Yearly Archives

2024

ଅଂଶୁଘାତରେ ହୋମଗାର୍ଡଙ୍କ ମୃତ୍ୟୁ

ନୂଆପଡ଼ା, (ନିରାକାର ମେହେର) : ସଦର ବ୍ଲକ ଖରିଆର ରୋଡ୍‌ ଜୋଙ୍କ ଥାନା ବଳୋଦା ଗାଁର ହୋମଗାର୍ଡ ଶତୃଘ୍ନ ରାଉତ (୪୭)ଙ୍କ ଅଂଶୁଘାତରେ ମୃତ୍ୟୁ ଘଟିଥିବାବା ଅଭିଯୋଗ ହୋଇଛି । ଶତୃଘ୍ନ ଗତ ୧୫ ବର୍ଷ ହେବ ନୂଆପଡା ଜିଲାରେ ହୋମଗାର୍ଡ ଭାବେ କାର୍ଯ୍ୟରତ ଥିଲେ । ନୂଆପଡ଼ା ଜିଲ୍ଲାରେ ନିର୍ବାଚନ…
Read More...

ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳ : ଜିଲ୍ଲାରେ ଦ୍ୱିତୀୟ ସ୍ଥାନରେ ସୁନୀଲ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାରେ ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ଶ୍ରୀ ଏଜୁକେସନର ଛାତ୍ର ସୁନୀଲ କୁମାର ସାହୁ । ସେ ଏହି ପରୀକ୍ଷାରେ ୫୪୪(୯୧%) ମାର୍କ ରଖି ଜିଲ୍ଲାରେ ଦ୍ୱିତୀୟ ହେବାର ଗୌରବ ଆଣିଛନ୍ତି । ସୁନୀଲଙ୍କ ଘର କେସିଙ୍ଗା ବ୍ଲକ…
Read More...

ବାଙ୍କେଲ ସମଲେଶ୍ଵରୀ ଶିଶୁ ମନ୍ଦିରରେ ଚାଲିଥିବା ଗୁରୁଜୀ, ଗୁରୁମାଙ୍କ ସାମୁହିକ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ବାଙ୍କେଲ ଉଚ୍ଚ ବିଦ୍ୟାଳୟଠାରେ ସମଲେଶ୍ଵରୀ ଶିଶୁ ମନ୍ଦିର, ବାଙ୍କେଲ ଆନୁକୁଲ୍ୟରେ ସମଲେଶ୍ଵରୀ ଶିକ୍ଷା ଓ ସେବା ସଂସ୍ଥାନ, ଓଡ଼ିଶା ତରଫରୁ ମେ ୨୧ ତାରିଖରୁ ମେ ୨୬ ତାରିଖ ପର୍ଯ୍ୟନ୍ତ ୬ ଦିନ ଧରି…
Read More...

ପରମ୍ପରା ବଜାୟ ରଖିଲା ସିଏନ୍‌ସି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପ୍ରକାଶ ପାଇଥିବା +୨ ବାଣିଜ୍ୟ ଫଳାଫଳ ଅନୁଯାୟୀ ଚଳିତ ବର୍ଷ ମଧ୍ୟ ପରମ୍ପରା ବଜାୟ ରଖିଲା ସିଏନ୍‌ସି । ଅଂଶୁମାନ ମହାରଣା ୯୩.୧୭%(୫୫୯) ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ୮୫% ଉର୍ଦ୍ଧ୍ୱରେ ୧୨ ଜଣ , ୮୦% ରୁ ଉର୍ଦ୍ଧ୍ୱରେ ୨୧ ଜଣ ସ୍ଥାନ ପାଇଛନ୍ତି…
Read More...

୩,୫୦,୦୦୦ହଜାର ଟଙ୍କାର କଫ୍‌ ସିରଫ୍‌ ଜବତ : ୩ ଜଣ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିପୁଳ ପରିମାଣରେ ୨ଟି ବ୍ରାଣ୍ଡର କଫ୍‌ ସିରଫ୍‌ ଜବତ କରିବା ସହ ତିନି ଜଣ କଫ୍‌ ସିରଫ୍‌ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି ବଲାଙ୍ଗିର ପୋଲିସ ବୋଲି ଟାଉନ୍‌ ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡ଼ିପିଓ ପ୍ରଦୀପ ସାହୁ କହିଛନ୍ତି ।…
Read More...

ଜେଏସ୍‌ଏମ୍ କଲେଜ୍ +୨ ବାଣିଜ୍ୟର ଫଳାଫଳରେ ଶତପ୍ରତିଶତ ସଫଳତା ହାସଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ଜେଏସ୍‌ଏମ୍ କଲେଜ ତାଙ୍କର ଅଧ୍ୟୟନ ଏବଂ କାର୍ଯ୍ୟକଳାପ ହେତୁ ବଲାଙ୍ଗିର ଜିଲ୍ଲାର ନମ୍ୱର ୧ ବାଣିଜ୍ୟ କଲେଜ ଭାବରେ ଛିଡା ହୋଇଆସିଛି । ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ କଲେଜର ସମସ୍ତ ଛାତ୍ରଛାତ୍ରୀମାନେ ଉତ୍ତମ ନମ୍ୱର ରଖି +୨ ବାଣିଜ୍ୟ ୨୦୨୪…
Read More...

ମାଟ୍ରିକ୍‌ ପରୀକ୍ଷାରେ ଲୋଇସିଂହା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସଫଳତା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଚଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଲୋଇସିଂହା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତା ହାସଲ କରିଥିବା ଜଣାପଡିଛି । ସୁଶ୍ରୀ ପ୍ରତୀକ୍ଷାରାଣୀ ପଧାନ, ତୁଲସା କିଶାନ ଓ ସିମରନ୍ ସାହୁ ଏ-୧ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ…
Read More...

ମ.ରାମପୁର ବ୍ଲକ ଟପ୍ପର ଛାତ୍ରୀ ଇସିସ୍ମିତା ବିଶ୍ଵାଳ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକରେ ମାଟ୍ରିକ ଟପ୍ପର ହୋଇଛନ୍ତି ଇସିସ୍ମିତା ବିଶ୍ୱାଳ । ପିତା - ରବିଚନ୍ଦ୍ର ବିଶ୍ୱାଳ ଓ ମାତା - ପଦ୍ମାବତୀ ବିଶ୍ୱାଳ । ୬୦୦ରୁ୪୯୨ (୮୨%) ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ଇସିସ୍ମିତା । ସେ ମ.ରାମପୁର ବ୍ଲକ ଅଲାତରା…
Read More...

ଜେଆଇଟିଏମ୍‌ ଏଚ୍‌ଏସ୍‌ଏସ୍‌ ସିଏଚ୍‌ଏସ୍‌ଇ ଦ୍ୱାଦଶ ଶ୍ରେଣୀ ବିଜ୍ଞାନର ବୋର୍ଡ ପରୀକ୍ଷାର ଫଳାଫଳ ପ୍ରକାଶିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେଆଇଟିଏମ୍‌ ଏଚ୍‌ଏସ୍‌ଏସ୍‌ (ସେଞ୍ଚୁରିଅନ ବିଦ୍ୟାଳୟ) ସିଏଚ୍‌ଏସ୍‌ଇ ଦ୍ୱାଦଶ ଶ୍ରେଣୀ ବିଜ୍ଞାନର ବୋର୍ଡ ପରୀକ୍ଷାର ଫଳାଫଳ ଆଜି ଅପରାହ୍ନରେ ପ୍ରକାଶ ପାଇଛି । ପରୀକ୍ଷାଫଳ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ପାସ ହାର ୧୦୦% ରହିଛି । ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ…
Read More...

ପୁଲିସ ଏନ୍‌କାଉଣ୍ଟରରେ ୨ ନକ୍ସଲ ନିପାତ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ଏବେ ଅଶାନ୍ତ ହୋଇପଡ଼ିଛି । ଲଗାତାର ଛତିଶଗଡ଼ ପୁଲିସକୁ ନକ୍ସଲ ଦମନରେ ସଫଳତା ମିଳୁଛି । ଆଜି ନକ୍ସଲ ବନ୍ଦ ପାଳନ କରୁଥିବା ବେଳେ ଅନ୍ୟପଟେ ପୁଲିସ ଏନ୍‌କାଉଣ୍ଟରରେ ୨ ଜଣ ନକ୍ସଲ ମୃତ୍ୟୁବରଣ କରିଛନ୍ତି । ବିଶେଷ ସୂତ୍ରରୁ ଖବର ପାଇ ବିଜାପୁର…
Read More...