ଟ୍ରେନ୍ରେ କଟି ମହିଳା ମୃତ
ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ସକାଳ ପ୍ରାୟ ୮ଟା ସମୟରେ ହାତୀସରା ଗାଁର ନରେଶ ବକୁଲଙ୍କ ସ୍ତ୍ରୀ ରୁକ୍ମଣୀ ବକୁଳ(୩୦) ନିକଟସ୍ଥ ରେଲୱେ ଲାଇନ ପଟକୁ ଯାଇଥିବା ସମୟରେ ଟ୍ରେନରେ କଟିଯାଇଥିବା ଜଣାପଡ଼ିଛି । ଖବର ଅନୁଯାୟୀ, ରେଲୱେ ପୋଲିସ ଖବର ପାଇବା ପରେ କେସ୍ ନମ୍ବର ୧୪/୨୨ରେ ଏକ!-->…
Read More...
Read More...