pakka

ସମ୍ବଲପୁରରେ ଫୁଟିଲା ବୋମା

bbehera

ସମ୍ବଲପୁର : ସମ୍ବଲପୁରରେ ଫୁଟିଛି ବୋମା । ଏଭଳି ଏକ ଖବର ଅଞ୍ଚଳରେ ଚହଳ ସୃଷ୍ଟି କରିଛି । ସୂଚନା ଅନୁସାରେ ପୀରବାବା ଛକ ନିକଟରେ ବୋମାମାଡ଼ ହୋଇଛି । ତେବେ ଏକ ବୁଲେଟ୍‌ ଉପରକୁ ଦୁର୍ବୃତ୍ତ ବୋମା ଫିଙ୍ଗିଥିବା କୁହାଯାଇଛି । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଲାଗିରହି ଥିବା ବେଳେ ଘଟଣା ସ୍ଥଳକୁ ଏସ୍‌ପି ଓ ଉତ୍ତରାଞ୍ଚଳ ଡିଆଇଜି ପହଞ୍ଚିଥିବା ଜଣା ପଡ଼ିଛି ।

Leave A Reply

Your email address will not be published.

thirteen − one =