Yearly Archives

2022

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ଇମ୍ଫୋଭ୍ୟାଲି ଥାନା ମଦନପୁର ପଞ୍ଚାୟତ ଜାଗସରାପାଟଣା ନିକଟରୁ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର କରଯାଇଥିବା ଜଣାପଡିଛି । ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । ସୂଚନା ଅନୁଯାୟୀ, ଯୁବକ ଜଣଙ୍କର ମୁହଁ ଫାଟି ରକ୍ତ ବାହାରୁଥିବା…
Read More...

ନୂଆଁଖାଇ ଉପଲକ୍ଷେ ‘ମାହେଶ୍ୱରୀ’ ବଢାଇଲା ସହାୟତାର ହାତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଏହାକୁ କିଏ ଏକତାର ପର୍ବ କହେ ତ ପୁଣି କିଏ ଭାଇଚାରାର ପର୍ବ ବୋଲି କହେ । ତେବେ ସମାଜରେ ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ ନୂଆଁଖାଇ ପାଳନ ପାଇଁ ଆର୍ଥିକ ସ୍ତରରେ ସେତେଟା ସକ୍ଷମ ନୁହନ୍ତି । ତେଣୁ ମାହେଶ୍ୱରୀ ସଂଗଠନ…
Read More...

ସପରିବାର ନୂଆଁ ଖାଇଲେ ବଲାଙ୍ଗିର ବିଧାୟକ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର କ୍ଲବପଡା ସ୍ଥିତ ନିଜ ବାସ ଭବନରେ ବିଧାୟକ ନରସିଂହ ମିଶ୍ର ନବାହ୍ନ ଗ୍ରହଣ କରିଛନ୍ତି । ଏହି ଅବସରରେ ଶ୍ରୀ ମିଶ୍ର ବଲାଙ୍ଗିର ତଥା ରାଜ୍ୟବାସୀଙ୍କୁ ନୂଆଁଖାଇର ଅଭିନନ୍ଦନ ଜଣାଇବା ସହ ଏ ବର୍ଷ ସମସ୍ତଙ୍କ ପାଇଁ ଶୁଭଙ୍କର ହେଉ, ନୂଆଁଖାଇ ଭଳି…
Read More...

ଗଞ୍ଜାମ ଏନ୍‌ଏସିରେ ସ୍ୱାୟତ୍ତ ଶାସନ ଦିବସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ସ୍ୱାୟତ୍ତ ଶାସନ ଦିବସରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିବା ସହ ଐତିହାସିକ ଗଞ୍ଜାମ ସହରର ସୁଦୀର୍ଘ ଇତିହାସ ରହିଛି । ସହରକୁ ବିକାଶ ଓ…
Read More...

୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ସମ୍ଭାବ୍ୟ ସହାୟତା ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅନ୍ତେବାସୀଙ୍କ ପ୍ରତି ଶୁଭେଚ୍ଛାର ସଙ୍କେତ ଭାବରେ ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ କମାଣ୍ଡେଣ୍ଟ ପୱନ କୁମାର ତିୱାରୀ ରବିବାର ଦିନ ବଲାଙ୍ଗିରରେ ଅବସ୍ଥିତ ପାର୍ବତୀଗିରି ପଥରଚେପା ବାଲ ନିକେତନର ପିଲାମାନଙ୍କ ପାଇଁ ଯାନବାହନ ସହିତ ସିଆର୍‌ପିଏଫ୍‌ ପକ୍ଷରୁ ସମସ୍ତ…
Read More...

କାଳିଆ ସହାୟତା ବଣ୍ଟନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜୟ ଜଗନ୍ନାଥ, ଜୟ ମା' ସମଲେଶ୍ୱରୀ । ଆଏଜ୍‌ ନୂଆଁଖାଇ । ଇ ଅବସର ଥି ଆପଣମାନକେ ସମସ୍ତକେ ମୋର ଜୁହାର । ନୂଆଁଖାଇ ମାଟି ମା’ର ପର୍ବ । ଆମର ଚାଷୀ ଭାଇମାନଙ୍କ ପରିଶ୍ରମ ଯୋଗୁଁ ଆମେ ସମସ୍ତେ ମାଟି ମା’ର ଆଶୀର୍ବାଦ ପାଉ । ତେଣୁ ଚାଷୀ ଆମର ଗର୍ବ ଓ ଗୌରବ । ଏହି…
Read More...

ବଡଖାନା କରି ଛତ୍ରପୁର ଏନ୍‌ଏସି ଖୁସି ମନାଇଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ୱାୟତ୍ତ ଶାସନ ଦିବସର ପୂର୍ବଦିନ ଛତ୍ରପୁର ଏନ୍‌ଏସି କଲ୍ୟାଣ ମଣ୍ଡପ ପରିସରରେ ବଡଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ନିର୍ବାଚିତ ପ୍ରତିନିଧି ଏବଂ ଏନ୍‌ଏସିର…
Read More...

ନୂଆଁଖାଇ ପରମ୍ପରାରେ ସାମିଲ ହେଲେ ବିଜେପୁର ଥାନା ଅଧିକାରୀ

ବିଜେପୁର, (ନିରୋଜ କୁମାର ପାଣୀ) : ଜଣାଶୁଣା ସ୍ତମ୍ଭକାର ତଥା ଅଧ୍ୟାପକ ସୁଶାନ୍ତ ମିଶ୍ରଙ୍କ ଘରେ ନୂଆଁ ଖାଇଲେ ବିଜେପୁର ଥାନା ଅଧିକାରୀ ସନୟ ନାୟକ ଓ ତାଙ୍କ ପରିବାର । ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ଗ୍ରାମସ୍ଥିତ ଶ୍ରୀମାନ ମିଶ୍ରଙ୍କ ବାସ ଭବନରେ ଅନୁଷ୍ଠିତ ନୂଆଁଖାଇ…
Read More...

ଭାଇଚାରାର ପର୍ବ ନୂଆଁଖାଇରେ ଏକାଠି ନବାନ୍ନ ଭକ୍ଷଣ କଲେ ୪୦ ପରିବାର

ନୂଆପଡା, (ନିରାକାର ମେହରେ) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗଣ୍ତାବାହାଲିର ସାନ ମାହାନପୁରିଆ ଗଙ୍ଗାମିନି ବଂଶୀୟ ପରିବାରର ୪୦ ପରିବାର ୨୦୦ରୁ ଅଧିକ ଲୋକ ଏକତ୍ର ନବାନ୍ନ ଗ୍ରହଣ କରିଥିଲେ ।ପ୍ରଥମେ ପରିବାରର ମୁଖ୍ୟ ପୂଜକ ନୂଆଁ ଧାନକୁ ନେଇ ନବାନ୍ନ ପ୍ରସ୍ତୁତ କରିଥିଲେ । ବଂଶୀୟ…
Read More...

ବିଜେଡି ପକ୍ଷରୁ ରମ୍ଭା ସହରରେ ବୃକ୍ଷ ରୋପଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଜୁ ଜନତା ଦଳର ପ୍ରତିଷ୍ଠା ହେବାର ୨୫ ବର୍ଷ ପୂର୍ତ୍ତି ଅବସରରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ ରମ୍ଭା ସହରର ବିଭିନ୍ନ ଖାଲିସ୍ଥାନରେ ଯୁବ ଏବଂ ଛାତ୍ର ବିଜେଡି ଦଳ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ…
Read More...