Yearly Archives

2022

ଲକ୍ଷେ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଆକାଉଣ୍ଟାଣ୍ଟ୍‌

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ୍‌ କମ୍ ପ୍ରୋଗାମର ବିକାଶ ଶାନା ବିଲ୍ କରିବା ପାଇଁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଆକାଉଣ୍ଟାଣ୍ଟ୍‌ କମ୍ ପ୍ରୋଗାମର ବିକାଶ ଶାନା ୧୦ ଲକ୍ଷରୁ ଅଧିକ ଟଙ୍କାର ବିଲ…
Read More...

ଗାତରେ ପଡି ୪ ଶିଶୁ ମୃତ

କୋରାପୁଟ : କୋରାପୁଟ ଜିଲ୍ଲା ଦଶମନ୍ତପୁର aäକ ପାଇକଫୁଲବେଡା ପଞ୍ଚାୟତ ମାଝୀଗୁଡା ଗ୍ରାମରେ ପାଣି ଭର୍ତ୍ତି ଗଭୀର ଗାତରେ ପଡି ୪ ଜଣ ଶିଶୁଙ୍କ ଅକାଳରେ ଜୀବନ ଚାଲିଯାଇଛି । ୪ ଜଣ ଶିଶୁଙ୍କ ମଧ୍ୟରେ ୩ ଜଣ ନାବାଳିକା ରହିଥିବା ବେଳେ ଜଣେ ନାବାଳକ ରହିଛି । ମୃତକମାନେ ହେଲେ ପୁର୍ଣି ହାନ୍ତାଳ…
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୬୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୬୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୩ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୯୧ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୬ ଜଣ…
Read More...

ଡକାୟତ ଯୋଜନା ବେଳେ ଧରାପଡିଲେ ୫ ଲୁଟେରା, ୪୦ ଗ୍ରାମ ସୁନା ଅଳଙ୍କାର ଜବତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଡକାୟତ ଯୋଜନା କରୁଥିବା ବେଳେ ବ୍ରହ୍ମପୁର ସଦର ପୋଲିସ ହାତରେ ୫ ଲୁଟେରା ଧରାପଡିଛନ୍ତି । ସେମାନଙ୍କଠାରୁ ମାରଣାସ୍ତ୍ର ସହ ୪୦ ଗ୍ରାମ ସୁନା ଅଳଙ୍କାର ଓ ୫୦ ଗ୍ରାମ୍ ରୂପା ଅଳଙ୍କାର ପୋଲିସ ଜବତ କରିଛି । ୫ ଜଣ ଲୁଟେରା ଡକାୟତି କରିବା ପାଇ ଯୋଜନା…
Read More...

ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ମୁଣ୍ଡା ମସ୍କା ସଂରକ୍ଷିତ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଗୁଳି ବିନିମୟ ବେଳେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି । ଉକ୍ତ ଗୁଳି ବିନିମୟରେ କୌଣସି ମୃତାହତ ହେବାର ସୂଚନା ମିଳି…
Read More...

ନୂଆ ଏନ୍‌ଆଇଏ ମୁଖ୍ୟ ହେଲେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଦିନ୍‌କର ଗୁପ୍ତା

ନୂଆଦିଲ୍ଲୀ : ବରିଷ୍ଠ ଆଇପିଏସ୍‌ ଅଧିକାରୀ ଦିନ୍‌କର ଗୁପ୍ତାଙ୍କୁ ଗୁରୁବାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ଗୁପ୍ତା ହେଉଛନ୍ତି ପଞ୍ଜାବ କ୍ୟାଡର୍‌ର ୧୯୮୭ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ । କ୍ୟାବିନେଟ୍‌ ନିଯୁକ୍ତି କମିଟି (ଏପିସି)…
Read More...

ମୋବାଇଲ ଝାମ୍ପି ନେବାକୁ ଚେଷ୍ଟା କରୁଥିବା ବେଳେ ବିରୋଧ କରିବାରୁ ଯୁବକଙ୍କୁ ଛୁରାମାଡ଼

ବାଲିପାଟଣା : ବାଲିଅନ୍ତା ଥାନା କାକରୁଦ୍ରପୁରରେ ମୋବାଇଲ ଝାମ୍ପି ନେବାକୁ ଚେଷ୍ଟା କରୁଥିବା ବେଳେ ବିରୋଧ କରିବାରୁ ଯୁବକଙ୍କ ପେଟକୁ ଛୁରୀ ଭୁଷିଦେଲେ ଦୃର୍ବୃତ୍ତ । ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଦୁର୍ବୃତ୍ତମାନଙ୍କୁ କାବୁ କରିବାରେ ସଫଳ ହୋଇଛି । ସୂଚନାନୁଯାୟୀ, ଗୁରୁବାର ବିଳମ୍ବିତ…
Read More...

ରୁଷରୁ ଅଶୋଧିତ ତୈଳ ଆମଦାନୀ ୫୦ ଗୁଣ ବୃଦ୍ଧି, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ନିୟନ୍ତ୍ରଣରେ ସହାୟକ ହେବ

ନୂଆଦିଲ୍ଲୀ : ୟୁକ୍ରେନ ସହିତ ଯୁଦ୍ଧ ପରେ ଆମେରିକା-ୟୁରୋପ ସମେତ ସମସ୍ତ ଦେଶର ପ୍ରତିବଂଧକକୁ ସାମ୍ନା କରୁଥିବା ରୁଷ ଅଶୋଧିତ ତୈଳ ଶସ୍ତା ମୂଲ୍ୟରେ ଭାରତକୁ ବିକ୍ରୟ କରିବାକୁ ପ୍ରସ୍ତାବ ଦେଇଥିଲା । ତା’ପରେ ଭାରତୀୟ କମ୍ପାନୀମାନେ ମଧ୍ୟ ଏହି ସୁଯୋଗ ନେଇଥିଲେ । ସୂଚନା ଅନୁସାରେ ମାତ୍ର…
Read More...

ଖପ୍ରାଖୋଲ ବ୍ଲକରେ ଖାଦ୍ୟ ସୁରକ୍ଷା ଆଇନ୍ ବାଟବଣା : ଆଠପ୍ରାଣୀ କୁଟୁମ୍ବ, ନାଁରେ କାର୍ଡ ଅଛି, ରାସନ୍ ମିଳୁନି

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାରଙ୍କ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ରାସନ୍ ସାମଗ୍ରୀ ଯୋଗାଇ ଦେଉଥିବା ବେଳେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ରାସନ୍ କାର୍ଡ ଥିବା ସତ୍ୱେ ରାସନ୍ ମିଳୁ ନଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଚଙ୍ଗରିଆ…
Read More...

ଭିଜିଲାନ୍ସ ଜାଲରେ ଆଣ୍ଟିଂ ସ୍ମଗଲିଂ ଗାର୍ଡ ଜନାର୍ଦ୍ଦନ ପଲାଇ

ଜଳେଶ୍ୱର : ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଳେଶ୍ଵର ସିଭିଲ ସପ୍ଲାଏ ଆଣ୍ଟି ସ୍ମଗଲିଂ ଗାର୍ଡ ଜନାର୍ଦ୍ଦନ ପଲାଇଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଏକକାଳୀନ ୫ଟି ସ୍ଥାନରେ ରେଡ୍ ଚାଲିଛି । ସୂଚନାନୁଯାୟୀ, ଏହି ଚଢାଉରେ ୫ଟି ଟିମ୍‌ରେ ୩୫ ଜଣ ଅଧିକାରୀ ସାମିଲ ଅଛନ୍ତି ।…
Read More...