Yearly Archives

2022

ବୁଲା ଷଣ୍ଢକୁ ଉଦ୍ଧାର କଲା ଅଗ୍ନିଶମ ଦଳ

ସମ୍ବଲପୁର : ଆଜି ସକାଳ ସମୟରେ ସ୍ଥାନୀୟ ଦୁର୍ଗାପାଲି ଠାରେ ନିର୍ମାଣାଧିନ ଫ୍ଲାଇ ଓଭର ବ୍ରିଜର ଏକ ପିଲର୍‌ର ସାଙ୍କୁରିଆ ଗୋଲେଇ ଠାରେ ଏକ ବୁଲା ଷଣ୍ଢ ଫଶି ରହି ଯାଇଥିଲା । ବହୁ ଚେଷ୍ଟା ସତ୍ୱେ ଷଣ୍ଢକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନ ପାରିବାରୁ ଅଗ୍ନିଶମ ଦଳକୁ ଖବର ଦେବାରୁ ଏକ ୬ ଜଣିଆ ଦଳ…
Read More...

ଲାଞ୍ଚ ନେଲା ବେଳେ ଧରାପଡିଲେ ବିଇଓ ଅଫିସର ମୁଖ୍ୟ କିରାଣୀ

ଭବାନୀପାଟଣା, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବିଇଓ ଅଫିସର କାର୍ଯ୍ୟରତ ମୁଖ୍ୟ କିରାଣୀ ଯୁଧିଷ୍ଠିର ହରିଜନ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାପଡିଛି । ସୂଚନାଯୋଗ୍ୟ, କଲମପୁର ବ୍ଲକ ମାଠିଆପଡା ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ଗୁଣନିଧି ନାଏକଙ୍କୁ ତାଙ୍କ…
Read More...

ଧରାପଡ଼ିଲେ ଡକାୟତ ଦଳ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରପାଲି ଥାନା ପୋଲିସ ଏକ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ବରପାଲି ଥାନା ବନ୍ଧପାଲି ଗ୍ରାମର ଅକ୍ଷୟ ମହାନନ୍ଦ(୨୨), ଗୁପେ ଓରଫ ପୂର୍ଣ୍ଣଚନ୍ଦ୍ର ସାହୁ(୨୨) ଏବଂ ବିଶ୍ୱନାଥ ମହାନନ୍ଦ(୧୯) । ସେମାନଙ୍କ ବିରୋଧରେ…
Read More...

ଥାନା ସମ୍ମୁଖରେ ପେଟ୍ରୋଲ ଢାଳି ଯୁବକଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଡାକ୍ତରଖାନାରେ ଆଖି ବୁଜିଲେ ଗୁଣନିଧି

କଟକ : କଟକ ଜିଲ୍ଲା କିଶନ ନଗର ଥାନା ଆଗରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିବା ଗୁଣନିଧି ବିଶୋଇଙ୍କ ମୃତ୍ୟୁ ଘଟିଛି । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗୁରୁବାର ସେ ଥାନା ଆଗରେ ପୋଲିସ ସାହାଯ୍ୟ ନ କରିବାକୁ ବିରୋଧ କରି ପେଟ୍ରୋଲ…
Read More...

ଖଲିଆପାଲିରେ ରାଣୀ ଦୂର୍ଗାବତୀଙ୍କ ୪୫୯ତମ ବଳିଦାନ ଦିବସ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ୧୧ଟା ସମୟରେ ଦେଓଗାଁ ବ୍ଲକ୍ ସିଂହା ମୁଣ୍ଡା ପଞ୍ଚାୟତ ଖଲିଆପାଲିରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ଦେଓଗାଁ ବ୍ଲକ୍ ଆୟୋଜନ ସମିତି ପକ୍ଷରୁ ୪୫୯ତମ ବିରଙ୍ଗଣା ରାଣୀ ଦୂର୍ଗାବତୀଙ୍କ ବଳିଦାନ ଦିବସ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ଶ୍ରଦ୍ଧା ତରଫରୁ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଦିବ୍ୟାଙ୍ଗଙ୍କ ପାଇଁ ପ୍ରତିବଦ୍ଧତା ଥିବା ସାମାଜିକ ଅନୁଷ୍ଠାନ ଶ୍ରଦ୍ଧା ତରଫରୁ ସେକ୍ଟର ୧୬ ସ୍ଥିତ ନିଜସ୍ୱ କାର୍ଯ୍ୟାଳୟ ଠାରେ ଆଇନଗତ ଅଭିଭାବକ ସଂପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶ୍ରଦ୍ଧାର ସଭାପତି ପଶୁପତିନାଥ ଚାଟାର୍ଜୀଙ୍କ…
Read More...

ଆସନ୍ତାକାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୦୪ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୫ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର…
Read More...

ଗୋଁଣ୍ତ ସମାଜ ତରଫରୁ ରାଣୀ ଦୁର୍ଗାଦେବୀଙ୍କ ବଳିଦାନ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୃସିଂହନାଥ ସ୍ଥିତ ବୁଢାଦେଓ ମଣ୍ତପ ଠାରେ ମଣ୍ତପ ସଭାପତି ଦୁର୍ଯ୍ୟୋଧନ ପୁଟାଙ୍କ ଆହ୍ୱାନ କ୍ରମେ ପାଇକମାଲ ବ୍ଲକ ଗୋଁଣ୍ତ ସମାଜ ବିଭିନ୍ନ ପଦ ପଦାଧିକାରୀଙ୍କ ଗହଣରେ ରାଣୀ ଦୁର୍ଗାଦେବୀଙ୍କ ୪୫୯ ତମ ବଳିଦାନ ଦିବସ ପାଳିତ ହୋଇ ଯାଇଛି । ଏହି ବଳିଦାନ ଦିବସରେ…
Read More...

ମୁକ୍ତ ଚେସ୍ ପ୍ରତିଯୋଗିତା ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ଓ ରିମ୍‌ସ ରୋଟ୍ରାକ୍ଟର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଅଲମ୍ପିକ୍ ଦିବସ ଉପଲକ୍ଷେ ରିମ୍‌ସ ପରିସରରେ ମୁକ୍ତ ଚେସ୍ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ରୋଟାରୀ କ୍ଲବର ସଭାପତି ଅର୍ଚ୍ଚନା ମହାନ୍ତିଙ୍କ…
Read More...

ଜୟଶ୍ରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଜୟଶ୍ରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଦିନ" ପିଲାଟିଏ ଗଛଟିଏ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ତହସିଲଦାର ତଥା ଗଞ୍ଜାମ ଏନ୍‌ଏସିର ଭାରପ୍ରାପ୍ତ…
Read More...