Yearly Archives

2022

ପୁଣି ସଇଁତଲା ପୋଲିସକୁ ସଫଳତା : ବ୍ଲକ ଶିକ୍ଷା ବିଭାଗ ଅଫିସରୁ ଚୋରି ଘଟଣାରେ ୩ ଜଣ ନାବାଳକ ଅଭିଯୁକ୍ତ ଗିରଫ ସହ…

ସଇଁତଲା, (ପ୍ରମୋଦ କୁମାର ସେଲମା) : ଗତ ୧୩ ତାରିଖ ଦିନ ମାଇକ୍ରୋ ଫାଇନ୍ସସ କମ୍ପାନୀ କର୍ମଚାରୀଙ୍କ ଠାରୁ ଲୁଟପାଟ ଘଟଣାରେ ସଇଁତଲା ପୋଲିସକୁ ବଡ଼ ସଫଳତା ମିଳିଥିଲା । ଏଥିରେ ୭ ଜଣ ଅଭିଯୁକ୍ତ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ପୁଣି ବିଇଓ ଅଫିସରୁ ଚୋରି ଘଟଣାରେ ୩ ଜଣ ନାବାଳକଙ୍କୁ…
Read More...

ଜୁଲାଇ ୧ରୁ ନୂତନ ବସ ଟର୍ମିନାଲରୁ ଗଡ଼ିବ ଘରୋଇ ବସ୍‌ : ଘରୋଇ ବସ ମାଲିକ ସଂଘ

ପୌରାଞ୍ଚଳ ବସଷ୍ଟପରୁ ଲୋକେ ଶସ୍ତା ଓ ସୁବିଧାରେ ବସଷ୍ଟାଣ୍ଡକୁ ଯିବା ଆସିବା କରି ପାରିବେ ।ଅସୁବିଧା ଉପୁଜିଲେ ବସ ଧର୍ମଘଟ ଚେତାବନୀ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ୍ୟ ଦୃଷ୍ଟିରୁ ବହୁ ପ୍ରତୀକ୍ଷିତ ନୂତନ ବସ ଟର୍ମିନାଲକୁ ଆଗାମୀ ଜୁଲାଇ ୧ ତଥା…
Read More...

ଦିଲ୍ଲୀରେ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ମନ୍ତ୍ରୀ ଟୁକୁନି ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶାର ଗର୍ବ ଓ ଗୌରବ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ପତ୍ର ଦାଖଲ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ଦୁଇଜଣ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଶ୍ରୀମତୀ ଟୁକୁନି ସାହୁଙ୍କୁ ପ୍ରସ୍ତାବକ ପାଇଁ ଦିଲ୍ଲୀ ପଠେଇଥିବା ବେଳେ ଆଜି ମନ୍ତ୍ରୀ ଶ୍ରୀମତୀ…
Read More...

ମ.ରାମପୁର ଔଷଧ ବ୍ୟବସାୟୀ ସଂଘର ବୈଠକ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ମ.ରାମପୁର ଠାରେ ଔଷଧ ବ୍ୟବସାୟୀ ସଂଘ ସଦସ୍ୟଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ସଭାପତି ତଥା ପଶ୍ଚିମ ଓଡ଼ିଶା ସଂପାଦକ ଆଶୋକ କୁମାର ରାଉତ ଯୋଗ ଦେଇ ସଂଘର ଆଗାମୀ ଦିନର କାର୍ଯ୍ୟ…
Read More...

ପାଟଣାଗଡ଼ ବିଜେପି ପକ୍ଷରୁ ରାଜଖମାରରେ ଡା. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବିଜେପି ପକ୍ଷରୁ ରାଜଖମାରରେ ଠାରେ ଡା. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସ୍ମୃତିରେ ବଳିଦାନ ଦିବସ ପାଳିତ ହୋଇଯାଇଛି । ସାଂସଦ ସଂଗୀତା ସିଂଦେଓ ମୁଖ୍ୟ ଅତିଥି, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଥମେ…
Read More...

ବଲାଙ୍ଗିର ଜିଲ୍ଲାରେ ବର୍ଷା ଜଳ ଅମଳ ପାଇଁ ଅଭିନବ “ୟୁ ଆକୃତି ୱେୟାର” ନିର୍ମାଣ ନେଇ ଜିଲ୍ଲାପାଳଙ୍କ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ବର୍ଷା ଜଳ ଅମଳ ପାଇଁ ଅଭିନବ "ୟୁ ଆକୃତି ୱେୟାର" ନିର୍ମାଣ ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ତେବେ ଏହି ୟୁ ଆକୃତି ୱେୟାର" ନିର୍ମାଣ ଜଳ ଶକ୍ତି ଅଭିଯାନ ଅଧୀନରେ ଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବ ବଲାଙ୍ଗିର ଜିଲ୍ଲାର…
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଦ୍ରୌପଦୀ ମୁର୍ମୁ : ଆସନ୍ତାକାଲି ନାମାଙ୍କନପତ୍ର ଦାଖଲ କରିବେ

ନୂଆଦିଲ୍ଲୀ : ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏକ ଟୁଇଟ୍‌ରେ ଏହି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, “ଦ୍ରୌପଦୀ ମୁର୍ମୁ ଜୀଙ୍କୁ ସେ ଭେଟିଛନ୍ତି । ରାଷ୍ଟ୍ରପତି ପଦ…
Read More...

ମହାରାଷ୍ଟ୍ରର ରାଜନୈତିକ ସଙ୍କଟରେ ଟିଏମ୍‌ସିର ପ୍ରବେଶ, ମମତା ବାନାର୍ଜୀ କହିଲେ – ‘ବିଧାୟକମାନଙ୍କୁ…

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଏବେ ରାଜନୈତିକ ସଙ୍କଟ ଦେଖାଦେଇଛି । ଅନେକ ଶିବସେନା ବିଧାୟକ ସିଏମ୍ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଛନ୍ତି । ସମସ୍ତ ବିଦ୍ରୋହୀ ବିଧାୟକମାନେ ବର୍ତ୍ତମାନ ଗୁଆହାଟୀର ହୋଟେଲ ରେଡିସନ୍ ବ୍ଲୁରେ ରହିଛନ୍ତି । ବର୍ତ୍ତମାନ ଟିଏମ୍‌ସି ମଧ୍ୟ…
Read More...

ସରକାରୀ ବିଦ୍ୟାଳୟରେ ପଢ଼ାଇବା ବାହାନା କରି ଶିକ୍ଷକ ଛାତ୍ରୀମାନଙ୍କୁ ଅସଦାଚରଣ ପ୍ରଦର୍ଶନ କରୁଥିଲେ : ଯିବାକୁ ପଡ଼ିଲା…

ବାଲୋଦ : ଛତିଶଗଡର ବାଲୋଦ ଜିଲ୍ଲାର ଏକ ସ୍କୁଲରେ ଜଣେ ଶିକ୍ଷକଙ୍କ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି । ସେଠାରେ ଅଧ୍ୟୟନ କରୁଥିବା ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଛାତ୍ରୀଙ୍କ ଅଭିଯୋଗ ପରେ ଏହି ଘଟଣା ସାମ୍ନାକୁ ଆସିଛି । ବିଦ୍ୟାଳୟ ପରିଚାଳନା କମିଟି ଏବଂ ପୋଲିସ ନିକଟରେ ଏକ…
Read More...

ପାଇକମାଲରେ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଭାରତୀୟ ଜନତା ପାର୍ଟି ପାଇକମାଲ ମଣ୍ତଳ ତରଫରୁ ପାଇକମାଲଠାରେ ଡା ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି । ପାଇକମାଲ ମଣ୍ତଳ ସଭାପତି କୈଳାସ ଦିଶ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଦ୍ମପୁର ପୂର୍ବତନ…
Read More...