pakka

ଯେଉଁ ମାନଙ୍କ ହାତରେ ଏତେ ସମୟ ଧରି ବ୍ୟବସ୍ଥା ରହିଲା, ସେମାନେ କଲେ କ’ଣ ? : ଧର୍ମେନ୍ଦ୍ର

bbehera

ସମ୍ବଲପୁର, (କେପିଏନ୍‌ଏସ୍‌) : ହୀରାକୁଦରେ ଝାଡ଼ାବାନ୍ତି ବ୍ୟାପୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୀମ୍‌ସାର ମେଡ଼ିକାଲ୍‌କୁ ଯାଇ ରୋଗୀଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଛନ୍ତି । ସେ କହିଛନ୍ତି ଯେ, ମାର୍ଚ୍ଚ ମାସରେ ଝାଡ଼ାବାନ୍ତି ବ୍ୟାପିବା ଚିନ୍ତାଜନକ ବିଷୟ । ସେ ପ୍ରଶ୍ନ କରିଛନ୍ତି ଯେ, ଯେଉଁ ମାନଙ୍କ ହାତରେ ଏତେ ସମୟ ଧରି ବ୍ୟବସ୍ଥା ରହିଲା, ସେମାନେ କଲେ କ’ଣ ? ।

Leave A Reply

Your email address will not be published.

13 − 7 =