pakka

ଡକାୟତ ଯୋଜନା ବେଳେ ଧରାପଡିଲେ ୫ ଲୁଟେରା, ୪୦ ଗ୍ରାମ ସୁନା ଅଳଙ୍କାର ଜବତ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଡକାୟତ ଯୋଜନା କରୁଥିବା ବେଳେ ବ୍ରହ୍ମପୁର ସଦର ପୋଲିସ ହାତରେ ୫ ଲୁଟେରା ଧରାପଡିଛନ୍ତି । ସେମାନଙ୍କଠାରୁ ମାରଣାସ୍ତ୍ର ସହ ୪୦ ଗ୍ରାମ ସୁନା ଅଳଙ୍କାର ଓ ୫୦ ଗ୍ରାମ୍ ରୂପା ଅଳଙ୍କାର ପୋଲିସ ଜବତ କରିଛି । ୫ ଜଣ ଲୁଟେରା ଡକାୟତି କରିବା ପାଇ ଯୋଜନା କରୁଥିଲେ । ଏ ସମ୍ପର୍କରେ ବ୍ରହ୍ମପୁର ସଦର ପୋଲିସ ଖବର ପାଇଁ ଚଢାଉ କରି ଗିରଫ କରିଥିଲା । ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

one × two =