pakka

ହୋଲି ଖେଳିସାରି ଗାଧୋଉ ଥିଲେ ଯୁବକ : କେନାଲରେ ବୁଡ଼ି ପ୍ରାଣ ହରାଇଲେ

bbehera

ସମ୍ବଲପୁର : ହୋଲି ଖେଳିସାରି ଗାଧୋଉଥିବା ବେଳେ କେନାଲରେ ବୁଡ଼ି ମଙ୍ଗଳବାର ଦିନ ଅପରାହ୍ନରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଜଣକ ପୃଥ୍ୱୀରାଜ ବେହେରା ବୋଲି ଜଣା ପଡିଛି । ସେ ଚାଉଁରପୁର ମୁଣ୍ଡଘାଟ ନିକଟରେ ଥିବା କେନାଲକୁ ଗାଧୋଇବା ପାଇଁ ଯାଇଥିଲେ । ଗାଧୋଉଥିବା ବେଳେ କେନାଲର ସୁଅରେ ଭାସିଯାଇଥିଲେ ।

Leave A Reply

Your email address will not be published.

2 × 1 =