Yearly Archives

2023

ଦହିତା ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦହିତାଠାରେ ଦହିତା ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ଜନସମ୍ପର୍କ ଅଭିଯାନ ଓ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡିକ ବିଷୟରେ
Read More...

ଜନସମ୍ପର୍କ ଅଭିଯାନ ପାଇଁ ବିଜେପି ସର୍ଗିବାହାଲ ମଣ୍ଡଳସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମେ' ୩୦ରୁ ଜୁନ ୩୦ ପର୍ଯ୍ୟନ୍ତ ନରେନ୍ଦ୍ର ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନାଭିମୁଖୀ ଯୋଜନାଗୁଡିକୁ ଘରକୁ ଘର ପହଞ୍ଚାଇବା ପାଇଁ ସର୍ଗିବାହାଲ ମଣ୍ଡଳ ସଭାପତି ନିରାକାର ବରିହାଙ୍କ ସଭାପତିତ୍ୱରେ ଏକ ସଭା
Read More...

ନାବାଳିକାକୁ ଅପହରଣ ଘଟଣା : ମୁରିବାହାଲ ଆଇଆଇସିଙ୍କୁ ଦାବୀପତ୍ର ଦେଲା ବ୍ଲକ ଯାଦବ ମହାସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ସାଲେପଡା ଗାଁର ଜଣେ ନାବାଳିକା କଲେଜ ଛାତ୍ରୀକୁ ଅପହରଣ କରିବା ଘଟଣାରେ ପୋଲିସର ନିଷ୍କ୍ରିୟତାକୁ ନେଇ ଆଜି ମୁରିବାହାଲ ବ୍ଲକ ଯାଦବ ମହାସଭା ପକ୍ଷରୁ ବଲାଙ୍ଗିର ଏସ୍‌ପିଙ୍କ ଉଦ୍ଦେଶ୍ୟରେ ମୁରିବାହାଲ ଆଇଆଇସିଙ୍କ ଜରିଆରେ ଏକ
Read More...

ବଡଟିକା ଧରଣୀଧର ହାଇସ୍କୁଲର ପ୍ରଧାନ ଶିକ୍ଷକ ରୋହିତ କୁମାର ଭୋଇଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ବଡଟିକା ସ୍ଥିତ ଧରଣୀଧର ହାଇସ୍କୁଲର ପ୍ରଧାନ ଶିକ୍ଷକ ରୋହିତ କୁମାର ଭୋଇଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ହାଇସ୍କୁଲ ତରଫରୁ ଆୟୋଜିତ ଏହି ସମାରୋହରେ ଗ୍ରାମର ଗୌନ୍ତିଆ ଅଶୋକ ପଟେଲ, ଯୁବନେତା ଭୁବନେଶ୍ୱର ଧରୁଆ, ହେମନ୍ତ
Read More...

ଡାହାଣୀ ସନ୍ଦେହରେ ହତ୍ୟା, ନିର୍ଯାତନା ନିଷେଧକ ଆଇନ-୨୦୧୩ର କାର୍ୟ୍ୟକାରିତା ସମ୍ପର୍କିତ କାର୍ମଶାଳା

– ତୃଣମୂଳ ସ୍ତରରେ ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ଵାରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୂଲ୍ୟରେ ଡାହାଣୀ ସନ୍ଦେହରେ ହତ୍ୟା, ନିର୍ଯାତନା ନିଷେଧକ ଆଇନ -୨୦୧୩ର କାର୍ଯ୍ୟକାରିତା
Read More...

ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ

ତମାଖୁ ସେବନର କୁ-ପରିଣାମ ସମ୍ପର୍କରେ ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ଵାରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବଲାଙ୍ଗିର ଆନୁକୂଲ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ
Read More...

ସମବାୟ କ୍ଷେତ୍ରରେ କାର୍ଯ୍ୟକାରୀ ହେବ ବିଶ୍ୱର ସବୁଠୁ ବଡ଼ ଅନ୍ନ ଭଣ୍ଡାରଣ ଯୋଜନା

ଯୋଜନାର କାର୍ଯ୍ୟକାରିତା ପାଇଁ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି (ଆଇଏମସି) ଗଠନ ଏବଂ କ୍ଷମତା ଅର୍ପଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ନୂଆଦିଲ୍ଲୀ, (ପିଆଇବି) : ଦେଶରେ କାର୍ଯ୍ୟକାରୀ ହେବାକୁ ଯାଉଛି ‘‘ବିଶ୍ୱର ସବୁଠୁ ବଡ଼ ଅନ୍ନ ଭଣ୍ଡାରଣ ଯୋଜନା’’ । ଏହି ଯୋଜନାକୁ
Read More...

କାଳବୈଶାଖୀର ତାଣ୍ଡବ ଲୀଳା : କ୍ଷତିଗ୍ରସ୍ତଙ୍କୁ ସରକାରୀ ସହଯୋଗ ଦାବୀ

ତୁରେକେଲା, (କୈଳାଶ କୁମାର ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍ ତୁରେକେଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହୁଲବାହାଲି ଗାଁରେ କାଳବୈଶାଖୀର ତାଣ୍ଡବ ଲୀଳା ଦେଖିବାକୁ ମିଳିଛି । ଏଥିଯୋଗୁଁ ପହରିଆପଡ଼ାର ସହଦେବ ମାଝିଙ୍କ ଦୁଇ ବଖରା ସହ ପରଚିର ଆଡ୍‌ବେଷ୍ଟେଜ୍‌ ସବୁ ଭାଙ୍ଗି
Read More...

ଜୟଶ୍ରୀ କେମିକାଲସ୍‌ ୱାକର୍ସ ୟୁନିୟନର ବିଜୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ସହରରେ ଗଢ଼ି ଉଠିଥିବା ବହୁ ପୁରାତନ ଜୟଶ୍ରୀ କେମିକାଲସ୍‌ କମ୍ପାନୀର ଶ୍ରମିକ ସଂଗଠନର କର୍ମକର୍ତ୍ତା ନିର୍ବାଚନ ନିମନ୍ତେ ଭୋଟ ଗ୍ରହଣ ପୂର୍ବରୁ ହୋଇଥିଲା । ହାଇକୋର୍ଟ ଏହାକୁ କୌଣସି କାରଣରୁ ସ୍ଥଗିତାଦେଶ ଦେଇଥିଲେ । ପୁଣି ତାହାକୁ
Read More...

କର୍ଲାପିଟା ଗ୍ରାମରେ ୬୦ ଘର ଡୁମାଲ ସମାଜର ପିତୃମାତୃ ଚରଣ ବନ୍ଦନା କାର୍ଯ୍ୟକ୍ରମ ଓ ମନ୍ଥନ ସଭା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କର୍ଲାପିଟା ଗ୍ରାମରେ ଲେହେରୁ ମହାକୁରଙ୍କ ସଭାପତିତ୍ୱରେ ପିତୃମାତୃ ଚରଣ ବନ୍ଦନା ଓ ଗ୍ରାମ୍ୟ ମନ୍ଥନ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଆଇନଜୀବୀ ଜଗନ୍ନାଥ କରନ ଯୋଗ ଦେଇ ଜାତି ଆଧାରିତ ସମାଜରେ ସ୍ୱଚ୍ଛ
Read More...