ଯୁବକଙ୍କୁ ଗୋଡାଇ ଗୋଡାଇ ହତ୍ୟା ଘଟଣା : ୯ ଅଭିଯୁକ୍ତ ଗିରଫ
ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେନ ଥାନା ବୋଇରଗାଁରେ ଜଣେ ଯୁବକଙ୍କୁ ଗାଁର ଯୁବକ ମାନେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିବା ଘଟଣାରେ ବୋଡେନ ପୁଲିସ ତଦନ୍ତ କରି ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଗତ ୯ ତାରିଖ ରାତିରେ!-->…
Read More...
Read More...