Yearly Archives

2024

ନିରାଡ଼ମ୍ବର ଭାବେ ଉତ୍କଳ ଦିବସ ପାଳନ ଆସନ୍ତା ଏପ୍ରିଲ ୧ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ଦିବସ ପାଳନ ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ପୂର୍ବସୁରୀ ଓ ମହାମନିଷୀ ମାନଙ୍କ ଆପ୍ରାଣ ଉଦ୍ୟମ ଫଳରେ ଆମେ ୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଆମ ଓଡ଼ିଆ ଭାଷାକୁ ନେଇ ସ୍ୱତନ୍ତ୍ର ପ୍ରଦେଶ ଓଡ଼ିଶା ଗଠନ କରାଯାଇଥିଲା । ଯାହା…
Read More...

ବସ୍‌ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦୁଇ ମୃତକଙ୍କ ପରିଚୟ ମିଳିଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର - ସୋନପୁର ୫୭ ନମ୍ବର ଜାତୀୟ ରାଜପଥ ଭଦ୍ରାପାଲି ଛକ ପାଖରେ ଆଜି ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨ ଜଣ ଯୁବକ ବେଦାନ୍ତରେ ଚାକିରି କରୁଥିବା ବେଳେ ସେମାନେ ସୁବଳୟାରୁ ବାହାରି ବାଇକ୍‌ ଯୋଗେ ଲାଂଜିଗଡ଼ ଅଭିମୁଖେ ଯାଉଥିଲେ ।…
Read More...

କୋରାପୁଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା : ୧ ମୃତ, ୨ ଆହତ

କୋରାପୁଟ : କୋରାପୁଟରେ ଘଟିଛି ଏକ ଅଭାବନୀୟ ଘଟଣା । ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଥିବା ଜଣା ପଡିଛି । ଏପର୍ଯ୍ୟନ୍ତ ଆହତଙ୍କ ପରିଚୟ ମିଳିନାହିଁ । ଦୁର୍ଘଟଣାଟି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଚିକାମ୍ବ ପଂଚାୟତର ଗଦଳା ଗାଁ…
Read More...

ହୋଲି ଖେଳିସାରି ଗାଧୋଉ ଥିଲେ ଯୁବକ : କେନାଲରେ ବୁଡ଼ି ପ୍ରାଣ ହରାଇଲେ

ସମ୍ବଲପୁର : ହୋଲି ଖେଳିସାରି ଗାଧୋଉଥିବା ବେଳେ କେନାଲରେ ବୁଡ଼ି ମଙ୍ଗଳବାର ଦିନ ଅପରାହ୍ନରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଜଣକ ପୃଥ୍ୱୀରାଜ ବେହେରା ବୋଲି ଜଣା ପଡିଛି । ସେ ଚାଉଁରପୁର ମୁଣ୍ଡଘାଟ ନିକଟରେ ଥିବା କେନାଲକୁ ଗାଧୋଇବା ପାଇଁ ଯାଇଥିଲେ । ଗାଧୋଉଥିବା…
Read More...

ବସ୍‌ ଧକ୍କା ୨ ଜଣ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର - ସୋନପୁର ୫୭ ନମ୍ବର ଜାତୀୟ ରାଜପଥ ଭଦ୍ରାପାଲି ଛକ ପାଖରେ ଆଜି ଭୋର୍‌ ବେଳକୁ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଓଏସ୍‌ଆର୍‌ଟିସି ବସ୍‌ ବଲାଙ୍ଗିର ପଟୁ ଯିବା ବେଳେ ଧକ୍କା ଦେଇଥିବା କୁହାଯାଉଥିବା ବେଳେ ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ…
Read More...

ଡେଲାଙ୍ଗରେ ଆଠଦେଶ ଠାକୁରଙ୍କ ଦୋଳଯାତ୍ରା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଧ୍ୟତ୍ମିକ ଚେତନରେ ପର୍ଯ୍ୟବସିତ ଏହି ଗଣପର୍ବ ହୋଲି ଓ ଦୋଳଯାତ୍ରାର ସାଂସ୍କୃତିକ କାର୍ଯ୍ୟକ୍ରମ ମାନବ ସମାଜକୁ ପ୍ରଭାବିତ କରିଥିବାରୁ ଓଡିଆ ଜନଜୀବନରେ ବସନ୍ତ ଋତୁରେ ପ୍ରମେମୟ ମହାପ୍ରଭୁ ଶ୍ରୀକୃଷ୍ଣ ଓ ପ୍ରାଣପ୍ରିୟା ରାଧାଙ୍କୁ ଦୋଳ ଶୋଭାଯାତ୍ରା…
Read More...

ବିଶ୍ୱ ଥିଏଟର୍‌ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ଥିଏଟର୍‌ ଦିବସ ଆମ ଜୀବନରେ ଥିଏଟର୍‌ର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୭ରେ ବିଶ୍ୱ ଥିଏଟର୍‌ ଦିବସ ପାଳନ କରାଯାଏ । ଏହା ଏକ କଳା ପ୍ରଦର୍ଶନ ଅଟେ ଯେଉଁଥିରେ ଜୀବନ୍ତ କଳାକାର, ଅଭିନେତ୍ରୀ, ଏବଂ ଆହୁରି…
Read More...

ସମ୍ବଲପୁରରେ ଫୁଟିଲା ବୋମା

ସମ୍ବଲପୁର : ସମ୍ବଲପୁରରେ ଫୁଟିଛି ବୋମା । ଏଭଳି ଏକ ଖବର ଅଞ୍ଚଳରେ ଚହଳ ସୃଷ୍ଟି କରିଛି । ସୂଚନା ଅନୁସାରେ ପୀରବାବା ଛକ ନିକଟରେ ବୋମାମାଡ଼ ହୋଇଛି । ତେବେ ଏକ ବୁଲେଟ୍‌ ଉପରକୁ ଦୁର୍ବୃତ୍ତ ବୋମା ଫିଙ୍ଗିଥିବା କୁହାଯାଇଛି । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଲାଗିରହି ଥିବା ବେଳେ ଘଟଣା ସ୍ଥଳକୁ…
Read More...

ଭାଲୁପାଲିରେ ନିଆରା ଢଙ୍ଗରେ ହୋଲି ଉତ୍ସବ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକର ଭାଲୁପାଲି ଗ୍ରାମରେ ପବିତ୍ର ହୋଲି ଉତ୍ସବ ନିଆରା ଢଙ୍ଗରେ ଅନୁଷ୍ଠିତ ହୋଇଥିବା ବେଳେ ଏହି ଦିନ ଗ୍ରାମର ସମସ୍ତ ଯୁବଗୋଷ୍ଠୀ ପ୍ରାକୃତିକ ମାଟି (ଉଇ ହୁଙ୍କା ମାଟି, ଗୋଲାପ ଜଳ, ମୁଲତାନୀ ମାଟି, ନିମ୍ବପତ୍ର, ହଳଦୀ,…
Read More...

ନବପ୍ରଭା ଖୁଲା ଆଶ୍ରୟସ୍ଥଳୀରେ ଅନ୍ତେବସୀଙ୍କ ସହ ହୋଲି ଖେଳିଲେ ହେଲ୍‌ପିଙ୍ଗ ହେଲ୍‌ପ୍‌ଲେସ୍‌ ପିପୁଲ୍ ଫାଉଣ୍ଡେସନ୍‌

ଖଡିଆଳ, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଗଡ଼ରାମୁଣ୍ଡା ଗ୍ରାମ ସ୍ଥିତ ନବପ୍ରଭା ଖୁଲା ଆଶ୍ରୟସ୍ଥଳୀରେ ହେଲ୍‌ପିଙ୍ଗ ଫର୍ ହେଲ୍‌ପ୍‌ଲେସ୍‌ ପିପୁଲ୍ ଫାଉଣ୍ଡେସନ ତରଫରୁ ରଙ୍ଗର ପର୍ବ ହୋଲି ଖେଳିଛନ୍ତି । ରଙ୍ଗର ପର୍ବ ହୋଲି ପର୍ବ ପାଳନ କରିଥିବା ବେଳେ ଅନ୍ତେବାସୀଙ୍କ ମୁଁହରେ ହସ…
Read More...