csstore

୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ସମ୍ଭାବ୍ୟ ସହାୟତା ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅନ୍ତେବାସୀଙ୍କ ପ୍ରତି ଶୁଭେଚ୍ଛାର ସଙ୍କେତ ଭାବରେ ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ କମାଣ୍ଡେଣ୍ଟ ପୱନ କୁମାର ତିୱାରୀ ରବିବାର ଦିନ ବଲାଙ୍ଗିରରେ ଅବସ୍ଥିତ ପାର୍ବତୀଗିରି ପଥରଚେପା ବାଲ ନିକେତନର ପିଲାମାନଙ୍କ ପାଇଁ ଯାନବାହନ ସହିତ ସିଆର୍‌ପିଏଫ୍‌ ପକ୍ଷରୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିଥିଲେ । ଏହି ଅବସରରେ ଶ୍ରୀ ତିୱାରୀ ସପରିବାର ଆଶ୍ରମର ପିଲାମାନଙ୍କ ସହ ନୂଆଁଖାଇ ପାଳନ କରିଥିଲେ ।

jayashree
Leave A Reply

Your email address will not be published.