pakka

ବଲାଙ୍ଗିରରେ ନୂତନ ସର୍କିଟ୍ ହାଉସର କାମ ୧୨ ମାସ ମଧ୍ୟରେ ଶେଷ ହେବ ବୋଲି ଜିଲ୍ଲାପାଳଙ୍କ ସୂଚନା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ହେବ ନୂତନ ସର୍କିଟ୍ ହାଉସ ଏବଂ ଏହାର କାମ ୧୨ ମାସ ମଧ୍ୟରେ ଶେଷ ହେବ ବୋଲି ଜିଲ୍ଲାପାଳ ଚଂଚଳ ରାଣା ଏନେଇ ସୂଚନା ଦେଇଛନ୍ତି । ତେବେ ଏହି ସାର୍କିଟ ହାଉସ ପାଇଁ ଲେଆଉଟ୍‌ ଦିଆଯାଇଥିବା ବେଳେ ଏଥିପାଇଁ ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଥିବା ଦେଖିବାକୁ ମିଳିଛି ।

jay balangir
Leave A Reply

Your email address will not be published.

5 × 2 =