Yearly Archives

2022

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ତମ ଜନ୍ମ ଜୟନ୍ତୀରେ ୭୨ ୟୁନିଟ ରକ୍ତ ସଂଗ୍ରହ କଲା ପଦ୍ମପୁର ବିଜେପି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ୧୭ ସେପ୍ଟେମ୍ବରରୁ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିନ ୨ ଅକ୍ଟୋବର ପର୍ଯ୍ୟନ୍ତ ସର୍ବ ଭାରତୀୟ ସ୍ତରରେ ସେବା ପାଳନ କରିବା ପାଇଁ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ସ୍ତରର ନିଷ୍ପତ୍ତି ଅନୁସାରେ ଆଜି ପଦ୍ମପୁର
Read More...

ମଦନପୁର ଆଦର୍ଶ ମହିଳା ମହାସଂଘରେ ନୂତନ କର୍ମକର୍ତ୍ତା ଚୟନ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ମିଶନ ଶକ୍ତି ବିପିସି ସତ୍ୟବାନ ସାହୁ, ଓଡିଶା ଜୀବିକା ମିଶନ ବିପିଏମ ଦୀପ୍ତି କିଶୋର ନାୟକଙ୍କ ତତ୍ୱାବଧାନରେ ଏବଂ ସିଓଇର କାର୍ଯ୍ୟକ୍ରମ ପରିଚାଳକ ଅସିତ ବରଣ ବେହେରାଙ୍କ
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୨ତମ ଜନ୍ମ ଦିବସ ଉପଲକ୍ଷେ ୭୨ ୟୁନିଟ ରକ୍ତ ସଂଗ୍ରହ

ପାଟଣାଗଡ଼, (ଗୋରେଖନାଥ ବରିହା) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ଏକ ରକ୍ତଦାନ ଶିବିର ସ୍ଥାନୀୟ ରକ୍ତ ଭଣ୍ଡାରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପାଟଣାଗଡ଼ର ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂହଦେଓ
Read More...

ବଲାଙ୍ଗିର ସିନିୟର ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚତୁର୍ଦ୍ଦଶ ଦିବସ

ବିଏନ୍‌ଏଏ ଜରାସିଂହା ଓ ନବଜ୍ୟୋତି ଚୁଡାପାଲି ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆୟୋଜିତ ଆଜି ସୁପର ନକ ଆଉଟ ଖେଳ ଗାନ୍ଧୀ ଷ୍ଟାଡିୟମ ଠାରେ ଚୁଡାପାଲି ନବଜ୍ୟୋତି ୟୁଥ କ୍ଲବ ୨-୦ ଗୋଲରେ କୁଶଙ୍ଗ ଏଫ୍‌ଟିକୁ ହରାଇ କ୍ୱାଟର ଫାଇନାଲକୁ
Read More...

ମାଲପଡା ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କଲେ ସାଂସଦ ନିରଞ୍ଜନ ବିଶି

ଭଲ ପାଠ ପଢି, ଭଲ ମଣିଷ ହୋଇ ଦେଶ ମାତୃକାର ସେବା କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଦେଲେ ଆହ୍ୱାନ ପାଟଣାଗଡ, (ଗୋରେଖନାଥ ବରିହା) : ମଣିଷ ଜୀବନରେ ଶିକ୍ଷା ହିଁ ମୂଳଦୂଆ ଶିକ୍ଷାକୁ ମଜବୁତ କରିବାକୁ ଆହ୍ୱାନ ଦେଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି । ଆଜି ଖପ୍ରାଖୋଲ ବ୍ଲକ ମାଲପଡା ଆଶ୍ରମ
Read More...

ପୁରୋହିତ ହସପିଟାଲରେ ବିଶ୍ୱକର୍ମା ପୂଜା ଏବଂ ରୋଗୀ ସୁରକ୍ଷା ଦିବସ ପାଳିତ

ବରଗଡ଼, (ନିରୋଜ କୁମାର ପାଣୀ) : ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମାଙ୍କ ପୂଜା ପାଇଁ ଉତ୍ସବମୁଖର ବରଗଡ଼ ସହର । ଅନେକ ସରକାରୀ ବେସରକାରୀ ଅନୁଷ୍ଠାନମାନଙ୍କରେ ଚଳିତ ବର୍ଷ ଧୁମ୍‌ଧାମ୍‌ରେ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି । ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱାସ୍ଥ୍ୟକେନ୍ଦ୍ର ଭାବେ ପରିଚିତ
Read More...

ବେନ୍ଦେରରେ ଆଦିବାସୀ ମେଳି ଓ ନୂଆଁଖାଇ ଭେଟ୍‌ଘାଟ୍‌

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଅଧିନସ୍ଥ ବେନ୍ଦେର ଗାଁରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଖପ୍ରାଖୋଲ ଶାଖା ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ ଓ ବିଶାଳ ଆଦିବାସୀ ମେଳି ଅନୁଷ୍ଠିତ ହୋଇଯାଇଛି । ରାଜ୍ୟସଭା ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର
Read More...

ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି ଅଙ୍ଗନୱାଡି କେନ୍ଦ୍ର : ସାଧାରଣରେ ଅଭିଯୋଗ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ସଦରମହକୁମା ଥାନା ସମ୍ମୁଖରେ ଥିବା ଅଙ୍ଗନୱାଡି(କ)କେନ୍ଦ୍ର ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି । କେନ୍ଦ୍ରଟି ବ୍ଲକ ସଦରମହକୁମାରେ ଥିଲେ ସୁଦ୍ଧା ଏହି କେନ୍ଦ୍ର ପ୍ରତି ବିଭାଗୀୟ ଅଧିକାରୀ, ବିଡିଓ ତଥା ସୁପରଭାଇଜରଙ୍କ ଅବହେଳା
Read More...

କଂଟାବାଂଜି ଏନଏସିସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଏନଏସିସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଶନିବାର ଦିନ ସ୍ଥାନୀୟ ନୋଡାଲ ସ୍କୁଲ ପରିସରରେ ହୋଇଯାଇଛି । କାର୍ଯ୍ୟକ୍ରମଟିକୁ ଏନଏସି ନଗରପାଳ ବରିୟାମ ସିଂ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ
Read More...

ଦମକିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗଣପୋଷାକ ବଣ୍ଟନ

ଦମକିପାଲି, (କେପିଏନ୍‌ଏସ୍‌) : ଦମକିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଯାଏଁ ଛାତ୍ରଛାତୀଙ୍କୁ ଗଣପୋଷାକ ବଣ୍ଟନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ବିଶ୍ୱେଶ୍ୱରୀ ବରିହା ଯୋଗ ଦେଇଥିଲେ । ବିଦ୍ୟାଳୟର ବିଭିନ୍ନ ସମସ୍ୟାର
Read More...