍ଣ୍ଣ ପର୍ବ, ରଙ୍ଗ, ପ୍ରେମ ଓ ବସନ୍ତର ପର୍ବ ହୋଲି । ଏହା ଫାଲ୍‌ଗୁନ ପୂର୍ଣ୍ଣିମା ପରଦିନ ଏହି ଉତ୍ସବ ପାଳନ କରାଯାଏ । ରଙ୍ଗର ପାର୍ବଣ ମଧ୍ୟରେ ସମଗ୍ର ଭାରତ ବର୍ଷର ନିଚ୍ଛକ ଛବିକୁ ଚିତ୍ରିତ କରିଥାଏ । ହୋଲି ଏକ ପର୍ବ…
Read More...

ଘର ସାମ୍ନାରେ ଥିବା ବାଇକ୍‌ ଜାଳି ଦୁର୍ବୃତ୍ତ ଫେରାର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସୁଦପଡ଼ାରେ ଆଜି ଅପରାହ୍ନ ୪ଟା ସମୟରେ ଘଟିଛି ଏକ ଅଭାବନୀୟ ଘଟଣା । ସୁଦପଡ଼ା ନିବାସୀ ଏସ୍‌. କେ. ଫରିଦ୍‌ ଇସ୍‌ଲାମ୍‌ ନାମକ ଜଣେ ବ୍ୟକ୍ତି ନିଜ ଘର ସାମ୍ନାରେ ନିଜ ସିଡ଼ି ଡିଲକ୍ସ ହିରୋହୋଣ୍ଡା ବାଇକ୍‌ ରଖି ଘର ଭିତରେ ଥିଲେ । ଏତିକି ବେଳେ କେହି…
Read More...

ଯେଉଁ ମାନଙ୍କ ହାତରେ ଏତେ ସମୟ ଧରି ବ୍ୟବସ୍ଥା ରହିଲା, ସେମାନେ କଲେ କ’ଣ ? : ଧର୍ମେନ୍ଦ୍ର

ସମ୍ବଲପୁର, (କେପିଏନ୍‌ଏସ୍‌) : ହୀରାକୁଦରେ ଝାଡ଼ାବାନ୍ତି ବ୍ୟାପୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୀମ୍‌ସାର ମେଡ଼ିକାଲ୍‌କୁ ଯାଇ ରୋଗୀଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଛନ୍ତି । ସେ କହିଛନ୍ତି ଯେ, ମାର୍ଚ୍ଚ ମାସରେ ଝାଡ଼ାବାନ୍ତି ବ୍ୟାପିବା ଚିନ୍ତାଜନକ…
Read More...

ଅଂକୁର ସାହିତ୍ୟ ସଂସଦ ବଲାଙ୍ଗିର ତରଫରୁ ବହୁଭାଷାଭାଷୀ କବିତା ଆସର ଫଗୁଣର ମଧୁ ମୂର୍ଚ୍ଛନା ଓ ହରିହର ଭେଟ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ଫଗୁଣ ପୂର୍ଣ୍ଣିମା ଅବସରରେ ଅଂକୁର ସାହିତ୍ୟ ସଂସଦ ବଲାଙ୍ଗିର ତରଫରୁ ବହୁଭାଷାଭାଷୀ କବିତା ଆସର ଫଗୁଣର ମଧୁ ମୂର୍ଚ୍ଛନା ଓ ହରିହର ଭେଟ କାର୍ଯ୍ୟକ୍ରମ ସ୍ଥାନୀୟ ଟିକ୍ରାପଡା ଦଧିବାମନ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି…
Read More...

ହାଇୱା ଟ୍ରକ ଅଟକାଇ ଡ୍ରାଇଭରଙ୍କଠୁ ମୋବାଇଲ ଓ ଜେକ୍‌ ମେସିନ ଲୁଟ୍‌

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଖପ୍ରାଖୋଲ ଧଣ୍ଡାମୁଣ୍ଡା ହରିଶଙ୍କର ଛକ ନିକଟରେ କିଛି ଦୁର୍ବୃତ୍ତ ହାଇୱା ଟ୍ରକକୁ ଅଟକାଇ ଡ୍ରାଇଭରଙ୍କ ମରଣାନ୍ତକ ଆକ୍ରମଣ କରି ଲୁଟ୍‌ କରିଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ, ଶନିବାର ରାତି ୧୨ଟା ସମୟରେ…
Read More...

ଗାଁଠୁ ସହର ସବୁଠି ଲାଗିଲା ହୋଲିର ରଙ୍ଗ : ଉତ୍ସାହ ଉଦ୍ଦୀପନାର ସହ ପାଳିତ ହେଲା ହୋଲି ପର୍ବ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆଜି ରଙ୍ଗର ପର୍ବ ହୋଲି । ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସନ୍ତି । ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ । ଗାଁଠୁ ସହର ସବୁଠି ଚାଲିଥିଲା ରଙ୍ଗର ଖେଳ । ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ଦର୍ଶାଇବାର ଏହି ରଙ୍ଗ ଖେଳ ଏକ…
Read More...

ଜାତୀୟ ବିଜ୍ଞାନ ପ୍ରଶଂସା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମାର୍ଚ୍ଚ ୨୬ ତାରିଖ ଜାତୀୟ ବିଜ୍ଞାନ ପ୍ରଶଂସା ଦିବସ । ଆଧୁନିକ ବିଜ୍ଞାନ ଏତେ କମ୍ ସମୟ ମଧ୍ୟରେ ବହୁତ ବଦଳିଛି । 'ଜାତୀୟ ବିଜ୍ଞାନ ପ୍ରଶଂସା ଦିବସ' ପାଳନର ଉଦ୍ଦେଶ୍ୟ ହେଉଛି ବିଜ୍ଞାନ ଦ୍ୱାରା ମାନବ ସମାଜ ଯେଭଳି ଉପକୃତ ହେଉଛି ସେ ବିଷୟରେ ଚର୍ଚ୍ଚା…
Read More...