Yearly Archives

2022

ପୁଅକୁ ହାଣି ଆତ୍ମହତ୍ୟା କଲା ବାପା

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଫୋକଟପଡାରେ ପୁଅକୁ ହାଣି ଆତ୍ମହତ୍ୟା କଲା ବାପା । ଘଟଣାସ୍ଥଳରେ ନୂଆପଡ଼ା ଏସ୍‌ଡିପିଓ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ସୂଚନାନୁଯାୟୀ, ଧରମବନ୍ଧା ଥାନା ଫୋକଟପଡାର ନକୁଳ ରାଉତ ଓ ତାଙ୍କ ପୁଅ…
Read More...

ବଡବନ୍ଧ, କୁତୁର୍ଲା ଓ ସାରସମାଲ ପେକ୍ସ ସଭାପତି ନିର୍ବାଚିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ୧୨ଟି ପେକ୍ସରେ ନିର୍ଦ୍ଦେଶକ ନିର୍ବାଚନ ଶେଷ ହେବା ପରେ ଗୁରୁବାର ୩ଟି ପେକ୍ସର ସଭାପତି ନିର୍ବାଚନ କରାଯାଇଥିଲା । ବଡବନ୍ଧ ପେକ୍ସରେ ସୁଶିଲ ଚାନ୍ଦ, କୁତୁର୍ଲା ପେକ୍ସରେ ନୀଳାମ୍ବର ପାଣିଗ୍ରାହୀ ଓ ସାରସମାଲ ପେକ୍ସରେ ଗୋପୀନାଥ ବାଗ ନିର୍ବାଚିତ…
Read More...

୧୮୯ ସିଆର୍‌ପିଏଫ୍‌ ବାଟାଲିୟନ ପକ୍ଷରୁ ‘ହର୍‌ ଘର ତ୍ରିରଙ୍ଗା’ ଅଭିଯାନ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶାନ୍ତିପଡା ସ୍ଥିତ ଟାଇଗର ୟୁଥ କ୍ଲବ୍‌ ଠାରେ ଗତକାଲି ୧୮୯ ସିଆର୍‌ପିଏଫ୍‌ ବାଟାଲିୟନ ପକ୍ଷରୁ କମାଣ୍ଡେଣ୍ଟ ପୱନ କୁମାର ତିୱାରିଙ୍କ ନେତୃତ୍ୱରେ ‘ହର୍‌ ଘର୍‌ ତ୍ରିରଙ୍ଗା’ ଅଭିଯାନ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଜନ ସାଧାରଣ…
Read More...

ପ୍ରଧାମନ୍ତ୍ରୀଙ୍କ ଦ୍ୱାରା ବାଣିଜ୍ୟ ଭବନ ଉଦ୍‌ଘାଟିତ ଓ ନିର୍ଯ୍ୟାତ ପୋର୍ଟାଲର ଶୁଭାରମ୍ଭ

“ଦେଶ ନାଗରିକ କୈନ୍ଦ୍ରିକ ପ୍ରଶାସନ ଦିଗରେ ଗତି କରୁଛି”“ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନୀତି, ନିଷ୍ପତ୍ତି, ସଂକଳ୍ପ ଓ ସେଗୁଡ଼ିକର ସମାଧାନ ସ୍ୱାଧୀନ ଭାରତକୁ ଆଗେଇ ନେବା ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ”ସରକାରଙ୍କ ନିକଟରେ ପହଞ୍ଚିବା ଓ ସୁବିଧା ପାଇବାକୁ ସୁନିଶ୍ଚିତ କରିବା ହେଉଛି…
Read More...

ଜନ କଲ୍ୟାଣ ମୂଳକ ଅଭିଯାନ “ସୁକୁନ” ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଦାନ୍ୟତା ବ୍ୟକ୍ତିତ୍ୱକୁ ଆହୁରି ଆକର୍ଷଣୀୟ କରି ଗଢି ତୋଳି ଥାଏ । ସରଳ, ନିସ୍ଵ, ଅସହାୟ ଲୋକ ପାଇଁ କ୍ଷୁଦ୍ର ସହାୟତା ମଧ୍ୟ ଆତ୍ମତୃପ୍ତିର କାରଣ ହୋଇଥାଏ । ଏହିପରି ଏକ ଅଭିନବ ଓ ଭିନ୍ନ ପଦକ୍ଷେପ ସ୍ୱରୂପ ସେଞ୍ଚୁରିଅନ ପବ୍ଲିକ ସ୍କୁଲ, ଦିଲ୍ଲୀ ପବ୍ଲିକ…
Read More...

ପଦ୍ମପୁରରେ ବଳିଦାନ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ପ୍ରେରଣାର ଉତ୍ସ, ବିଶିଷ୍ଟ ଶିକ୍ଷାବିତ୍, ପ୍ରଖର ରାଷ୍ଟ୍ରବାଦୀ ନେତା ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଆଜି ପଦ୍ମପୁରରେ ପାଳିତ ହୋଇ ଯାଇଛି । ପଦ୍ମପୁର ନଗର ବିଜେପି ଯୁବମୋର୍ଚ୍ଚା…
Read More...

ହାତୀସରା ପଞ୍ଚାୟତରେ ବୃକ୍ଷ ରୋପଣ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ସକାଳେ ଦେଓଗାଁ ବ୍ଲକ ହାତୀସରା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିଡିଓ ରାମଦତ୍ତ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ପରିଷଦ ୧୨ ନମ୍ବର ଜୋନର ସଦସ୍ୟା…
Read More...

ପଦ୍ମପୁର ସହରରେ ଡ୍ରେନେଜ ଅବ୍ୟବସ୍ଥା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର ୩ ନମ୍ବର ୱାର୍ଡରେ ଡ୍ରେନେଜ ଅବ୍ୟବସ୍ଥା ହେତୁ ଡ୍ରେନେଜରୁ ପାଣି ନିଷ୍କାସନ ହୋଇ ନପାରି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ଡ୍ରେନେଜ ବ୍ୟବସ୍ଥା ନଥିବା ହେତୁ ଡ୍ରେନରେ ପାଣି ଜମା ରହିଥିବା ଅଳିଆ ଆବର୍ଜନା ପଚାସଢା ଗନ୍ଧରେ ନାକ ଫାଟି…
Read More...

ଅଲୋଡ଼ା ହେଲା ନବଜାତ ଶିଶୁପୁତ୍ର

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ପୁଅ ଟିଏ ପାଇଁ ମା ବାପା କେତେ କଣ କରୁଛନ୍ତି । କିନ୍ତୁ କିଛି ଲୋକଙ୍କ ପାଖରେ ପୁଅ ଅଲୋଡ଼ା ହୋଇ ପଡୁଛି । ଦୁନିଆ ଦେଖିବା ଆଗରୁ ନିଷ୍ପାପ ଶିଶୁଙ୍କୁ ଭୃଣ ହତ୍ୟା କରିବାକୁ ପଛାଉ ନାହାନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରମ୍ଭା ଥାନା ଇଲାକାରେ ।…
Read More...

ଆସନ୍ତାକାଲିଠାରୁ ବଲାଙ୍ଗିର ନୂଆ ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବ : ଏଣିକି ସମସ୍ତ ଓଏସ୍‌ଆର୍‌ଟିସି ବସ୍‌ ନୂଆ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତାକାଲି ଠାରୁ ବଲାଙ୍ଗିର ନୂଆ ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବ । ଏଣିକି ସମସ୍ତ ଓଏସ୍‌ଆର୍‌ଟିସି ବସ୍‌ ନୂଆ ବସ୍‌ଷ୍ଟାଣ୍ଡରୁ ଛାଡ଼ିବ । ଆସନ୍ତାକାଲି ଭୋର୍‌ ସାଢେ଼ ୪ଟା ସମୟରେ ଜିଲ୍ଲାପାଳ ଚଂଚଳ ରାଣା ପତାକା ଦେଖାଇ ଏହାର ଶୁଭାରମ୍ଭ କରିବେ । ଏ…
Read More...